Sign in
Sign in
Recover your password.
A password will be e-mailed to you.
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍ ବିତାଇବା ସହ କଲେ ପୂଜାର୍ଚ୍ଚନା
ପୁରୀ:ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି। ସିଂହଦ୍ୱାର ସାମ୍ନାରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା। ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜ। ସିଂହଦ୍ୱାର ସାମ୍ନାରେ ତଳେ ମୁଣ୍ଡ ଲଗାଇ ମୁଣ୍ଡିଆ ମାରିଥିଲେ। ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ!-->…
ମୈନପୁରୀ ସଂସଦୀୟ ଆସନରୁ ଲଢିବେ ମୁଲାୟମଙ୍କ ବୋହୁ ଡିମ୍ପଲ ଯାଦବ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଗୁରୁବାର ମୈନପୁରୀ ସଂସଦୀୟ ଆସନ ପାଇଁ ଡିମ୍ପଲ ଯାଦବଙ୍କ ନାମ ଘୋଷଣା କରିଛି। ଦଳର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଛି। ଡିସେମ୍ବର ୫ରେ ଏଠାରେ ଉପନିର୍ବାଚନ ହେବ। ଡିମ୍ପଲ ଯାଦବ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ!-->…
ଗୌତମ ନବଲଖାଙ୍କୁ ଗୃହବନ୍ଦୀ ପାଇଁ ସୁପ୍ରିମକୋର୍ଟ ରାଜି
ନୂଆଦିଲ୍ଲୀ: ଏଲଗାର ପରିଷଦ ମାଓବାଦୀ ଲିଙ୍କ ନେଇ ସାମାଜିକ କର୍ମୀ ଗୌତମ ନବଲଖାଙ୍କୁ ଗୃହବନ୍ଦୀ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ ସୁପ୍ରିମକୋର୍ଟ ଗୌତମଙ୍କୁ ଗୃହବନ୍ଦୀ ପାଇଁ ରାଜି ହୋଇଛନ୍ତି। ଅନ୍ୟପଟେ ପ୍ରାଥମିକ ପ୍ରମାଣରୁ ଗୌତମଙ୍କ!-->…
ଲୋକସେବା ଭବନରେ ମାଣ୍ଡିଆ ଦିବସ ପାଳିତ, ଭର୍ଚୁଆଲରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୦/୧୧: ଆଜି ଲୋକସେବା ଭବନରେ ପାଳିତ ହୋଇଯାଇଛି ମାଣ୍ଡିଆ ଦିବସ । ସାରା ରାଜ୍ୟରେ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୪ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ!-->…
ଚୀନ ପାକିସ୍ତାନ ସୀମା ଉତ୍ତେଜନାକୁ ନେଇ ତିନି ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜନାଥ
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ତିନି ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଚୀନକୁ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିବାକୁ ସେ ମିଲିଟାରି କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।!-->…
ଟାଙ୍ଗୀ ରେଞ୍ଜରେ ମାତିଛନ୍ତି ୩୦ ଟିକିଆ ହାତୀପଲ
ଟାଙ୍ଗୀ ୧୦/୧୧: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧୀନରେ ଏବେ ଅଛନ୍ତି ୩୦ ଟି ଜଙ୍ଗଲି ହାତୀ । ଏହି ଜଙ୍ଗଲି ହାତୀ ମାନେ ବନ ବିଭାଗର ନିଦ ହଜାଇ ସାରିଲାଣି । କେତେବେଳେ ଏହି ହାତୀପଲ୍ଲ ଜନବସତି ମୁହାଁ ହେଉଛନ୍ତି ତ’ ପୁଣି କେତେବେଳେ ଏମାନେ ଧାନଚାଷ ଓ ଫଳ ବଗିଚାରେ ଆତଙ୍କ!-->…
ଏନଆଇଏ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି : ମମତା
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏନଆଇଏ ହିଁ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।ମୋମିନପୁର ସାମ୍ପ୍ରଦାୟିକ ହିଂସା ଘଟଣାର ଏନଆଇଏ ତଦନ୍ତ ନିର୍ଦ୍ଦେଶ!-->…
କଶ୍ମୀର : ଜାଲ୍ ଏନଜିଓ ନାଁରେ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଉଥିଲେ
ଶ୍ରୀନଗର : ସେନା ଓ ପୁଲିସର ମିଳିତ ଅପରେସନ ଫଳରେ ଜମ୍ମୁ ଓ କଶ୍ମୀରର କୁପଓ୍ବାଡ଼ାରୁ ଏକ ଆତଙ୍କବାଦୀ ନିଯୁକ୍ତି ସଂସ୍ଥାକୁ ଠାବ କରାଯାଇଛି । ସେମାନେ ଏକ ଏନଜିଓ ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଉଥିଲେ ଓ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନ ପାଇଁ ଚୟନ କରୁଥିଲେ!-->…
ଆଜମ ଖାନଙ୍କୁ ଉତ୍ତରପ୍ରଦେଶ ବିଧାନସଭାରୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ଅଦାଲତରେ କାଏମ
ଲକ୍ଷ୍ନୌ: ଏକ ‘ଘୃଣ୍ୟ ଭାଷଣ’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମାଜବାଦୀ ପାର୍ଟି (ସପା)ର ବରିଷ୍ଠ ନେତା ଆଜମ ଖାନଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ଗୁରୁବାର ଦିନ ରାମପୁର ସେସନ୍ସ ଅଦାଲତ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଘୃଣ୍ୟ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ!-->…
ଦିଲ୍ଲୀ ପ୍ରଦୂଷଣ: ପ୍ରଧାନ ବିଚାରପତି କହିଲେ ସବୁ କଥାରେ କୋର୍ଟ ମୁଣ୍ଡ ଖେଳାଇ ପାରିବନି
ନୂଆଦିଲ୍ଲୀ: ପଡ଼ୋଶୀ ରାଜ୍ୟରେ କ୍ଷେତରେ ନଡ଼ା ପୋଡ଼ି କାରଣରୁ ଦିଲ୍ଲୀରେ ସୃଷ୍ଟି ହେଉଥିବା ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରୁଚୂଡ଼ କହିଛନ୍ତି ଯେ, ଆମେ କଣ ସବୁ କିଛି ବ୍ୟାନ କରିବାକୁ କହିପାରିବୁ। ଆପଣ!-->…