Sign in
Sign in
Recover your password.
A password will be e-mailed to you.
ଫୁଲବାଣୀ ସହରରେ ପ୍ରବଳ ବର୍ଷା : ଗଛପଡି ଦୋକାନ,କାର ଭାଙ୍ଗିବା ସହ ଘର କାନ୍ଥ ଭୁଶୁଡିଲା…
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ହେବା ଫଳରେ ମାଦିକୁନ୍ଦା ଛକ କୃଷି ବିଭାଗ କଲୋନୀରେ ଥିବା ବିରାଟ ଆମ୍ବଗଛ ଉପୁଡି ପଡିବା ଫଳରେ ନିକଟରେ ଥିବା କେତକ କେବିନ ଭାଙ୍ଗି ରୁଜି ଯାଇଥିବା ବେଳେ ପାଖରେ ଥିବା ଏକ ନୂଆ ନାଲି ରଙ୍ଗର ମାରୁତି କାର!-->!-->!-->…
ସ୍ୱାଧୀନତା ର ୭୫ ବର୍ଷ ପରେବି ତଥାପି ଅବହେଳିତ ଫୁଲଝର ଗ୍ରାମ, ପ୍ରଶାସନର ନିଘା ନାହିଁ…
ନା ଗାଁ କୁ ଅଛି ରାସ୍ତା..? ନାଳପାଣିରେ ପାର ହେଉଛନ୍ତି ଗ୍ରାମବାସୀ
ରାଉରକେଲା: ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କୁର୍ଡା ପଞ୍ଚାୟତ ଅଧିନସ୍ଥ ଥିବା ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ ଫୁଲଝର ଗ୍ରାମ ଏବେବି ଅବହେଳିତ ଅବସ୍ଥାରେ ପଡି ରହିଛନ୍ତି ଗ୍ରାମବାସୀ ।ଉକ୍ତ!-->!-->!-->!-->!-->…
କାର୍ଯ୍ୟରେ ଅବହେଳା ଯୋଗୁଁ ଫାଣ୍ଡି ଅଧିକାରୀଙ୍କ ସହ ଚାରି କନ ଷ୍ଟେବଲଙ୍କୁ ନିଳମ୍ବିତ…
ମାଲକାନଗିରି:ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ଚାରି ଜଣ କନ ଷ୍ଟେବଲଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବିତ କରାଯାଇଛିା ଏ ସମ୍ବନ୍ଧରେ ଓର୍କେଳ ଥାନା ଭାରପ୍ରାପ୍ତ ଅଧିକାରୀ ଜନ୍ ଖୁଜୁର୍ ପ୍ରକାଶ କରିଛନ୍ତି ଯେ, ସେ କୁଡୁମୁଲୁଗୁମ୍ମା ଆଉଟ୍!-->!-->!-->…
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ତୁମୁଡିବନ୍ଧରେ ଜନ୍ମାଷ୍ଟମୀ ପାଳିତ…
ଫୁଲବାଣୀ:-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁମୁଡିବନ୍ଧରେ ପବିତ୍ର ଜନ୍ମାଷ୍ଟମୀ ମହା ଜାକଜକମରେ ଓ ପାରମ୍ପରିକ ରୀତିରେ ପାଳିତ ହୋଇ ଯାଇଛି l ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ କୃଷ୍ଣ, ବଳରାମ, ନନ୍ଦରାଜା, ଯଶୋଦା, ଦେବକୀ, ବସୁଦେବ, ରୋହିଣୀ, ରାଧାରାଣୀ, ଗୋପନାରୀ , ବଳରାମ, ଅକ୍ରୁର,!-->!-->!-->…
ଉଦ୍ୟୋଗୀ ଏବଂ କୌଶଳ ବିକାଶ ତାଲିମ ଶିବିର ଅନୁଷ୍ଠିତ…
ମାଲକାନଗିରି :- ଭାରତ ସରକାର ସୂକ୍ଷ୍ମ ଲଘୁ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଓ ଗୁରୁପ୍ରିୟା ଉତ୍ପାଦକ ଗୋଷ୍ଠୀ ପୋଡ଼ଭଟା ମିଳିତ ଆନୁକୂଲ୍ୟରେ ପୋଡ଼ଭଟା ଗ୍ରାମରେ ଉଦ୍ୟୋଗୀ ଓ କୌଶଳ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ରଞ୍ଜନ!-->…
ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା ଏସ ଡି ପି ଓ ଙ୍କ ବଦଳି ଦାବି କଲା କଂଗ୍ରେସ…
ମାଲକାନଗିରି : ମାଲକାନଗିରି ଜିଲ୍ଲା Rsc 13 ଗ୍ରାମରେ ଗତ ଜୁନ ମାସ 7 ତାରିଖ ଦିନ ଏସ ଡି ପି ଓ ଅଂଶୁମାନ ଦୁବେଦୀ ରାତି ଅଧିଆ ଘରେ ପଶି 4 ଜଣ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ କଂଗ୍ରେସ ବିରୋଧ କରିଥିଲା । ଏବଂ ଏହି ଘଟଣାକୁ ନେଇ ଅଂଶୁମାନ ଦୁବେଦୀ ନାମରେ!-->!-->!-->…
ଗଛ ପଡି ଦୀର୍ଘ ସମୟ ଧରି ମାଲକାନଗିରି ରୁ ସୁକୁମାକୁ ଯାତାୟାତ ବାଧା ପ୍ରାପ୍ତ…
ମାଲକାନଗିରି : ମାଲକାନଗିରି ରୁ ଛତିଶଗଡର ସୁକୁମା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି ଯାତାୟତ ବାଧାପ୍ରାପ୍ତ । ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ଛତିଶଗଡର ସୁକୁମା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଟିଟିବେରୀ!-->!-->!-->…
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ମାରାଥନ ଦୌଡ଼ କାର୍ଯ୍ୟକ୍ରମ…
ସୁନ୍ଦରଗଡ଼ : ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଅଗଷ୍ଟ ୨୯ ତାରିଖ ଦିନ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଏକ ମାରାଥନ ଦୌଡ଼ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୌଡ଼ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଆୟୋଜିତ ହେବାର ସ୍ଥିରୀକୃତ ହୋଇଛି। ଜିଲ୍ଲା!-->…
ଏମ୍ସ ପାଇଁ ଆମରଣ ଅନଶନ ତୃତୀୟ ଦିନରେ…
ଆସନ୍ତା କାଲି ସୁନ୍ଦରଗଡ଼ ବନ୍ଦ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଠାରେ ରାଜ୍ଯର ଦ୍ବିତୀୟ 'ଏମ୍ସ' ପ୍ରତିଷ୍ଠା ଦାବିରେ ସ୍ଥାନୀୟ ଡିଆରଡିଏ ଛକରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ସଭାପତି ଦିନେଶ ପଟେଲଙ୍କ ସମେତ ୪ ସଦସ୍ଯ ରଞ୍ଜନ ମହାନନ୍ଦିଆ, ଶୁଭମ ମହାପାତ୍ର, ସୁମିତ ଦାସ ଚଲାଇଥିବା ଆମରଣ ଅନଶନକୁ ୩!-->!-->!-->…
ବଡନଦୀ ପାଣି ସୁଅରେ ଭାସି ବୁଦ୍ଧଙ୍କ ମୃତ୍ୟୁ …
ଭଞ୍ଜନଗର :ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ପେଟାକିଆରୀ ଗ୍ରାମର ଦାମ ସେଠୀ( ୭୦)ବର୍ଷିଆ ବୁଦ୍ଧ ବଡନଦୀ ପାଣି ସୁଅରେ ଭାସିଯାଇ ମୁତ୍ୟ ଘଟିଛ ।ଖବର ନେବାରେ ଗୁରୁବାର ସକାଳୁ ପେଟାକିଆରୀ ଗ୍ରାମ ନିକଟରେ ବେହିଯାଇଥିବା ବଡନଦୀକୁ ଶୌଚ ହେବା ପାଇଁ ଯାଇଥିବାବେଳେ ଦାମର ଅସାବଧାନତା ଯୋଗୁଁ!-->…