ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ : ନୟାଗଡ଼ରଏକ ହୋଟେଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ନୟାଗଡ଼ ଥାନାରେ ଅଭିଯୋଗ କଲେ ପରିବାର ଲୋକେ । ସୂଚନା ଅନୁଯାୟୀ, ରବିବାର ରାତିରେ ନୟାଗଡ଼ ଟାଉନ ଥାନା ପୋଲିସ

କେନ୍ଦୁଝରରୁ ବିପୁଳ ପରିମାଣରେ ନକଲି ମଦ ଜବତ, ୫ ଗିରଫ

କେନ୍ଦୁଝର: ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ଧରପଗଡ଼ ଅଭିଯାନକୁ ଜୋରଦାର କରାଯାଇଛି । କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନା ଘୁଟୁର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ କରାଯାଇଛି । ନକଲି ମଦ ଚୋରା କାରାବାର ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ,

ଅଙ୍ଗନୱାଡି ୱାର୍କରସଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ନିନ୍ଦା

ଛତ୍ରପୁର : ଅଙ୍ଗନୱାଡି ୱାର୍କରସ ଙ୍କୁ ଶାସକ ଦଳର ପରିଚାଳିତ ଅଙ୍ଗନବାଡି ସଂଘ ସହ ମିଶିବା ପାଇଁ ବାଧ୍ୟ କରିବା ନଚେତ୍ ନ ମିଶିଲେ ପଂଚାୟତ ସ୍ତରରେ ସରପଂଚ ଓ ଶାସକ ଦଳର ନେତାଙ୍କ ଧମକ, ଆକ୍ରୋସ ମୂଳକ ପଦକ୍ଷେପ କୁ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ଗଂଜାମ ଜିଲ୍ଲା କମିଟି ବୈଠକରେ ତୀବ୍ର

ପୋଲ ଉପରେ ଚାଲୁଛି ପାଣି, ଯାତାୟାତ ଠପ୍‌

ଭବାନୀପାଟଣା: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଜୋର ଆପ୍ରୋଚ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ତେବେ ପୋଲ ଉପରୁ ପାଣି ବଢୁଥିବା ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଦିନ ୧ଟା.୨୦ରୁ ଉକ୍ତ ରାସ୍ତାକୁ ବନ୍ଦ କରାଯାଇଛି। ଏହା

ଜାତୀୟ ରାଜପଥ ପାଶ୍ୱର୍ରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଛତ୍ରପୁର : ସ୍ଥାନୀୟ ଗ୍ରୀଡ ଛକ ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଛତ୍ରପୁର ପୋଲିସ୍ । ମୃତକ ଜଣକ ହେଲେ ସ୍ଥାନୀୟ ଚର୍ଚ୍ଚ ରୋଡ୍ (ଗଣେଷ ସାହି) ର ଦେବରାଜ ବେହେରା (୫୦) ବୋଲି ଜଣାପଡିଛି । ସେ ଗତକାଲି ରାତିରୁ ସାଇକେଲ ଯୋଗେ ଘର ବାହାରି କୈାଣସି

କଂଗ୍ରେସ ଛାଡିଲେ ୩୦ ରୁ ଅଧିକ କର୍ମୀଙ୍କ ସହ ଦୁଇ ରାଜ୍ୟସ୍ତରୀୟ ନେତା

କଟକ: ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅଙ୍କୁ ଭୋଟ ଦେଇ ଚର୍ଚ୍ଚା ଓ ଵିଵାଦରେ ଥିଵା ବାରବାଟି- କଟକର କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମଙ୍କର ଏକାନ୍ତ ଅନୁଗତ ଦୁଇ ରାଜ୍ୟସ୍ତରୀୟ ନେତାଙ୍କ ସହ ୩୦ ରୁ ଅଧିକ କଂଗ୍ରେସ କର୍ମୀ ଆଜି ଦଳରୁ ଇସ୍ତଫା ଦେବାକୁ ନେଇ କଟକରେ ଦଳ ତଳକୁ ଯାଉଥିବା

ପତ୍ନୀ ଘର ଆଗରେ ପତିର ଧାରଣା

ପୁରୀ: ପୁଅକୁ ଦେଖା କରିପାରୁନି ବାପା । ଦିନେ କି ଦୁଇ ଦିନ ନୁହେଁ ୨ ବର୍ଷା ହେଲା ଦେଖା କରିପାରୁନି । ଘର ଛଡି ଅନ୍ୟତ୍ର ରହୁଥିବା ପତ୍ନୀ ପ୍ରତିବନ୍ଧକ ସାଜିଛି । ବାପା ପୁଅକୁ ଦେଖା କରେଇ ଦେଉନାହିଁ ମାଆ । ପୁଅକୁ ଟିକେ ଦେଖିବା ପାଇଁ, ପଦେ କଥା ହେବା ପାଇଁ କାକୁତି ମିନତି କରୁଛି ବାପା ।

ସ୍ୱାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା

ମାଲକାନଗିରି : ପଡିଆ ସଦର ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଛିା ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହିଦ ତାମା ଦୋରାଙ୍କ ପରିବାର ସଦସ୍ୟ ସୁନାମ ବୁଜି ଯୋଗ ଦେଇଥିଲୋ ଭାରତର ସ୍ୱାଧିନତା

ସରଭିମପୁର ଡ୍ୟାମରେ ଭାସି ଯୁବକ ନିଖୋଜ

ଛତ୍ରପୁର : ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅନ୍ତର୍ଗତ ସରଭିମପୁର ଡ୍ୟାମରେ ଭାସି ଯୁବକ ନିଖୋଜ l ସୂଚନା ଥାଉକି ଛତ୍ରପୁର ଦେବୀନଗର ଅଞ୍ଚଳର ମୀନକେତନ ମହାରଣା ଆଜି ମଧ୍ୟାନ୍ନ ସମୟରେ ସାଙ୍ଗ ମାନଙ୍କ ସହ ସରଭିମପୁର ଗ୍ରାମରେ ଥିବା ଡ୍ୟାମକୁ ବୁଲିବାକୁ ଆସିଥିବା ସମୟରେ ଅଚାନକ ଗୋଡ଼ଖସି

ବିଶ୍ୱ ଆଦିବାସୀ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇ ଯାଇଛିା ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ଘନଶ୍ୟାମ ମାଡକାମିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ