Sign in
Sign in
Recover your password.
A password will be e-mailed to you.
ଦଳର ମୁଖିଆ ବାଛିବା ପାଇଁ କଂଗ୍ରେସ ଭିତରେ ନିର୍ବାଚନ ହେବ
ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ମୁଖିଆ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଦଳ ଅସ୍ଥାୟୀ ତଥା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଭରସାରେ ଚାଲିଛି। ହେଲେ ଏଯାଏ ଦଳ ତା’ର ସ୍ଥାୟୀ ମୁଖିଆଙ୍କୁ ଚୟନ କରିପାରୁନି। ରାହୁଲ!-->…
ଭୁଶୁଡିଲା ୪ ମହଲା କୋଠା, ଅନେକ ଦବି ରହିଥିବା ଆଶଙ୍କା
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଡ ଧରଣର ଅଘଟଣ। ଭୁଶୁଡିଲା ୪ ମହଲା କୋଠା। ମୁମ୍ବାଇର ବୋରିବଲି ସ୍ଥିତ ସାଇବାବା ନଗରରେ ଏହି ଦୁର୍ଘଟଣା ଘଟିଛି। ଏକ ୪ ମହଲା କୋଠା ହଠାତ୍ ଭୁଶୁଡି ପଡିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିଲ୍ଡିଂର ଭଗ୍ନାବଶେଷ ତଳେ ଅନେକ ଲୋକ!-->…
ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ମଡେଲକୁ ପ୍ରଶଂସା
ନୂଆଦିଲ୍ଲୀ: ଆମେରିକା ତଥା ବିଶ୍ୱର ଅନ୍ୟତମ ଅଗ୍ରଣୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ସରକାରଙ୍କ ସ୍କୁଲ ବ୍ୟବସ୍ଥାକୁ ପ୍ରଶଂସା କରି ରିପୋର୍ଟ ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପାଇବାର ଦିନକରେ ଆଜି ଦିଲ୍ଲୀ ଶିକ୍ଷା ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ!-->…
ପୁଣି ନ୍ୟୁୟର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ
ନ୍ୟୁୟର୍କ: ପୁଣିଥରେ ଆମେରିକାର ନ୍ୟୁୟର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିଟିକୁ ପାଦ ପାଖରୁ ସଂପୂର୍ଣ୍ଣ ଭାଙ୍ଗି ଦେବା ସହ ଏହାକୁ ତଳେ ଫୋପାଡ଼ି ଦେଇଛନ୍ତି।!-->…
‘ମେକ୍ ଇଣ୍ଡିଆ ନଂ ୧ ମିଶନ’ରେ ଯୋଡ଼ି ହେବାକୁ ଜାରି ହେଲା ନମ୍ବର
ନୂଆଦିଲ୍ଲୀ: ଭାରତକୁ ସାରା ବିଶ୍ୱରେ ନମ୍ବର ୱାନ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମେକ୍ ଇଣ୍ଡିଆ ନଂ ୧ ନାମକ କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ସେ ସମସ୍ତ ୧୩୦ କୋଟି ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି। ସମସ୍ତେ ମିଶିଲା ପରେ ହିଁ!-->…
ହିଞ୍ଜିଳିକାଟୁ : ଗୀତା ମନ୍ଦିରର ନୂତନ କମିଟି ଗଠନ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିରର ସାଧାରଣ ବୈଠକ ଶୁକ୍ରବାର ଘୀତା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ନୂତନ କାର୍ଯ୍ୟ କାରିଣୀ କମିଟି ଗଠନ ହୋଇଥିଲା। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ଙ୍କୁ ସର୍ବ ସମ୍ମତ!-->…
ସୁନ୍ଦରଗଡ଼ ଜିଲ୍ଲାରେ ମୋବାଇଲ ମେଡିକାଲ ଭ୍ୟାନ : ଲୋକଙ୍କୁ ଦୁଆର ମୁହଁରେ ମିଳୁଛି ମାଗଣାରେ ସ୍ୱାସ୍ଥ୍ୟ ସେବା…
୨୦୧୭ ଏପ୍ରିଲରୁ ୨୦୨୨ ଜୁଲାଇ ସୁଦ୍ଧା ୧୯ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିଛି ସେବା
ସୁନ୍ଦରଗଡ଼,: ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ରହିଛି ‘ମୋବାଇଲ ମେଡିକାଲ ଭ୍ୟାନ ବା ଏମଏମଭି’। ଜିଲ୍ଲା ପ୍ରଶାସନର ଏହି!-->!-->!-->!-->!-->!-->!-->…
ସୁନ୍ଦରଗଡ଼ ଜିଲ୍ଲାର ପୁର୍ବତନ ଜିଲ୍ଲା ସଭାପତି ସହଦେବଙ୍କ ଅନ୍ତିମ ଯାତ୍ରା…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଜନସଙ୍ଘ ଓ ବିଜେପିର ମୂଳଦୁଆ ସ୍ଥାପନ କରିଥିବା ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସୁନ୍ଦରଗଡ଼ ଜିଲ୍ଲାର ପୁର୍ବତନ ଜିଲ୍ଲା ସଭାପତି ସ୍ବର୍ଗତଃ ସହଦେଵ ଖାଖାଙ୍କ ପାର୍ଥିବ ଶରୀର ଆଜି ସୁନ୍ଦରଗଡ଼ ସ୍ଥିତ ପୁରୁଣା ବିଜେପି!-->!-->!-->…
ବାବା ରସିଦ୍ ଆଲ୍ଲିଙ୍କ ମଜାରରେ ଧୁମଧାମରେ ଉରୂଶେ ପାଳନ…
ଛତ୍ରପୁର: ହଜରତ ସୟଦ୍ ଆବଦୁର ରସିଦ୍ ଶାହା ଆଲ୍ଲି ବାବାଙ୍କ ପୁତିଗୋପାଳପୁର ସ୍ଥିତ ମଜାର ଶରିଫ୍ ନିକଟରେ ଧୁମଧାମରେ ବାର୍ଷିକ ଉତ୍ସବ ବା ଉରୁଶେ ପାଳନ ହୋଇଯାଇଛି । ବାବା ରସିଦ୍ ଅଲ୍ଲୀ ମୁସଲମାନ ଧର୍ମର ଜଣେ ସନ୍ଥ ବା ଫକିର ଥିଲେ ସେ ନିଜ ସାରା ଜୀବନ ଭଗବାନଙ୍କ ପାଖରେ ଉତ୍ସର୍ଗ କରିବା!-->!-->!-->…
ମାଓବାଦି କ୍ୟାମ୍ପ ଉପରେ ଚଢ଼ାଉ ବିପୁଳ ମାଓ ସାମଗ୍ରୀ ଜବତ…
ଫୁଲବାଣୀ : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନମାନେ ଲଗାଣ ବର୍ଷା ସତ୍ୱେ ଗତ ମଙ୍ଗଳବାର ଓ ବୁଧବାର ଦୁଈଦିନ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରିବା ସହ ମାଓବାଦି କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର!-->…