Sign in
Sign in
Recover your password.
A password will be e-mailed to you.
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଧମକ ଦେଇଥିବା ବ୍ୟକ୍ତି ଗିରଫ
ମୁମ୍ବାଇ: ୨୬/୧୧ (ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ) ପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ପୁଣି ଥରେ ହଲାଇବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଶନିବାର ମୁମ୍ବାଇ ପୋଲିସର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମକୁ ଏହି!-->…
ଅଭିଯୋଗ ପ୍ରମାଣିତ ହେଲେ ମୋ ସମ୍ପତ୍ତି ଲାଲୁଙ୍କୁ ଉପହାରରେ ଦେଇଦେବି: ସୁଶୀଲ ମୋଦି
ପାଟନା: ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଭାଜପା, ଆରଜେଡି ଏବଂ ଜେଡିୟୁ ନେତାଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ଏହି କାଦୁଅ ଫିଙ୍ଗା ରାଜନୀତିରେ ସବୁଠାରୁ ସକ୍ରିୟ ନେତା ହେଉଛନ୍ତି ଭାଜପାର ରାଜ୍ୟ!-->…
ବାଦଲଫଟା ବର୍ଷା ପରେ ଭୂସ୍ଖଳନ ଓ ବନ୍ୟା ବିତ୍ପାତ : ୨୨ ଜଣଙ୍କ ମୃତ୍ୟୁ, ୭ ନିଖୋଜ
ସିମଳା : ବିଗତ ଦୁଇ ଦିନ ଧରି ହିମାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବାଦଲ ଫଟା ବର୍ଷାକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସହିତ ଭୂ ସ୍ଖଳନ ଘଟିବାରୁ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହେବା ସହିତ ୭ ଜଣ ନିଖୋଜ ରହିଥିବା!-->…
ମା’ ହେଲେ ଅଭିନେତ୍ରୀ ସୋନମ କପୁର
ମୁମ୍ବାଇ : ମା' ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର । ନିଜ ଇନ୍ଷ୍ଟାଗ୍ରାମ୍ରେ ସେ ଏହି ସୂଚନା ଦେଇଛନ୍ତି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ସୋନମ ଗର୍ଭବତୀ ଥିବା ଘୋଷଣା କରିଥିଲେ । ୨୦୧୮ ମସିହା, ମେ ୮!-->…
ବନ୍ୟା ବିପନ୍ନଙ୍କୁ ମିଳିଲାନି ପଲିଥିନ, ତହସିଲଦାରଙ୍କ ପାଦତଳେ ପଡ଼ିଲେ ଜିଲ୍ଲା ପରିଷଦ ସଭ୍ୟ
ବନ୍ୟା ପ୍ରଭାବିତ ଲୋକଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ତହସିଲଦାରଙ୍କ ଗୋଡ ତଳେ ପଡିଲେ ଜିଲ୍ଲା ପରିଷଦ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ । ଲଗାଣ ବର୍ଷା ଯୋଗୁ ସ୍ଥାନୀୟ ଉଫୁଲା ପଂଚାୟତ ଖମ୍ବେଶ୍ୱରୀପାଲି ଗ୍ରାମର ଅନେକ ଲୋକଙ୍କ ଘର!-->…
ନେତାଜୀ ବସ୍ ଟର୍ମିନାଲ୍ ନିର୍ମାଣ: ରିଂରୋଡ୍ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କଲେ ମେୟର୍ ଓ କମିସନର୍
କଟକ: କଟକ ମହାନଗର ନିଗମ (ସିଏମସି) ମେୟର୍ ସୁବାସ ସିଂହ ଓ କମିସନର ନିଖଳ ପବନ କଲ୍ୟାଣ ଶନିବାର ଅପରାହ୍ନରେ ଖାନନଗର ଠାରେ ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏ ନେଇ କାମ କରୁଥିବା ଏଜେନ୍ସି ଓ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।!-->…
ବୈତରଣୀରେ କୁମ୍ଭୀର, ଲୋକେ ଭୟଭୀତ
ଧାମନଗର: ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଆନନ୍ଦପୁର ପଞ୍ଚାୟତର ନିର୍ମାଣାଧୀନ ବୈତରଣୀ ସେତୁ ନିକଟରେ ଶନିବାର ଅପରାହ୍ନରେ ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ନଦୀରେ କୁମ୍ଭୀର ଭାସୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ!-->…
ଢୋଲ ଭିତରେ ମୂଷା.. ! ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ହୋଇଛି ଜାଲ ବିପିଏଲ କାର୍ଡ..!
ମାଲକାନଗିରି,: ଧନ୍ୟ ତୁମେ ସରକାର ଧନ୍ୟ ତୁମ ପ୍ରଶାସକ ଗରିବଙ୍କ ପାଇଁ ହେଉଥିବା ଯୋଜନା କିଭଳି ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ହଡ଼ପ ହୁଏ ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଚଞ୍ଚକତା କରି ସରକାରୀ ସୁବିଧା ପାଉଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ଏକ!-->!-->!-->…
ନଦୀ ସ୍ରୋତ ରେ ଭାସି ଯୁବତୀ ମୃତ୍ୟୁ…
ଝରୀଗାଁ : ବନ୍ୟା ସ୍ରୋତ ରେ ଭାସିଗଲା ଯୁବତୀ ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ଝରୀଗାଁ ବ୍ଲକ ଅନ୍ତରଗତ ଚଚା ଗ୍ରାମ ପଞ୍ଚାୟତ ର ଗୋବାଗୁଡା ଗ୍ରାମ ର ଝିଅ ତୁଲାବତୀ ଜାନୀ, ସେ ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ନିକଟସ୍ଥ ନଦୀ ପାର ହେବା ସମୟରେ ପାଣି!-->…
ଦର୍ଶକଙ୍କ ମନମୋହିଲା ନାଟକ “ଅଭିନେତ୍ରୀ”
ବ୍ରହ୍ମପୁର : ବଞ୍ଚିବା ପାଇଁ ଆମେ ସଂଘର୍ଷ କରି ଚାଲିଛେ । ସେଇଥି ପାଇଁ ତ କୁହାଯାଏ ଜୀବନର ଅନ୍ୟ ନାମ ସଂଘର୍ଷ। କିନ୍ତୁ ସେଇ ସଂଘର୍ଷର ଯାତ୍ରା ଭିତରେ ମଣିଷଟି କେତେ ଦୂର ନିଷ୍ଠା ରଖିପାରୁଛି ତାହା ଦେଖିବାର ଅଛି। ମଣିଷଟି ପାଖରେ ଅର୍ଥ, ପାଚୁର୍ଯ୍ୟ, କ୍ଷମତା ଥିବ ସେ ସବୁ କିଛି ଅନାୟସରେ!-->…