ବାଦଲଫଟା ବର୍ଷାରେ ବେହାଲ ଉତ୍ତରାଖଣ୍ଡ, ୫ ମୃତ

ଡେରାଡୁନ: ଅକାତ ଅକାତ ପାଣିରେ ପେଟ ଫୁଲାଇ କୂଳ ଲଂଘୁଛି ନଦୀ। ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ଚାରଆଡ଼େ ଖାଲି ପାଣି ହିଁ ପାଣି। ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ଭୀଷଣ ମାତ୍ରାରେ ଜଳପ୍ରବାହ ଯୋଗୁ ରାୟପୁର-କୁମଲଦା ଏରିଆ

ଆରଜେଡି ମନ୍ତ୍ରୀଙ୍କୁ ତେଜସ୍ୱୀ ଯାଦବ ପରାମର୍ଶ: ନୂଆ ଗାଡ଼ି କିଣନି, ପାଦ ଛୁଅଁନି

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ଟିଭ ଅଛନ୍ତି ତେଜସ୍ୱୀ ଯାଦବ। ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଅଭିନବ ରଣନୀତି ଆପଣେଇଛନ୍ତି ସେ। ରାଜୀତିରେ ଏକ ଭିନ୍ନ ଭାବମୂର୍ତ୍ତି ତିଆରି ପାଇଁ ପ୍ରୟାସ କରିଛନ୍ତି ତେଜସ୍ୱୀ। ଏହିପ୍ରରିପ୍ରେକ୍ଷୀରେ ଆରଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ

ପୁଲିସ୍‌କୁ ‘ମୁମ୍ବାଇ ୨୬/୧୧’ ପରି ହମଲାର ଧମକ, ଜାରି ହେଲା ହାଇଆଲର୍ଟ

ମୁମ୍ବାଇ: ୨୬/୧୧ ଭଳି ହମଲା କରିବାକୁ ଏକାଧିକ ଧମକପୂର୍ଣ୍ଣ ମେସେଜ ଦେଇଛନ୍ତି କିଛି ଅଜଣା ଦୁର୍ବୃତ୍ତ। ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଥିବା ହ୍ୱାଟସଆପ୍‌ ନମ୍ବରକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ଯେଉଁଭଳି ଭାବେ

ପାଣ୍ଡିପାଣି ଆଶ୍ରମ ବିଦ୍ୟାଳୟରେ ଛାତ୍ରର ମୃତ୍ୟୁକୁ ନେଇ ଉତେଜନା…

ମାଲକାନଗିରି : ମାଲକାଗିରି ଜିଲ୍ଲା ସଦର ବ୍ଲକ ପାଣ୍ଡିପାଣି ଆଶ୍ରମ ବିଦ୍ୟାଳୟ ରେ ଗତ କାଲି ଜଣେ ନବମ ଶ୍ରେଣୀର ଛାତ୍ର ପେଟ ଵ୍ୟଥା ଯୋଗୁଁ ଅସୁସ୍ଥ ହୋଇପଡିଥିଲା । ତେବେ ଏହି ଘଟଣା ହଷ୍ଟେଲ ବା ସ୍କୁଲରେ ଥିବା କର୍ତୁପକ୍ଷଙ୍କୁ ଅଵଗତ କରାଯାଇଥିଲା କିନ୍ତୁ ଛାତ୍ରଙ୍କ ଅସୁସ୍ଥ ହେବା ଘଟଣାକୁ

କୁତ୍ରା ବ୍ଲକ୍ ଗସ୍ତ କରି ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଶୁକ୍ରବାର ଦିନ କୁତ୍ରା ବ୍ଲକ ଗସ୍ତ କରି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ସେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଜୀବିକା, କୃଷି ଓ କ୍ରୀଡ଼ା ଆଦି କ୍ଷେତ୍ରରେ

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍ ଲାଗି ଅନୁମୋଦନ : ଚଳିତ ଶିକ୍ଷାବର୍ଷରୁ ପାଠପଢ଼ା…

ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ

ବିଦ୍ୟୁତ ବିଭାଗର ସମୀକ୍ଷା କଲେ ମନ୍ତ୍ରୀ ଉଷା ଦେବୀ

ଚିକିଟି : ଚିକିଟି ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ବିଦ୍ୟୁତ୍ ବିଭାଗର ସୁଦୃଢ଼ୀକରଣ ଓ ରହିଥିବା ବିଭିନ୍ନ ସମସ୍ୟା ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଚିକିଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଚିକିଟି ବିଦ୍ୟୁତ ସବ୍-

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା : ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର୍ସ ଓ ଭିଡିଓଗ୍ରାଫର୍ସ ଆସୋସିଏସନ୍ ପକ୍ଷରୁ ସେକ୍ଟର ୩ ରଥଖଳାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସକାଳ୧୦ ଘଟିକା ରୁ ଏହି ଶିବିର ରାଉରକେଲା ସରକାରୀ ଡାକ୍ତରଖାନାର ଭ୍ରାମ୍ୟମାଣ ଗାଡ଼ିରେ ଆରମ୍ଭ

ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା : ଅଗଷ୍ଟ ୧୯ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୋଇଛି ବିଶ୍ୱ ଫୋଟୋଗ୍ରାଫର ଦିବସ। ଏହି ଅବସରରେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌-ଆର୍‌ପିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଥମେ ଭଞ୍ଜଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫୋଟୋଗ୍ରାଫି ଦିବସ ଉପଲକ୍ଷେ

ମାନବିକତା ଦେଖାଇଲେ ଜିଲ୍ଲା ଗୃହରକ୍ଷୀ ସଂଘ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ ଲଳିତ କୁମାର ବଗର୍ତି ବୟସ ୪୮ ବର୍ଷ କିଛିଦିନ ହେବ ସେ ଅସୁସ୍ଥ ହୋଇ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ।