ଆଇଟିଆଇରେ ନାମଲେଖା ନେଇ ଆଲୋଚନା।

ଦାରିଙ୍ଗବାଡ଼ି,(୧୦/୮) : ଦାରିଙ୍ଗବାଡ଼ିର ନୂତନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭିସି ମାଧ୍ୟମରେ ଉଦଘାଟନ ହୋଇଥିବା ବେଳେ ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ବର୍ତ୍ତମାନ ଆଡ଼ମିସନ ଚାଲିଛି । ଉକ୍ତ ଅନୁଷ୍ଠାନରେ କୋପା, ଇଲେକ୍ଟ୍ରିକାଲ, ଫିଟର ଓ

“ହର ଘର ତ୍ରିରଙ୍ଗା” ବାଲିମେଳା ବି.ଏସ.ଏଫ୍. ଯବାନଙ୍କ ଦ୍ଵାରା ନଗର ପରିକ୍ରମା

ବାଲିମେଳା:(୧୦/୦୮) : ଆଜି ମାଲକାନଗିରି ଜିଲ୍ଲାର ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ବି.ଏସ.ଏଫ୍. ଯବାନଙ୍କ ତରଫରୁ "ହର୍ ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବିଶାଳ ରାଲି ନଗର ପରିକ୍ରମା ସହ ସମସ୍ତ କାର୍ଯ୍ୟାଳୟ, ବ୍ୟବସାୟୀ ଓ ସାଧାରଣ ଜନତା ଙ୍କୁ ୭୫ ତମ ସ୍ବାଧନତା

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସ୍ଥିତି ଅନୁଧ୍ୟାନ କଲେ 5 ଟି ସଚିବ

ଭୁବନେଶ୍ୱର (୧୦/୦୮) : ଭୁବନେଶ୍ୱର ର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି | ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ୍ୟ ବୃଦ୍ଧି ଘଟୁଛି | ଏହା ଦ୍ୱାରା Traffic ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି | ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ

ରାଜ୍ୟ ସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨

ଭୁବନେଶ୍ବର : ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ଵାରା ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହରାଜ୍ୟ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା

ବ୍ରହ୍ମପୁର ମହାନଗର ନିଗମ ବିଜେପି ପକ୍ଷରୁ ବୃକ୍ଷରୋପଣ

ବ୍ରହ୍ମପୁର : ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୭ ନଂ ୱାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ତତ୍ତ୍ୱାବଧାନରେ ଗୋଷାଣୀନୂଆଗାଁ, ମାଁ କାଳୁଆ ମନ୍ଦିର ପଛପଟେ ଥିବା ମୟୁର ବିହାର ସ୍ଥିତ ରୟାଲ୍ ଫାର୍ମାସୀ କଲେଜ ପାର୍ଶ୍ୱରେ "ବୃକ୍ଷ ରୋପଣ" କାର୍ଯ୍ୟକ୍ରମ

ବ୍ରହ୍ମପୁର ପୋଲିସ ଓ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା : ଆଳୁ ଖୋଳୁ ଖୋଳୁ ମହାଦେବ…

ପୁଳା ପୁଳା ଟଙ୍କା ସହ ସୁନା ବିସ୍କୁଟ ଜବତ... ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ବିଭାଗ ଓ ପୋଲିସ ହାତରେ ଧରା ପଡିଛି ଦୁଇ କିଲୋଗ୍ରାମ ଦୁଇଶହ ଗ୍ରାମ ର ସୁନା ବିସ୍କୁଟ ସହ ଏକ କୋଟି ଏକୋଇଶ ଲକ୍ଷ ଟଙ୍କା l କୌଣସି ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଅପରାହ୍ନ ସମୟରେ ଲାଞ୍ଜିପଲ୍ଲୀ

ମୃତ ରାତ୍ର ଜଗୁଆଳିଙ୍କ ପରିବାରକୁ ବଣିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡ଼ି, ୧୦/୮ : ଦାରିଙ୍ଗବାଡ଼ି ବଜାରରେ ରାତ୍ର ଜଗୁଆଳି ଭାବେ ବି ଡକେବାଡ଼ି ପୁରଣା ପୋଷ୍ଟ ସାହିର ମୃତ କର୍ଣ୍ଣବାହାଦୂର(୪୫) କାର୍ଯ୍ୟ କରି ଆସୁଥିଲେ। ଯାହାରି ଫଳରେ ବଜାରରେ ଚୋରିହାରି ହେବାରେ ରୋକ ଲାଗିଥିଲା। ଦୁଃଖର ବିଷୟ ଯେ ଗତ ୩୦.୭.୨୦୨୨ ତାରିଖ ଦିନ କର୍ଣ୍ଣବାହାଦୂର

ଡାକଘର ଘରୋଇକରଣ ପ୍ରତିବାଦ ଓ ୨୦ ଦଫା ଦାବିରେ ଡାକ କର୍ମଚାରୀଙ୍କ ଧାରଣା..

ମାଲକାନଗିରି : ମାଲକାନଗିରି ମୁଖ୍ୟ ଡାକଘର ସମ୍ମୁଖରେ କାର୍ଯ୍ୟରତ ତୃତୀୟ ଶ୍ରେଣୀ ଡାକ କର୍ମଚାରି ସମୂହ ସରକାରଙ୍କ ଡାକଘରକୁ ଘେରେଇକରଣ କୁ ବିରୋଧ ଓ ୨୦ଦଫା ପୂରଣ ଦାବିରେ ଏକ ଦିବସୀୟ ଧାରଣା ଦେଇଛନ୍ତି । ମୁଖ୍ୟ ପୋଷ୍ଟାଲ ଆସିଷ୍ଟାଣ୍ଡ ଶ୍ରୀ ନିରଞ୍ଜନ କୁମାର ସୂଚନା ଦେଇଛନ୍ତି ଯେ

ସର୍ବସାଧାରଣ ରାସ୍ତା ଅବରୋଧ ନେଇ ଦାବିପତ୍ର ପ୍ରଦାନ…

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ଚକାପାଦ ତହିସଲ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମର ପର କୁସୁମେଶି ମୌଯାସ୍ଥିତ କୁସୁମେଢି ଛକ ଠାରୁ କାମନା ଘର ଦେଇ ଯାଇଥିବା ସର୍ବ ସାଧାରଣ ରାସ୍ତା ଅବରୋଧ ହୋଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ

ଲଘୁଚାପ ବର୍ଷାରେ ରାଇଘର ବ୍ଲକ ଜଳ ମଗ୍ନ : ଚାଷୀ ମୁଣ୍ଡରେ ଚଡ଼କ …

ଉମରକୋଟ : ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରୀ ରହିଥିବା ବେଳେ ଏହାର ପ୍ରଭାବ ଧନ ଜୀବନ ଉପରେ ମଧ୍ୟ ପଡିଛି ଯାହାକି ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକରେ ଲଗୁଚାପ ଜନିତ ବର୍ଷାରେ ଆଖ ପାଖ ସବୁ ଅଞ୍ଚଳ ରେ ଜମି ଓ ବିଲ ଜଳମଗ୍ନ ହୋଉଛି ସବୁ ଆଡ଼େ ପାଣି ହିଁ ପାଣି, ଵିଲ ମାନଙ୍କ ରେ ପାଣି ଛଡ଼ା ଆଉ