ଶରଦ ଓ ମମତାଙ୍କୁ ସିଧାସଳଖ ସମାଲୋଚନା କଲେ ଉଦ୍ଧବ

ମୁମ୍ବାଇ: ସିଧାସଳଖ ନ ହେଲେ ମଧ୍ୟ ଏନସିପି ସୁପ୍ରିମୋ ଶରତ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ସେ ଦଳର ମୁଖପତ୍ର ‘ସାମନା’ ଜରିଆରେ ତାଙ୍କ ସହଯୋଗୀ ଏନସିପିଙ୍କୁ ବାଣ ମାରିଛନ୍ତି। ଗତ ସପ୍ତାହରେ

ରାଜନୀତିକୁ ଦୂରୁ ଜୁହାର: ଏଣ୍ଟ୍ରିମାରିବେନି ରଜନୀକାନ୍ତ  

ଚେନ୍ନାଇ: ପ୍ରଥମେ ହଁ ପରେ ନାଁ। ରାଜନୀତିକୁ ଦୂରୁ ଜୁହାର। ସକ୍ରିୟ ରାଜନୀତିକୁ ଓହ୍ଲାଇବେନି ସାଉଥ୍‌ ସୁପର ଷ୍ଟାର ରଜନୀକାନ୍ତ। ତାଙ୍କର ରାଜନୀତିରେ ରୁଚିନଥିବା ସେ ଆଜି ସ୍ପଷ୍ଟ କରିଛନ୍ତି। ଏଥିସହ ରାଜନୀତିରେ ରଜନୀକାନ୍ତ ଏଣ୍ଟ୍ରିମାରିବା ନେଇ ଦୀର୍ଘ ଦିନ ଧରି ଯେଉଁ ଚର୍ଚ୍ଚା ଚାଳିଥିଲା

୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଏଥିପାଇଁ ଆଜି ତାଙ୍କୁ ମୁମ୍ବାଇର ଗୋଟିଏ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହି ଜମି ଦୁର୍ନୀତି ଘଟଣାରେ ଇଡି ସଞ୍ଜୟ ରାଉତଙ୍କୁ

ଝାଡା ବାନ୍ତି ରେ ଅଢେଇ ବର୍ଷର ପୁଅ ର ମୃତ୍ୟୁ…

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ହାଟଭରଣ୍ଡି ପଂଚାୟତ ର ତୋରାଇଡ଼ିହି ଗ୍ରାମରେ ଏକ ଦୁଃଖ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଲା, ସୂଚନା ଅନୁଯାୟୀ ସନ୍ତୋଷ ଗଣ୍ଡ ଙ୍କ ପୁଅ ନୀଲେଶ ଗଣ୍ଡ ଯାହାର ବୟସ ମାତ୍ର ଅଢେଇ ବର୍ଷ ହଟାତ କୌଣସି କାରଣରୁ ଗତ କାଲିଠୁ ନୀଲେଶ କୁ ଝାଡା

କ୍ୟାବିନେଟରେ ଥିଲେ ୨ ଜଣ, କାଲି ସାମିଲ ହେବେ ୧୪

ମୁମ୍ବାଇ: ଆସନ୍ତକାକାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ। ଏଥିରେ ୧୪ ଜଣମନ୍ତ୍ରୀ ଶପଥ ନେଇପାରନ୍ତି। ନୂଆମନ୍ତ୍ରୀମଣ୍ଡରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁରୁତ୍ୱ ଦିଆଯିବ। ଅର୍ଥାତ ପ୍ରତି ଅଞ୍ଚଳରୁ ଜଣକୁ ମନ୍ତ୍ରୀପଦଦ ମିଳିବ। ବରିଷ୍ଠ ବିଜେପି ନେତା ସୁଧିର ମୁଙ୍ଗାନତୱାର,

ଆଇଆଇଟି ମାଡ୍ରାସରେ ରେକର୍ଡ଼ସ୍ତରୀୟ ପ୍ଲେସମେଣ୍ଟ, ଦରମା ବାର୍ଷିକ ୧.୯୮ କୋଟି ଟଙ୍କା

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ମାଡ୍ରାସ(ଆଇଆଇଟି ମାଡ୍ରାସ)ର ବଡ଼ ଉପଲବ୍ଧି। ସବୁଠୁ ଅଧିକ ପ୍ଲେସମେଣ୍ଟ ଦେବାରେ ଏହି ସଂସ୍ଥା ବିରଳ ରେକର୍ଡ଼ ହାସଲ କରିଛି। ଚଳିତ ଏକାଡେମିକ ବର୍ଷରେ ଏହି ସଂସ୍ଥା ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛି।

ପ୍ରଶାସନର ଛତ୍ରଛାୟା ତଳେ ଢାବା,ରେଷ୍ଟୁରାଣ୍ଟରେ ମଦର ମୁକ୍ତ ବଜାର : ପ୍ରଶାସନ ନିଦା ବିଷ୍ଣୁ…

ଗୋପାଳପୁର :- ମଦ୍ୟପାନରେ ବଡ଼ ବଡ଼ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା। ଅର୍ଥାତ୍ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟର ଲୋକସଂଖ୍ୟା ତୁଳନାରେ ଅଧିକ ମଦ୍ୟପାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(NHFS)-5 ଦ୍ୱିତୀୟ ପର୍ଯ୍ୟାୟରେ ଏଭଳି ଆଶ୍ଚର୍ଯ୍ୟ କଲାଭଳି

ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ ର ମଧୁଚନ୍ଦ୍ରିକା : ଗଜପତି ଜିଲ୍ଲା ଚୋରା ମଦ ବ୍ୟବସାୟୀ ଙ୍କ ପେଣ୍ଠସ୍ଥଳୀ…!

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏବେ ପାଲଟିଛି ଚୋରା ମଦ ବେପାରୀଙ୍କ ଭୂସ୍ବର୍ଗ l ସୂଚନା ଥାଉକି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳ ରେ ଥିବା ରଙ୍ଗିପୁର ଗ୍ରାମ ର କିଛି ଚୋରା ମଦ ବେପାରୀ ଚୋରା ମଦ ରାନ୍ଧି ଦିନ ଦ୍ୱିପହଁରେ ଖୁଲମ ଖୁଲାଭାବେ ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକ ମୃତ ଜଣେ ଗୁରୁତର ଆହତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତର ଭଞ୍ଜପଦର ଠାରେ ଜାତୀୟ ରାଜପଥରେ ଆଜି ଏକ ଧଳା ରଙ୍ଗର ମାରୁତି ଅଲଟୋ ୮୦୦ କାର (OD 12 B 2903) ବିଶିଷ୍ଟ ଫୁଲବାଣୀରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିବା ବେଳେ ଏକ ଆମ୍ବ ଗଛରେ ପିଟି ହୋଇଯିବା ଫଳରେ କାରରେ

ବର୍ଷା ଯୋଗୁଁ ପାପଡାହାଣ୍ଡି ବ୍ଲକର ଜନଜୀବନ ଅସ୍ତବ୍ୟସ୍ତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସ୍ଥିତ ତୁରୀ ନଦୀ ଉପରେ ୨ ଫୁଟ ରୁ ଉର୍ଦ୍ଧ ବର୍ଷାଜଳ ପ୍ରବାହିତ । ପାପଡାହାଣ୍ଡି ର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାପଡାହାଣ୍ଡି ଉମରକୋଟ କୁ ଯାତାୟତ ବନ୍ଦ ହୋଇଯାଇଛି। ବନ୍ୟାର ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିବା