ଅଗ୍ନିଶମ ବାହିନୀ ଦ୍ୱାରା ଦୁଇଟି ବଳଦ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ଅଞ୍ଚଳରେ ବନ୍ୟା ସ୍ରୋତରେ ଦୁଇଟି ବଳଦ ଭାସିଯାଉଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନଦୀର ପ୍ରବଳ ସ୍ରୋତକୁ ଖାତିରନ କରି ଭାସିଯାଉଥିବା ଦୁଇଟି ବଳଦକୁ ଉଧାର କରିବାରେ

ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହା

ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସୋମବାର ସେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ସେ ମନ୍ଦିର ଭିତରେ ପ୍ରାୟ ୨୦ ମିନିଟ୍‌ ଧରି ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି,

ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଛତ୍ରପୁର(୦୮/୦୮) ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ କନିଷ୍ଠ ବର୍ଗ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଜିତେନ୍ଦ୍ର

ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ଲକ୍ଷ୍ୟ ଓ ସିନ୍ଧୁ

ବର୍ମିଂହାମ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନଟି ଭାରତ ପାଇଁ ସ୍ମରଣୀୟ ଦିନରେ ପରିଣତ ହେବାକୁ ଯାଉଛି । ଆଜି ବ୍ୟାଡମିଣ୍ଟନରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ପ୍ରଥମ ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିବା ପରେ ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ

ତାଇୱାନ୍‌ ଚତୁଃପାର୍ଶ୍ବରେ ସମରାଭ୍ୟାସ ଜାରି ରଖିଛି ଚୀନ୍‌

ବେଜିଙ୍ଗ୍: ଆଜି ଚୀନ୍‌ ତାଇୱାନ୍‌ ଚତୁଃପାର୍ଶ୍ବରେ ସଦ୍ୟ ସମରାଭ୍ୟାସ ଚଳାଇଥିବା କଥା ବେଜିଙ୍ଗ୍‌ କହିଛି। କିନ୍ତୁ, ରବିବାର ଦିନ ଏହି ସମରାଭ୍ୟାସ ଶେଷ ହେବ ବୋଲି ଆଗରୁ ବେଜିଙ୍ଗ୍‌ ଘୋଷଣା କରିଥିଲା।ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍‌ସି

ମହିଳାଙ୍କୁ ଅସଦାଚରଣ କରିଥିବା ନୋଏଡା ଯୁବକଙ୍କ ବେଆଇନ ନିର୍ମାଣ ଭଙ୍ଗାଯିବା ପରେ ପହଞ୍ଚିଲା ଜିଏସଟି ଟିମ୍

ନୂଆଦିଲ୍ଲୀ: ନୋଏଡାର ଏକ ହାଉସିଙ୍ଗ୍‌ ସୋସାଇଟିରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିଲେ ଶ୍ରୀକାନ୍ତ ତ୍ୟାଗୀ। ଏହି ଘଟଣା ସାମ୍ନାକୁୁ ଆସିବା ପରେ ତାଙ୍କ ବିରୋଧରେ ୟୁପି ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନିଜକୁ ବିଜେପି କର୍ମୀ କହୁଥିବା ଶ୍ରୀକାନ୍ତ ତ୍ୟାଗି ନିଜ ଜାଗାଠୁ ଅଧିକ

ବିହାରରେ ରାଜନୈତିକ ହଲଚଲ: ଶାହନାୱାଜ ହୁସେନ ଓ ରବିଶଙ୍କରଙ୍କୁ ଦିଲ୍ଲୀ ଡ଼କାଇଲା ବିଜେପି

ପାଟନା: ବିହାରରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି | କୁହାଯାଉଛି ଯେ ରାଜ୍ୟର ରାଜନୈତିକ ପାଣିପାଗ ବଦଳିପାରେ ଆଉ ବିହାରରେ କିଛି ବଡ ରାଜନୈତିକ ଘଟଣା ଘଟିପାରେ। ଏହି ପରିପ୍ରେକ୍ଷୀରେ, ଆଗାମୀ ତିନି-ଚାରି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏନଡିଏରେ ଥିବା ଜେଡିୟୁ ଏହାର

ତାଜମହଲକୁ ଛାଡି ଅନ୍ୟ ସବୁ ସ୍ମାରକୀରେ ଲାଗିଲା ତ୍ରିରଙ୍ଗା ଭଳି ଆଲୋକମାଳା

ଆଗ୍ରା: ଦେଶର ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ, ଏଥର ସମଗ୍ର ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି | ଏଥିପାଇଁ ଦେଶର ପ୍ରାୟ ସମସ୍ତ ଐତିହାସିକ ସ୍ଥଳୀରେ ରାତିରେ ତ୍ରିରଙ୍ଗା ରଙ୍ଗର ଆଲୋକରେ ଆଲୋକିତ ହୋଇଛି | ଏହା ସତ୍ତ୍ୱେ ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ବିଶ୍ୱ

ସିବିଆଇ ସମନ କରିଥିବା ଟିଏମସି ନେତାଙ୍କୁ ଲୋକେ ‘ଚୋର ଚୋର’ କହି ଚିଲାଇଲେ

କୋଲକାତା: ଟିଏମସି ନେତାମନ୍ତ୍ରୀଙ୍କର ଚାଳିଛି ଶନିଦଶା। ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି)ର ଜଣକ ପରେ ଜଣେ ନେତା ମନ୍ତ୍ରୀ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଜାଲରେ ପଡ଼ୁଛନ୍ତି। ନିକଟରେ ଇଡି ଜାଲରେ ପାର୍ଥ ଚାଟାର୍ଜୀ ଫସି ଗିରଫ ହୋଇଥିବା ବେଳେ ଏବେ ଆଉ ଜଣେ ଟିଏମସି ନେତା