Sign in
Sign in
Recover your password.
A password will be e-mailed to you.
୩୧ରେ ବିଏମ୍ସିର ନୂଆ ବିଲ୍ଡିଂ ସହ ଲୋକାର୍ପଣ ହେବ ୨ ବହୁତଳ କାର ପାର୍କିଂ
ଭୁବନେଶ୍ୱର: ରାଜମହଲ ଏବଂ ସହିଦନଗର ଠାରେ ଥିବା ଦୁଇ ବହୁତଳ କାର ପାର୍କିଂ ଖୁବ୍ଶୀଘ୍ର ଲୋକାର୍ପଣ ହେବ । ଶନିବାର ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ଏମ୍ଡି ସଂଜୟ କୁମାର ସିଂ ଏହି କାର ପାର୍କିଂର ସମୀକ୍ଷା କରିଛନ୍ତି ।
ସେହିପରି ବିଏମ୍ସିର ନୂଆ ବିଲ୍ଡିଂ ଅଗଷ୍ଟ!-->!-->!-->…
ଏଣିକି ଅଳିଆ ଗଦା ହେଲେ ଦେବେ ଜରିମାନା
ଏଣିକି ଅଳିଆ ଏଣେତେଣେ ପକାଇଲେ ରାଜଧାନୀବାସୀଙ୍କୁ ଦେବାକୁ ପଡିବ ଫାଇନ। ଯେଭଳି ନିଜ ଘର ବା ଦୋକାନ ଆଖପାଖ ୫ମିଟର ପରିମିତ ଅଞ୍ଚଳରେ ଅଳିଆ ଗଦା ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇ ନିଜେ ସଫା ରଖିବାକୁ ପଡିବ। ନଚେତ୍ ସେମାନଙ୍କୁ ଜରିମାନା ଗଣିବାକୁ ପଡିବ ବୋଲି ବିଏମ୍ସି ପକ୍ଷରୁ ସୂଚନା!-->…
ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ
ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଂକେତ ୫.୫୦ ମି. ଥିବା ବେଳେ ଜଳସ୍ତର ୬.୯୦ ମି. ରହିଛି । ବୁଢ଼ାବଳଙ୍ଗର ବିପଦ ସଂକେତ ୮.୧୩ ମି ଥିବା ବେଳେ ଜଳସ୍ତର ଏବେ ୭.୪୨!-->…
ବନ୍ୟା ସମୟରେ ବାହାଦୁରୀ ନଦେଖାଇବାକୁ SRCଙ୍କ ପରାମର୍ଶ
ଜଳସ୍ରୋତରେ ସାହସ ଦେଖାଇବା ଜାଣିଶୁଣି ମୃତ୍ୟୁକୁ ଡାକି ଆଣିବା ସହିତ ସମାନ । ବନ୍ୟା ସମୟରେ ଯେଉଁ ଠାରେ ବ୍ରିଜ୍/କଲଭର୍ଟ ବୁଡ଼ିରହିଛି, ତାହା ଉପରେ ଡ୍ରାଇଭ୍ ନକରିବାକୁ ପରାମର୍ଶ ଦେଇଛନ୍ତି SRC ପ୍ରଦୀପ ଜେନା । ସାମାନ୍ୟ ଅସାବଧାନତା ପାଇଁ ଅମୂଲ୍ୟ ଜୀବନ ଚାଲିଯାଉଛି । ବିଶେଷକରି ଯୁବପିଢ଼ି!-->…
ରାଜ୍ୟରେ ଆଉ ୨୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୮ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି୧୮ ବର୍ଷ ବୟସ ମଧ୍ୟରେ ୬୨ ଜଣ ଶିଶୁ ସଂକ୍ରମିତ ଚିହ୍ନଟ!-->…
ପୁଣିଥରେ କର୍ଣ୍ଣାଟକରେ ଏକାଠି ହେବେ ଜେଡିଏସ୍ ଓ କଂଗ୍ରେସ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର ସମ୍ପର୍କର ଘନୀଷ୍ଟ ହୋଇଛି। ୨୦୨୩ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଜେଡିଏସ୍ ନେତା ଏଚ୍ଡି କୁମାରଶ୍ୱାମୀ। ଏନେଇ କୁମାର ଶ୍ୱାମୀ!-->…
ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରୁଛନ୍ତି ।!-->…
ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ : SRC
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ ଏସଆରସି ପ୍ରଦୀପ ଜେନା ବର୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ନିଶ୍ଚିତ ବନ୍ୟା ହେବ ବୋଲି ଏସଆରସି କହିଛନ୍ତି । ଏହି ୨ଟି ଜିଲ୍ଲାରେ ବନ୍ୟାର ପ୍ରକୋପ!-->…
ଇମ୍ରାନ ଖାନଙ୍କ ଖବର ପ୍ରସାରଣରେ ରୋକ୍ ଲଗାଇଲେ ପାକିସ୍ତାନ ସରକାର
ପାକିସ୍ତାନରେ କ୍ରମାଗତ ଭାବେ ଦିନକୁ ଦିନ ବୃଦ୍ଧି ପାଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା । ଶାହାବାଜ ସରକାରଙ୍କ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ସୂଚନାମିଳିଛି ଯେ ପାକିସ୍ତାନ ସରକାର ଇମ୍ରାନଙ୍କ ଖବରକୁ!-->…
ଚାକିରି ନାଁରେ ସାଢେ ୪ ଲକ୍ଷ ଠକେଇ
ବ୍ରହ୍ମପୁର: ଜଣେ ବ୍ୟକ୍ତିଙ୍କ ଦୁଇ ପୁଅଙ୍କୁ ଜାତୀୟସ୍ତରର କମ୍ପାନୀରେ ଚାକିରି ଦେବା ନାଁରେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ନେଇଥିବା ଉଦୟନାଥ ସାହୁ ନାମଙ୍କ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ବଡ଼ ବଜାର ଥାନାରେ ଏକ ମାମଲା ରୁଜୁ କରି ଘଟଣାର!-->…