Sign in
Sign in
Recover your password.
A password will be e-mailed to you.
ଜାଣନ୍ତୁ ଅଗଷ୍ଟ ୧୫ରେ କିଏ, କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳରେ ତ୍ରିରଙ୍ଗା ଉତ୍ତୋଳନ କରିବେ । ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,!-->…
ହିନ୍ଦ ମଜଦୁର ସଭାର ରାଜ୍ୟପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ରେ ଅନୁଷ୍ଠିତ
ସମ୍ବଲପୁର (9/8) : ଆଜି ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ହିନ୍ଦ ମଜଦୁର ସଭାର ଯୁବ ଶାଖାର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ହିନ୍ଦ ମଜଦୁର ସଭା ରାଜ୍ଯ କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଦେଶ ତଥା!-->…
ବିଜୁ ଯୁବଛାତ୍ର ଜନତାଦଳ ପକ୍ଷରୁ ବୃକ୍ଷ ରୋପଣ
ଦାରିଙ୍ଗବାଡ଼ି(୯/୮) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ବିଜେଡ଼ି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସିମନ୍ ବାଡ଼ି ଉଚ୍ଚ ବିଦ୍ୟାଳୟ ଏବଂ ହିଲଭିଯୁ ପାର୍କ ରେ ଯୁବ ଏବଂ ଛାତ୍ର!-->…
ବ୍ଲକ କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା ପାଳନ
ଦାରିଙ୍ଗବାଡ଼ି (୯/୮) : ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ମହିଳା ଜିଲ୍ଲା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱରେ "ସ୍ୱାଧୀନତାର ଗୌରବ ଯାତ୍ରା" ପାଳନ ହୋଇଯାଇଛି । ଦେଶ ସ୍ଵାଧୀନ ହୋଇ ୭୫ ବର୍ଷ ହୋଇଥିବା ବେଳେ କଂଗ୍ରେସ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଙ୍କ ସ୍ମୃତି!-->…
ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ
ଦାରିଙ୍ଗବାଡି, ୯/୮, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ, ବୁଡ଼ାଗୁଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ତାତୁରା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ୱଧିନତା ଦିବସ ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନଙ୍କ ସହିତ ସମସ୍ତ ୱାର୍ଡ ସଭ୍ୟ!-->…
ଗୁଟଖା କାରବାରର ମୁଖ୍ୟ ଅଭିଯୁକ୍ତ ନାରାୟଣ ସାହୁ ଗିରଫ
ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଗୁରୁମୂର୍ତ୍ତିପେଣ୍ଠ ଓ ସୁକୁଣ୍ଡା ଅଞ୍ଚଳରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ କରି ଉକ୍ତ ମାମଲାରେ ସଂପୃକ୍ତ ଥିବା ମ୍ୟାନେଜର ଟୁକୁନା ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି!-->…
ଅଲେଖ ନଗର ଶିଶୁ ଉଦ୍ୟାନର ପୁନଉଦ୍ଧାର ପାଇଁ ଦାବି
ବ୍ରହ୍ମପୁର, (9/8) : ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନଂ ଖଡାସିଙ୍ଗି ସ୍ଥିତ ଅଲେଖ ନଗର ଶିଶୁ ଉଦ୍ୟାନର ପୁନଉଦ୍ଧାର ଓ ରକ୍ଷଣlବେକ୍ଷଣ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ତଥା ମାନବ ଅଧିକାର ସୁରକ୍ଷା ମଞ୍ଚର ସଦସ୍ୟବୃନ୍ଦ l ଦୀର୍ଘ ବର୍ଷରୁ ଅଲେଖ ନଗର ଦ୍ୱିତୀୟ ଗଳିରେ ଥିବା ଏହି ଶିଶୁ!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମାପ୍ତ : ଭାରତର ଚତୁର୍ଥ ସ୍ଥାନ ଅଧିକାର
ବର୍ମିଂହାମ: ଦୀର୍ଘ ୧୨ ଦିନ ଧରି ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୩ତମ ସଂସ୍କରଣ ସୋମବାର ସଫଳତାର ସହ ସମାପିତ ହୋଇଛି। ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫,୦୦୦ରୁ ଊର୍ଧ୍ବ ଖେଳାଳି ୨୦ ଖେଳର ୨୮୦ ଇଭେଣ୍ଟରେ ନିଜ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ୧୯୩୦ ମସିହାରୁ ଆରମ୍ଭ!-->…
ବନ୍ଦୀମାନଙ୍କ କିଡନୀ, ଯକୃତ ଏବଂ ହାର୍ଟ ପରି ଅଙ୍ଗର ବ୍ୟବସାୟ କରୁଛି ଚୀନ
ବେଜିଂ: ବିଶ୍ବର ସବୁଠାରୁ ନିନ୍ଦିତ ଦେଶ ଚୀନ୍ ବର୍ତ୍ତମାନ ନିଜ ଦେଶର ବନ୍ଦୀମାନଙ୍କ କିଡନୀ, ଯକୃତ ଏବଂ ହାର୍ଟ ପରି ଅଙ୍ଗର ବ୍ୟବସାୟ କରୁଛି। ଏହାକୁ ‘ବାଧ୍ୟତାମୂଳକ ଅଙ୍ଗ ପ୍ରତିରୋପଣ’ ବୋଲି କୁହାଯାଏ। ଏହାର ଶିକାର ହେଉଛନ୍ତି ଫାଲୁନ୍ ଗଙ୍ଗ ଏବଂ ଉଇଗୁରୁ ମୁସଲମାନ ପରି ଦଳିତ ସମ୍ପ୍ରଦାୟ।!-->…
ମୋଦୀଙ୍କ ଅସ୍ଥାବର ସଂପତ୍ତିର ମୂଲ୍ୟ ୨୬ ଲକ୍ଷ ବୃଦ୍ଧି ପାଇ ୨.୨୩ କୋଟି ଟଙ୍କାରେ ପହଞ୍ଚିଲା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅସ୍ଥାବର ସଂପତ୍ତି ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ୨୦୨୧ ମସିହା ମାର୍ଚ ମାସ ଶେଷ ସୁଦ୍ଧା ମୋଦୀଙ୍କ ସଂପତ୍ତି ୧,୯୭, ୬୮,୮୮୫ ଥିବା ବେଳେ ଏହା!-->…