ଗାଡିରୁ ଡିଜେଲ ଏବଂ ବେଟାରୀ ଚୋରି ଅଭିଯୋଗରେ ତିନି ଜଣକୁ କାବୁକଲା ପୁଲିସ୍

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ହାଟ ନିକଟରୁ ଗୋଟିଏ ଗାଡିରୁ ଡିଜେଲ ଏବଂ ବେଟାରୀ ଚୋରି ଅଭିଯୋଗରେ ତିନି ଜଣକୁ କାବୁ କରିବାରେ ସଫଳ ହେଇଛ ପୁଲିସ୍ l ସେମାନେ ହେଲେ ଗଳନ୍ଥରା ଗ୍ରାମ ର ହରିପୁର ଅଞ୍ଚଳ ର ଡି ଶ୍ୟାମ ସୁନ୍ଦର , ଡି ଗୋପି ଏବଂ ଆର ବାସୁ l ସୂଚନା ପ୍ରକାରେ ,

ଚଳିତ ବର୍ଷ ଜମିବ କଟକ ବାଲିଯାତ୍ରା: ଚିହ୍ନଟ କରାଯିବ ୧୦୦ ଏକର ଜାଗା

କଟକ: ଏଥର ଜମିବ କଟକ ବାଲିଯାତ୍ରା । ଚଳିତ ବର୍ଷ କଟକ ବାଲିଯାତ୍ରାକୁ ବୃଦ୍ଧି କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଶହେ ଏକର ଜାଗା ଚିହ୍ନଟ କରାଯିବ । ୧୬ ଶହ ଷ୍ଟଲ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୨ ବର୍ଷ ବ୍ୟବଧାନରେ ବାଲିଯାତ୍ରା ହେବାକୁ ଥିବାରୁ ଭିଡ

ବ୍ୟାଡମିଣ୍ଟନରେ ଚମ୍ପିଆନ ହେଲେ ଅବିନାଶ

ହିଞ୍ଜିଳିକାଟୁ (୨୦/୮) : ତିନିଦିନ ଧରି ବ୍ରହ୍ମପୁର ରେ ଚାଲିଥିବା ବେଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୨ ରେ ହିଞ୍ଜିଳିକାଟୁ ଇନଡ଼ୋର ଷ୍ଟାଡିୟମର ଖେଳାଳୀ ଗୌରବ ଆଣିଛନ୍ତି ଅବିନାଶ ମୁନୀ । ଅବିନାଶ ହିଞ୍ଜିଳିକାଟୁ ଇନଡ଼ୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ କୋଚିଙ୍ଗ ନେଉଥିଲେ। ବାଳକ ଦଳରେ ୧୭ ବର୍ଷ

ନିୟମ ଭାଙ୍ଗି ବାରିମୂଳ ଆଶ୍ରମରେ ପୂଜା କଲେ ସାରଥୀ ଭକ୍ତ

କେନ୍ଦ୍ରାପଡା: ଆତ୍ମଘୋଷିତ ବାବା ସାରଥୀଙ୍କୁ ଭୁଲି ପାରୁ ନାହାନ୍ତି ତାଙ୍କ ଭକ୍ତ। ଜନ୍ମାଷ୍ଟମୀ ସମୟରେ ସାରଥୀଙ୍କ ଆଣ୍ଠୁଅ ଗୋପାଳ ବେଶକୁ ଭାରି ମନେ ପକାଉଛନ୍ତି। ତେଣୁ ଅଦାଲତଙ୍କ ପକ୍ଷରୁ ସମସ୍ତ ବାରଣ ସତ୍ତ୍ଵେ କେନ୍ଦ୍ରାପଡା ସହର ଉପକଣ୍ଠ ବାରିମୂଳର ବହୁ ଚର୍ଚ୍ଚିତ ସାରଥି ଆଶ୍ରମକୁ

ସଦଭାବନା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ପୋଲିସ ହାଇସ୍କୁଲ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସଦଭାବନା ଦିବସ (ରାଜୀବ ଗାନ୍ଧୀ )ଦିବସ ପାଳିତ ହୋଇ ଯାଇଅଛି ।ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବୀ

ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବେହାଲ

ଦାରିଙ୍ଗବାଡ଼ି (୨୦/୮) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ସୁଦ୍ଧା ୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ତିଲୋରୀ ପଞ୍ଚାୟତ ସାମନବାଡ଼ି ନିକଟ

ଜିଲ୍ଲାପାଳଙ୍କ କାର୍ଯାଳୟରେ ସଦଭାବନା ଦିବସ ପାଳିତ

ନବରଙ୍ଗପୁର (୨୦/୦୮) : ନବରଙ୍ଗପୁର ଜିଳ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉଚ୍ଛବ ପାଳନ ହୋଇଯାଇଛି। ଜିଲ୍ଲାପାଳ ଡଃ ମିଶ୍ର, ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ ଅଥବା ଭାଷା ଭିତ୍ତିକ

ଲଘୁଚାପ ଜନିତ ବର୍ଷାରେ ଗଦାପୁର ଗ୍ରାମପଞ୍ଚାୟତ ଅଂଚଳର କ୍ଷୟକ୍ଷତି ବୁଲି ଦେଖିଲେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ

ଦାରିଙ୍ଗବାଡ଼ି, ୨୦/୮, (ନିପ୍ର) ଲଘୁଚାପ ଜନିତ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବେହାଲ। କେଉଁଟି ପାହାଡ ଅତଡା ଖସି ରାସ୍ତା ଅବରୋଧ ରହିଛିତ କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି, କେଉଁଠି କେଉଁଠି ଲଗାଣ ବର୍ଷାରେ ରାସ୍ତା ପାର୍ଶ୍ଵ ମାଟି ଅତଡା ଖସି ଗମନା ଗମନରେ ବିପଦ ସଂକୁଳ

ଓଡ଼ିଶା ବିଧାନସଭାରେ ସଦ୍‌ଭାବନା ଦିବସ ପାଳିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ସଦ୍‌ଭାବନା ଦିବସ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ସମସ୍ତ ଅଧିକାରୀ ଓ କର୍ମଚାରୀ ଦେଶର ଶାନ୍ତି, ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ନିମନ୍ତେ ଶପଥ

ଲଗାଣ ବର୍ଷାରେ ବେହାଲ ହେଲା ଫୁଲବାଣୀ ସହର : ୫୪ଜଣଙ୍କୁ ସ୍ଥାନାନ୍ତରିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ହେବା ଫଳରେ ମାଦିକୁନ୍ଦା ଛକ ନିକଟସ୍ଥ କୃଷି ବିଭାଗ କଲୋନୀ ଦେଇ ଆସୁଥିବା ନାଳ ପାଣି କଲୋନୀ ପାଚେରୀ ଭାଙ୍ଗିଯିବା ଫଳରେ କଲୋନୀ ପାଚେରୀକୁ ଲାଗି ଥିବା ସମସ୍ତ ଘରେ ପାଣି ପଶିବା ସହ ଅଧିକାଂଶ ଘରର କାନ୍ଥ ଭୁଶୁଡି