ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା…?

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଡେ଼ରାକୁମ୍ପା ନିକଟ ନାଳର କଲଭର୍ଟ ତଳୁ ଆଜି ଜଣେ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଗଳିତ ଶବ ଉଦ୍ଧାର କରିଛି ପୋଲିସ lଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି lଖବରପାଇ ଗୋଛା ପଡା ଥାନା ଅଧିକାରୀ ରଣଜିତ କୁମାର

ଚିତ୍ରକୋଣ୍ଡା ଥାନା ଦ୍ଵାରା ଗଞ୍ଜେଇ ସହ କାର ଏବଂ ବାଇକ ଜବତ, ତିନି ଗିରଫ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସ କୁ ମିଳିଛି ଆଉ ଏକ ସଫଳତା, ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଠାରୁ ଟନେଲକ୍ୟାମ୍ପ ମଧ୍ୟରେ ଏକ କାର ଗାଡ଼ି, ବାଇକ ସହ ଏକ କୁଇଣ୍ଟାଲ 33କେଜି 500 ଗ୍ରାମ ଗଂଜେଇ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତ କୁ ଗିରଫ କରିଛି

ନବରଙ୍ଗପୁର ସାଂସଦଙ୍କ ସତୀଗୁଡା 5ଟି କନ୍ୟାଶ୍ରମ ଗ୍ରସ୍ତ ସହ ବହୁ ସାଧାରଣ ସଭାରେ ଯୋଗଦାନ…

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ସତୀଗୁଡା କନ୍ୟାଶ୍ରମ ବିଦ୍ୟାଳୟ ଗ୍ରସ୍ତ କରି ମାନ୍ୟବର ପୂର୍ବତ୍ତନ କେବିନେଟ୍ ମନ୍ତ୍ରୀ ତଥା ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ମାଲକାନଗିରି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ

ବିଦ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ

ବ୍ରହ୍ମପୁର : ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିନାୟକ ଆଚାର୍ଯ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସ୍ଥାନାନ୍ତରଣ ପ୍ରତିବାଦରେ ଏଆଇଡିଏସ୍ଓ ପକ୍ଷରୁ ଖଲ୍ଲିକୋଟ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି ଅଲ ଇଣ୍ଡିଆ ଡିଏସଓ, ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଐତିହ୍ୟ

ପଦ୍ମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବରୁ ରୋଗୀସେବା ବାଧାପ୍ରାପ୍ତ

ମାଲକାନଗିରି, ୨୦।୮ : ମାଲକାନଗିରି ଜିଲ୍ଲା ଦିନକୁ ଦିନ ବିକାଶ ଆଡକୁ ଅଗ୍ରସର ହେଉଥିବା ବେଳେ ଜିଲ୍ଲାରେ ଚିକିତ୍ସା ବ୍ୟାବସ୍ଥାରେ ମଧ୍ୟ ପୂର୍ବ ଅପେକ୍ଷା ଅନେକ ସୁଧାର ଓ ବିକାଶ ଆସିଛି । ଜିଲ୍ଲାର ଅନେକ ନିଷ୍ଠାବାନ ଡାକ୍ତରଙ୍କ ଉତ୍ତମ ସେବା ଏବଂ ପ୍ରଶାସନର ଚେଷ୍ଠା ଫଳରେ ଜିଲ୍ଲାର

ଶ୍ରାବଣୀ ଉପାକର୍ମ ଉପଲକ୍ଷେ ବୈଦିକ ପ୍ରବଚନ

ଚିକିଟି : ଚିକିଟି ଆର୍ଯ୍ୟ ସମାଜ ପରିବାର ତରଫରୁ ବକ୍ସି ବଜାର ସ୍ଥିତ ମୁକ୍ତେଶ୍ଵର କଲ୍ୟାଣ ମଣ୍ଡପ ପରିସରରେ ଶ୍ରାବଣୀ ଉପାକର୍ମ ଉପଲକ୍ଷେ ବୈଦିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଦ ସମ୍ମତ କାର୍ଯ୍ୟ କଲେ ମନୁଷ୍ୟ ସକଳ ଐଶ୍ୱର୍ଯ୍ୟ ର ଅଧିକାରୀ ହେବା ସହିତ ଇଶ୍ୱରଙ୍କ ସାନିଧ୍ୟ

ମହାନଦୀ ସ୍ରୋତରେ ଭାସିଯାଇଥିବା ୫୦ ଯାତ୍ରୀ ସୁରକ୍ଷିତ ଉଦ୍ଧାର

କେନ୍ଦ୍ରାପଡ଼ା: ମହାନଦୀ ସ୍ରୋତରେ ଭାସିଯାଇଥିବା ଡଙ୍ଗାରେ ସମସ୍ତେ ସୁରକ୍ଷିତ ଉଦ୍ଧାର ହାଇଛନ୍ତି। ସମସ୍ତ ୫୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ମେରାଇନ୍‌ ପୋଲିସ ଉଦ୍ଧାର କରିଛନ୍ତି। ଏହି ଡଙ୍ଗାଟି ପାରାଦୀପ ପଟୁ ବାହାକୁଦ ଆଡ଼କୁ ଆସୁଥିଲା। ପ୍ରଖର ସ୍ରୋତରେ ୪ କିମି ପର୍ଯ୍ୟନ୍ତ

କାର୍ଯ୍ୟରତ ଦୁଇ କର୍ମଚାରୀ ଚୋରି କରି ହଟହଟା, ବହୁ ସାମାନ ଜବତ

ବ୍ରହ୍ମପୁର : ଆଇଆଇଏସଇଆର କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରିକୁ ଗୋଳନ୍ଥରା ଥାନା ପୋଲିସ ଚୋରି ଅଭିଯୋଗ ରେ ଗିରଫ କରିଥିଲା l ସେମାନେ ହେଲେ ଗଳନ୍ଥରା ଥାନା ଅନ୍ତର୍ଗତ ହୁନ୍ତୁଲୁ ଗ୍ରାମ ର ଆର ଦୁର୍ୟୋଧନ ରେଡି ଏବଂ ପ୍ରମୋଦ ବେହେରା l ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ନିକଟରେ ଲୌଡ଼ି

ହୀରାକୁଦରୁ ୪ ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସନ ଜାରି

ସମ୍ବଲପୁର: ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ମାତ୍ର ୪ ଟି ଗେଟ୍ ଖୋଲା ରହିଛି । ଆଜି ସକାଳେ ୨୦ ଟି ଗେଟ ଖୋଲାଥିଲା । ପର୍ଯ୍ୟାୟ କ୍ରମେ ଆଜି ୧୬ ଟି ଗେଟ ବନ୍ଦ କରାଯାଇ ଆଉ ମାତ୍ର ୪ ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସନ କରାଯାଉଛି । ବର୍ତମାନ ହିରାକୁଦ ଜଳ ଭଣ୍ଡାରର ଜଳ ସ୍ତର ୬୨୦.୫୦ ଫୁଟ

ସ୍ବାମୀ ସାଜିଲା ସଇତାନ, ସ୍ତ୍ରୀଙ୍କୁ ଗାଁ ଦାଣ୍ଡରେ ପିଟି ହତ୍ୟା

ହିଂଜିଳିକାଟୁ(୨୦ା୮) : ଗଂଜାମ ଜିଲା ହିଂଜିଳି ଥାନା ନନ୍ଦିନୀ ସେତୂ ନିକଟ ପର୍ବତ ପାଦଦେଶସ୍ଥିତ ମହିରକଣା ଗାଁରେ ଶୁକ୍ରବାର ରାତିରେ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟି ସ୍ୱାମୀ ହତ୍ୟା କରିଛି । ମୃତା ମହିଳା ଜଣକ ହେଲେ ଅନୀତା ନାଇକ (୨୬) । ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ