Sign in
Sign in
Recover your password.
A password will be e-mailed to you.
ହୀରାକୁଦରେ ୨୦ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
ଭୁବନେଶ୍ଵର: ମହାନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ତେବେ ଆଉ ଏକ ଲଘୁଚାପ ଅବପାତର ରୂପ ନେବା ଏବଂ ଏହାରି ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବନ୍ୟା ପ୍ରଭାବିତ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୦ଟି ଗେଟ ଖୋଲା ଯାଇ ଜଳ ନିଷ୍କାସନ ଚାଲିଛି।!-->…
ବାଲି ଚୋରା ଚାଲାଣକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ବର: ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ ବାଲି ଚୋରା ଚାଲାଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତାଙ୍କ ଅଭିଯୋଗ କ୍ରମେ, ଜୟଦେବ ବିଧାନସଭା କ୍ଷେତ୍ରର ବାଲିଅନ୍ତାରେ ରହିଛି!-->…
୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଛାଡ଼ିଥିବା ପ୍ୟାନେଲରେ ବିଜେପିର ୫ ଜଣ!
ଗୋଧ୍ରା: ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ!-->…
ବଜ୍ରପାତରେ ଜଣେ ମୃତ, ୩ ଗୁରୁତର
କଟକ: ବିଲରେ କାମ କରୁଥିବାବେଳେ ବଜ୍ରାଘାତ ଘଟି ଜଣଙ୍କର ମୃତ୍ୟୁ ଆଉ ହୋଇଥିବାବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଲିପଡା ଗାଁରେ । ସକାଳୁ ସକାଳୁ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତ ହେବାରୁ ୪ଜଣଙ୍କର ସ୍ବାସ୍ଥ୍ୟବସ୍ଥା!-->…
ଆଜି ରାତିରୁ ପ୍ରବଳ ବର୍ଷା, ଓଡିଶାର ୪ ନଦୀ ବଢିବାର ସମ୍ଭାବନା
ଭୁବନେଶ୍ବର: ବଙ୍ଗୋପସାଗରରେ ଅବପାତ ଆଣୁଛି ବଡ଼ ବର୍ଷା । ଆଜିଠାରୁ ରାଜ୍ୟରେ ଭୀଷଣ ବର୍ଷା ହେବ । ପ୍ରବଳ ବର୍ଷା ସମ୍ଭାବନା ପାଇଁ ୪ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ଆଲର୍ଟ କରାଯାଇଛି । ଆଜି ରାତିରୁ ପ୍ରବଳ ବର୍ଷା ହେବ । ଉପରମୁଣ୍ଡରେ ବର୍ଷା ହେଲେ ୪ଟି ନଦୀ!-->…
ପ୍ରାଣୀଧନ ଚିକିତ୍ସା ଓ ଟିକାକରଣ ୟୁଜର୍ସି ଫି’ ଛାଡ଼ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ପ୍ରାଣୀସମ୍ପଦ ଚିକିତ୍ସା ଓ ଟିକାକରଣ ଆଦିକୁ ୟୁଜର୍ସ ଫି' ଛାଡ଼ କଲେ ରାଜ୍ୟ ସରକାର । ସମ୍ପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସମ୍ପଦ ଚିକିତ୍ସା ଓ ଟିକାକରଣ ଆଦିକୁ ୟୁଜର୍ସ ଫି'!-->…
ପାର୍ବଣ ପାଇଁ ମହାନଦୀ ଓ କାଠଯୋଡ଼ିରୁ ଉଠିଲା ମାଟି
କଟକ: ପାରମ୍ପରିକ ରୀତିନୀତିରେ କଟକ ସହରର ବିଭିନ୍ନ ପୂଜାମଣ୍ଡପ ଶାରଦୀୟ ଦୁର୍ଗାପୂଜା ପାଇଁ ପବିତ୍ର ମହାନଦୀ ଓ କାଠଯୋଡ଼ିରୁ ମାଟି ଉଠାଇଛନ୍ତି। କିଛି ମଣ୍ଡପ ଗତକାଲି ପବିତ୍ର ଜନ୍ମାଷ୍ଟମୀରେ ମାଟି ଉଠାଇ ଥିବା ବେଳେ ଅଧିକାଂଶ ମଣ୍ଡପ ଆଜି ପବିତ୍ର ନନ୍ଦୋତ୍ସଵରେ ମାଟି ଉଠାଇଛନ୍ତି।
!-->!-->!-->…
୩,୭୦୦ ଫୁଟ ଉପରେ ଥିଲା ବିମାନ, ହଠାତ୍ ଶୋଇପଡ଼ିଲେ ଦୁଇ ପାଇଲଟ
ଇଥୋପିଆ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଲି ଘଟଣା ସାମ୍ନାକୁ ଆସିଛି। ଇଥୋପିଆ ଏୟାରଲାଇନ୍ସର ଗୋଟିଏ ବିମାନ ଭୂପୃଷ୍ଠରୁ ୩,୭୦୦ ଫୁଟ ଉପରେ ଥିବା ବେଳେ ଏହାର ଦୁଇ ଜଣ ଯାକ ପାଇଲଟ ହଠାତ୍ ଶୋଇପଡ଼ିଥିଲେ। ଏଥିଯୋଗୁ ଏହା ଯେଉଁ ସ୍ଥାନରେ ଲ୍ୟାଣ୍ଡ କରିବା କଥା ସେଠାରେ ନ କରି ଆଗକୁ ଚାଲି!-->…
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଆଜି ମଧ୍ୟ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ଶହ ତଳେ ରହିଛି। ଗତକାଲି ୪୮୨ ଜଣ କରୋନା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨୪ ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା!-->…
ବାତ୍ୟା ହେବ ନାହିଁ, କିନ୍ତୁ ଆମେ ପ୍ରସ୍ତୁତ ଅଛୁ: SRC
ଭୁବନେଶ୍ବର: ରାଜ୍ୟରେ ଲଘୁଚାପର ସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଭୀର ଅବପାତର ରୂପ ନେଇ ଆଗାମୀ ୭-୮ ଘଣ୍ଟା ଭିତରେ ଏହା ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପବନ ବହିବ।!-->…