Sign in
Sign in
Recover your password.
A password will be e-mailed to you.
ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ
ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ସୁଦର୍ଶନ!-->…
ଲଗାଣ ବର୍ଷାରେ ପୁଣି ବେହାଲ ରାଜଧାନୀ, ଇସ୍କନ ମନ୍ଦିର ସାମ୍ନାରେ ଅଟକିଲା ବସ୍
ଭୁବନେଶ୍ବର: ଆଜି ବି ଲଗାଣ ବର୍ଷାରେ ବେହାଲ ରାଜଧାନୀ। ପୁଣି ଭୁବନେଶ୍ବର ଇସ୍କନ ସାମ୍ନାରେ ଲହଡ଼ି ଭାଙ୍ଗୁଛି ପାଣି । ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ପାଣିରେ ଭାସୁଛି ଗାଡି ମୋଟର । ମଝି ରାସ୍ତାରେ ଅଟକିଲା OSRTC ବସ୍ । ଗାଡ଼ିର ସମସ୍ତ ଚକା ବୁଡ଼ିଯାଇଥିବା ଦେଖିବାକୁ ମିଳିଛି ।!-->…
ଜନ ଚେତନାରେ ଲୋକ କଳା ଉଜ୍ଜୀବିତ ରଖିବା ପ୍ରୟାସ ଆବଶ୍ୟକ : ମହାସଂଘ
ବ୍ରହ୍ମପୁର(୦୮/୦୮) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ!-->…
ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଦରମା ନଦେଇ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗ
ଫୁଲବାଣୀ : ଆଜି ସୋମବାର କନ୍ଧମାଳ ଜିଲ୍ଲାର ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକା ଏକଜୁଟ ହୋଇ ଫୁଲବାଣୀ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲବାଣୀ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିବା ସହିତ ଏହାର ନକଲ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ!-->…
ଫୁଲୁଛି ସାବେରୀ ନଦୀ, ବନ୍ୟା ଆଶଂକା
ମାଲକାନଗିରି : ଫୁଲୁଛି ସାବେରୀ ନଦୀ । ପ୍ରବଳ ବର୍ଷାରେ ବେହାଲ ହେବାରେ ଲାଗିଛି ସ୍ୱାଭିମାନ ଅଞ୍ଚଳ ମାଲକାନଗିରି । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଫୁଲିବାରେ ଲାଗିଛି ସାବେରୀ ନଦୀ ଓ ତାର ଅନ୍ୟାନ୍ୟ ଶାଖା ନଦୀ । ମାଲକାନଗିରିରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ!-->…
ରାଜ୍ୟରେ ଆଉ ୬୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: କ୍ରମାଗତ ଭାବେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି । ଆଜି ମଧ୍ୟ ଦୈନିକ ସଂକ୍ରମରଣ ସଂଖ୍ୟା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୧ ଜଣ କ୍ୱାରେଣ୍ଟାଇନ୍!-->…
କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କଲେ ଅମିତ ଶାହ
କଟକ: ନେତାଜୀ ଜନ୍ମସ୍ଥାନରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତାଜୀ ସଂଗ୍ରହାଳୟ ବୁଲିଛନ୍ତି ଶାହ । ତେବେ ଏହି ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନେତାଜୀ!-->…
ଶାହାଙ୍କୁ ସ୍ବାଗତ ଜଣାଇବାକୁ ଗଲେନି ରାଜ୍ୟର କୌଣସି ମନ୍ତ୍ରୀ: ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟର କୌଣସି ମନ୍ତ୍ରୀ ସ୍ବାଗତ କରିବାକୁ ଯାଇ ନାହାନ୍ତି। ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ପହଞ୍ଚିଲେ ସେତେବେଳେ ତାଙ୍କୁ!-->…
ବର୍ଷା ପାଣି ଘେର ମଧ୍ୟରେ ରହିଗଲେ ୧୨ ଜଣ ଶ୍ରମିକ
ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ର ଚିର୍ମା ଗ୍ରାମ ଠାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ଵାରା ନିର୍ମାଣାଧୀନ ବ୍ରିଜ ରେ କାର୍ଯ୍ୟରତ ୧୨ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଲଘୁଚାପ ଜନିତ ବର୍ଷା ପାଣି ଘେର ମଧ୍ୟରେ ରହି ଯାଇଥିଲେ। ଏହି ଖବର ପାଇ ନବରଙ୍ଗପୁର!-->…
ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୨୩ ଆହତ, ଫାଟିଲା ଆଇ.ଆଇ.ସିଙ୍କ ମୁଣ୍ଡ
ବାଲେଶ୍ବର: ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵରରେ ତାଜିଆ ଆଖଡାରେ ଗଣ୍ଡଗୋଳ ହୋଇଛି । ଶୋଭାଯାତ୍ରା ଓ ପ୍ରବେଶ ପ୍ରସ୍ଥାନକୁ ନେଇ ୧ ଓ ୨ ନମ୍ବର ତାଜିଆ ଗୋଷ୍ଠୀ ଭିତରେ ମାରପିଟ ହୋଇଥିବା ଜଣାପଡ଼ିଛି । ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଟାଉନଥାନା ଅଧିକାରୀ ଆହତ ହୋଇଛନ୍ତି । ଟାଉନ୍ ଥାନା!-->…