ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବାକୁ ଜିଲାପାଳଙ୍କ ପରାମର୍ଶ

ବାଲେଶ୍ୱର: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। ଏ ନେଇ ଶୁକ୍ରବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେ ଶିନ୍ଦେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲାର ଚାନ୍ଦିପୁର, ତାଳସାରୀ, କଷାଫଳ, ଡଗରା ଓ

ନୂଆପଡା ରୋଡ଼ ଷ୍ଟେସନରେ ରହଣି କରିବ ତିନି ଯୋଡ଼ା ଟ୍ରେନ

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆପଡା ରୋଡ ଷ୍ଟେସନ ଠାରେ ୩ ଯୋଡ଼ା ଟ୍ରେନକୁ ୬ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ରହଣି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ଦୈନିକ ଚଳାଚଳ କରୁଥିବା

ମଧ୍ୟାହ୍ନ ଭୋଜନ ଖାଇ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ୬ ଗୁରୁତର

ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଲେ ୫୦ରୁ ଅଧିକ ଛାତ୍ରଛାତ୍ରୀ । ଏମାନଙ୍କ ମଧ୍ୟରୁ ୬ ଜଣକ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ସରକାରୀ ଉଚ୍ଚ

ରୁଶଦିଙ୍କ ଉପରେ ଆକ୍ରମଣକୁ ନେଇ ଦୁଃଖିତ : ଇମ୍ରାନ ଖାଁ

ଇସ୍ଲାମାବାଦ : ଭାରତ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶଦିଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ ।ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଆନ’କୁ ଏକ ସାକ୍ଷାତକାର ଦେଇ ଇମ୍ରାନ

କାର ସହ ତିନିଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ଦୁଇ ଗିରଫ

କଟକଛ କଟକ ସଦର ଥାନା ଗୋପାଳପୁର ଛକରେ ଏକ କାରରେ ଯାଉଥିବା ଷାଠିଏ କେଜି ଚୋରା ଗଞ୍ଜେଇକୁ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଜବତ କରିଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ। ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଥିଲା। ଏହି ଗଞ୍ଜେଇ ଗଞ୍ଜାମର କୋଦଳାରୁ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି : ସିବିଆଇ ଏଫଆଇଆରରେ ୧୫ ଜଣଙ୍କ ନାମ, ସିସୋଦିଆ ମୁଖ୍ୟଅଭିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ ହୋଇଥିବା ଲିକର ପଲିସୀ (ଅବକାରୀ ନୀତି) ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ରୁଜ୍ଜୁ ହୋଇଥିବା ଏଫଆଇଆରରେ ୧୫ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏହି ୧୫ ଜଣଙ୍କ ତାଲିକାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରଥମ

ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ, ଫାଙ୍କା ଗୁଳିଚାଳନା

ସୁନ୍ଦରଗଡ଼:ଆଜି ଅପରାହ୍ନରେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ମସଜିଦରେ ମୁସଲିମ ସମ୍ପ୍ରଦାୟର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍, ଧସ୍ତାଧସ୍ତି ହୋଇ ଥିବାବେଳେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଫାଙ୍କା ଗୁଳିଚାଳନା କରିଥିବା ପୁଲିସ ସୂଚନା ଦେଇଛି। ଖବର ପାଇ

ନିମାପଡ଼ା ବନ୍ୟା ପାଣିରେ ବିରଳ ମାଛ

ଏ ଫଟୋ ଦେଖି ଆପଣମାନେ ଜାଣି ପାରୁଥିବେ କି ଇଏ ଏକ ବିରଳ ପ୍ରଜାତିର ମାଛ । ବର୍ତ୍ତମାନର ବନ୍ୟା ବେଳେ ନିମାପଡା ବ୍ଲକ ଧନୁଆ ପଞ୍ଚାୟତ ବଉଳପଦା ଗାଁରେ ଏହି ମାଛଟି ଉଦ୍ଧାର ହୋଇଛି । ଧନୁଆ ନଦୀ ବଢ଼ିରେ ମାଛଟି ଚାଲି ଆସିଥିବା ଅନୁମାନ କରାଯାଉଛି । ଚିତ୍ର ବିଚିତ୍ର ମାଛଟି ଦେଖିବାକୁ ଭାରି

ଜୟଦେବ ବିହାରରେ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ବର: ଜୟଦେବ ବିହାରରେ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସେହେନାଜ ମଲ୍ଲିକ ଓ ଚିତ୍ତରଞ୍ଜନ ନାୟକ ଗିରଫ। ସେମାନଙ୍କ ଠାରୁ ଖଣ୍ଡା ଓ ବାଇକ ଜବତ କରିଛି ପୋଲିସ। ଏମାନଙ୍କ ଘର ବୋଲଗଡ଼, ଏମାନେ ଭୁବନେଶ୍ବରର ବାଜପେୟୀ ନଗରରେ ଭଡାଘରେ

ବଙ୍ଗୋପସାଗରରେ ବୁଡ଼ି ଗଲା ଟ୍ରଲର, ୧୮ ମତ୍ସ୍ୟଜୀବୀ ନିଖୋଜ

କୋଲାକାତା: ବଙ୍ଗୋପସାଗରରେ ବୁଡ଼ି ଯାଇଛି ଗୋଟିଏ ମାଛ ଧରା ଟ୍ରଲର। ଏଥିରେ ୧୮ ଜଣ ମତ୍ସ୍ୟଜୀବୀ ରହିଥିଲେ। ଘଟଣା ପରେ ସମସ୍ତେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ହେଲେ ଏଯାଏ ସେମାନଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା