ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲା: ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ:ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲାରେ ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଆସନ୍ତା ୧୫ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି ହେବ । ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟ ପରବର୍ତ୍ତୀ ଶୁଣାଣିରେ ଭିଡ଼ିଓ କନଫରେନ୍ସରେ ଉପସ୍ଥିତ ରହିବେ ବୋଲି…

ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ

ମାହାଙ୍ଗା ୧୧/୧୧: ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନ ୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ। ଏପରି ଏକ ଘଟଣା ମାହାଙ୍ଗା ବ୍ଲକ ଲଳିତଗିରିରେ ଦେଖିବାକୁ ମିଳିଛି। କିନ୍ତୁ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୨୦ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର…

ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ଇଡି

ଭୁବନେଶ୍ୱର ୧୧/୧୧: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେଲା ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଗେଶ୍ବରଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ଏହି ରିମାଣ୍ଡ ଅବଧିରେ ଖଗେଶ୍ୱରଙ୍କ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜେକସନ, ପୈତୃକ…

ପ୍ରକାଶ ପାଇଲା OJS ରେଜଲ୍ଟ

ଭୁବନେଶ୍ଵର: ପ୍ରକାଶ ପାଇଲା ଓଡିଶା ଜୁଡିସିଆଲି ସର୍ଭିସ(ଓଜେଏସ)-୨୦୨୨ର ଫଳାଫଳ। ପୁଅକୁ ପଛରେ ପକାଇ ଟପ୍-୩ରେ ରହିଛନ୍ତି ତିନି ଝିଅ। ଏଥର ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା…

ବନ୍ଧୁକ ଦେଖାଇ ସୁନା ଚେନ୍ ଓ ୧୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୋର ୧୧/୧୧: ବନ୍ଧୁକ ଦେଖାଇ ଯୁବକଙ୍କ ପାଖରୁ ଲୁଟ୍‌ ଅଭିଯୋଗ। ସେ ତାଙ୍କ ମାମୁଁ ଘରକୁ ଯିବାବେଳେ ଏପରି ଲୁଟ୍‌ର ଶିକାର ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିଚୟ ଜୟନ୍ତ ସାହୁ। ସେ ମୂଳେଶ୍ୱର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏପରି ଅପରାଧିକ ଘଟଣା ବାଲେଶ୍ୱର ଜିଲ୍ଲା ସୋରରେ…

ନିଶା ନିବାରଣ କେନ୍ଦ୍ରରେ ନାବାଳକଙ୍କୁ ନିର୍ଯାତନା ଅଭିଯୋଗ

ପୁରୀ ୧୧/୧୧: ନିଶା ନିବାରଣ କେନ୍ଦ୍ରରେ ନାବାଳକଙ୍କୁ ନିର୍ଯାତନା ଅଭିଯୋଗ। ସେଠାରେ ସମ୍ପୃକ୍ତ ନାବାଳକଙ୍କୁ ଅତ୍ୟଧିକ ଶାରୀରିକ ନିର୍ଯାତନ ଦେବାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। କେନ୍ଦ୍ରର କର୍ମଚାରୀମାନେ ନାବାକଙ୍କୁ ଅମାନୁସିକ ଭାବେ ବାଡ଼ଉଥିବା ବେଳେ ସମ୍ପୃକ୍ତ ନାବାଳକଟି କାକୁତି…

ସମଲିଙ୍ଗୀ ସେକ୍ସ ରାକେଟ୍‌ ସମ୍ପୃକ୍ତି ଘଟଣା: ସ୍ତ୍ରୀର ଅଭିଯୋଗ ପରେ ଗିରଫ ହେଲା ସ୍ୱାମୀ

ସୋର: ସମଲିଙ୍ଗୀ ସେକ୍ସ ରାକେଟ୍‌ ସମ୍ପୃକ୍ତି ଘଟଣାରେ ସ୍ୱାମୀ ଗିରଫ। ସୋର ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରିଥିଲା। ପରେ ଅଭିଯୁକ୍ତ ଚିରଞ୍ଜିତ୍‌ରୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ । ସେକ୍ସ ରାକେଟରେ ସ୍ୱାମୀର ସଂପୃକ୍ତି ଅଭିଯୋଗରେ ସ୍ତ୍ରୀ ଥାନାର…

ଅର୍ଚ୍ଚନା ନାଗ ଗିରଫ ମାମଲା: କେସିଙ୍ଗାରୁ ଫେରିଲା ତଦନ୍ତକାରୀ ଟିମ୍‌

ଭୁବନେଶ୍ୱର ୧୧।୧୧: ଅର୍ଚ୍ଚନାଙ୍କ ପୈତୃକ ଘରୁ ତଦନ୍ତ କରି ଫେରିଲା ତଦନ୍ତକାରୀ ଟିମ୍‌ । ଏହି ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ଓ କମ୍ପ୍ୟୁଟର ହାର୍ଡଡିକ୍ସ ଜବତ ହୋଇଛି । ଏପଟେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ଗିରଫ ପରେ ୧୪ ଦିନିଆ ରିମାଣ୍ଡ ଆବେଦନ କରିବ ଇଡି । ଖବର…

ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ଛାତ୍ରଛାତ୍ରୀ: ୨୦ଟି ପୁସ୍ତକର ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚିତ। ଏଆଇସିଟିଇ ଦ୍ୱାରା ପ୍ରକାଶିତ ୨୦ଟି ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ଛାତ୍ରଛାତ୍ରୀ । ପିଲାଙ୍କୁ ଉଭୟ ଡିପ୍ଲୋମା ଓ ଡିଗ୍ରୀରେ…

ଚୋରକୁ ନିସ୍ତୁକ ଛେଚିଲେ ଲୋକେ

ଭଦ୍ରକ ୧୧।୧୧ : ଚୋରୁ କରୁଥିଲା, ଧରାପଡିଲା । ନିସ୍ତୁକ ଛେଚିଲେ ଲୋକେ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏପରି ଘଟଣା ଘଟିଛି । ଖବର ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ କେତେକ ନିଶାସକ୍ତ ଓ ଅସାମାଜିକ ଯୁବକ ଚୋରି କରୁଛନ୍ତି । ଯୁବକ ଜଣକ କୌଣସି ଏକ ରୋଗୀଙ୍କ…