ଭାରତର ଚିନ୍ତା ଓ ଶ୍ରୀଲଙ୍କାର ରୋକ୍ ସତ୍ତ୍ବେ ଆସୁଛି ଚୀନ ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ : ଭାରତର ଚିନ୍ତା ଓ ଶ୍ରୀଲଙ୍କାର ଅନୁରୋଧ ସତ୍ତ୍ବେ ହାମ୍ବନଟୋଟା ବନ୍ଦର ଆସୁଛି ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ୍-୫ । ମଙ୍ଗଳବାରଦିନ ୧୦ଟା (ଭାରତୀୟ ସମୟ) ବେଳେ ଏହି ଜାହାଜ ପଶ୍ଚିମ ଇଣ୍ଡୋନେସିଆ ନିକଟରେ ଗତି କରୁଥିଲା । ଏହା ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ଗତି କରୁଛି

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ଲକ୍ଷ୍ନୌସ୍ଥିତ ପୁଲିସର ହ୍ୱାଟସଆପ୍‌ ନମ୍ବରକୁ ଏହି ଅଭିଯୋଗ ଆସିଛି। କେହି ଜଣେ ଅଜଣା ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୨ ତାରିଖରେ ଲକ୍ଷ୍ନୌ ପୁଲିସ ଏହି ଧମକପୂର୍ଣ୍ଣ

ଡୋନାଲ୍ଡ ଟ୍ରମ୍ପଙ୍କ ଘର ସିଜ୍‌, ରେଡ୍‌ କଲା ଏଫ୍‌ବିଆଇ

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍‌। ସୋମବାର ଫ୍ଲୋରିଡାର ପାମ୍‌ ବିଚ୍‌ ସ୍ଥିତି ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ଘରେ ଏଫ୍‌ବିଆଇ ଚଢ଼ାଉ କରି ସିଜ୍‌ କରିଛି। ଏନେଇ ଖୋଦ୍‌ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି।ସୂଚନା ମୁତାବକ, ଆମେରିକାର

ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା, ଶପଥ ନେଲେ ୧୮ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନର ୪୧ ଦିନ ପରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ। ୫୦-୫୦ ଫର୍ମୁଲାରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ। ବହୁ ମାନସ ମନ୍ଥନ ପରେ ଶପଥ ନେଲେ ବିଜେପିର ୯ ଓ ସିନ୍ଦେ ଗୋଷ୍ଠୀର ୯ ବିଧାୟକ। ବିଜେପିରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧିର ମୁନଙ୍ଗତିବାର, ରାଧା

IAS ଟିନା ଡାବିଙ୍କ ନାଁରେ ଠକେଇ, ଫଟୋ ଲଗାଇ ମାଗୁଥିଲେ ଗିଫ୍ଟ କାର୍ଡ

ଜୟପୁର: ବହୁ ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବିଙ୍କ ନାଁରେ ଠକିବାକୁ ଚେଷ୍ଟା। ହ୍ୱଟସଆପ୍‌ ଡିପିରେ ଟିନା ଡାବିଙ୍କ ଫଟୋ ଦେଖାଇ ଜଣେ ସାଇବର ଠକ ଜୈସଲମେରର ଜଣେ ସରକାରୀ ଅଧିକାରୀଙ୍କୁ ଠକିବାକୁ ଉଦ୍ୟମ କରିଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସରକାରୀ ଅଧିକାରୀ।ସୂଚନା ମୁତାବକ, ସୋମବାର

ମହାରାଷ୍ଟ୍ରରେ ବିଜେପି ଯାହା କଲା ତାର ଫଳ ବିହାରରେ ମିଳିଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର ପରେ ବିହାରରେ ଦେଖାଯାଇଛି ରାଜନୀତିକ ହଟଚମଟ। ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଓ ଏନସିପି ମେଣ୍ଟକୁ ଭାଙ୍ଗି ବିଜେପି ସରକାର ଗଠନ କରିଛି। ମହାରାଷ୍ଟ୍ର ବିଧାନସଭାରେ ବିଜେପି ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ଶିବସେନା ହାତ ଛାଡ଼ି ଦେବାରୁ ଦଳକୁ ବିରୋଧୀ ଆସନରେ

ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ମିର୍ଚି ବାବା

ଭୋପାଳ: ୨୦୧୯ ଲୋକସଭା ନିର୍ବାଚନରେ ଦିଗବିଜୟ ସିଂହଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାକୁ ଆସିଥିବା ବୈରାଜ୍ଞାନନ୍ଦ ଗିରି ଓରଫ ମିର୍ଚି ବାବା ଗିରଫ। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଭୋପାଲ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ପୀଡିତାଙ୍କ ବୟାନ ପରେ ମିର୍ଚି ବାବାଙ୍କ

ବିଜେପିର ହାତ ଛାଡିଲା ଜେଡିୟୁ

ପାଟନା: ବିଜେପିର ହାତ ଛାଡିଲା ଜେଡିୟୁ। ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ। ବିଧାୟକଙ୍କ ସହ ବୈଠକ ପରେ ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମଙ୍ଗଳବାର ସକାଳୁ ବିହାରରେ ରାଜନୈତିକ ହଲଚଲ ଜାରି ରହିଥିଲା। ଯେକୌଣସି ସମୟରେ ବି ବିଜେପି ସହିତ ଜେଡିୟୁ ମେଣ୍ଟ ଭାଙ୍ଗିବା

ଲଗାଣ ବର୍ଷାରେ କାନ୍ଥ ପଡ଼ି ନଅ ବର୍ଷର ବାଳକର ଅକାଳ ମୃତ୍ୟୁ…

ଉମରକୋଟ: ଲଗାଣ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହେବା ଦେଖିବାକୁ ମିଳୁଛି, ଏହି ଲଘୁଚାପ ଜନିତ ବର୍ଷାରେ ନବରଂପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁରାବେଡ଼ା ପଞ୍ଚାୟତ କୁବୁଡ଼ାଡିହି ଗ୍ରାମର ସ୍ବର୍ଗତ ପଳାରାମ ଗଣ୍ଡଙ୍କ ପୁଅ ଆକାଶ ଗଣ୍ଡ ଯାହାର ବୟସ ନଅ ବର୍ଷ ସେ ଆଜି ଦିନ ପ୍ରାୟ ଏଗାରଟା

ଧୋଦ୍ରା ଶିବ ମନ୍ଦିର ଠାରେ ବଣିକ ସଙ୍ଘ ତରଫରୁ ବୃକ୍ଷ ରୋପଣ…

ଝୋରୀଗାଁ : ଜନ କଲ୍ୟାଣ ଓ ପରିବେଶ ପ୍ରଦୂଷଣ ରୁ ରକ୍ଷା ପାଇଁବା ପାଇଁ ଆଜି ଧୋଦ୍ରା ଶିବ ମନ୍ଦିର ପ୍ରାଙ୍ଗଣରେ ଧୋଦ୍ରା ବଣିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରୋମ ଅନୁଷ୍ଠିତ ହୋଇଯାଇଛି ,ଏହି ଉତ୍ସବ ରେ ଧୋଦ୍ରା ଫରେଷ୍ଟର ଶ୍ରୀ ଆକୁଳ ବୈରାଗି ,ସରପଞ୍ଚ ଶ୍ରୀ ମହେନ୍ଦ୍ର ଭତ୍ରା,ମଙ୍ଗଳା