ପୂର୍ବଶତ୍ରୁତାକୁ ନେଇ ଠିକାଦାରଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି

ରାଉରକେଲା ୧୩।୧୧: ରାଉରକେଲାର ଝିରିପାଣି ଅଞ୍ଚଳରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ । ବାଞ୍ଛା ତନ୍ତି ନାମକ ଠିକାଦାରଙ୍କୁ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି । ଠିକାଦାରଙ୍କ ଡାହାଣ ଗୋଡରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ ହସପିଟାଲରେ…

ଅଲିଭ୍ ରିଡଲେଙ୍କ ଆଗମନ ପାଇଁ ଆରମ୍ଭ ହେବ ମେଗା ସଫେଇ କାର୍ଯ୍ୟକ୍ରମ

କୋଣାର୍କ: ସମୟ ଆସିଲାଣି। ଏବେ ଓଡ଼ିଶାକୁ ଆସିବେ ବିଦେଶୀ ଅତିଥି। ତାଙ୍କୁ ସ୍ୱାଗତ କରିବାକୁ ଚାଲିଛି ପ୍ରସ୍ତୁତି। ଆମେ କହୁଛୁ ଅଲିଭ ରିଡେଲ୍‌ କଇଁଛଙ୍କ କଥା। ଏମାନଙ୍କର ଅଣ୍ଡା ଦେବା ସମୟ ଆସିଗଲା। ଏବେ ଏମାନେ ଓଡ଼ିଶାର ବେଳଭୂମିକୁ ଆସି ଅଣ୍ଡାଦାନ କରିବେ। ଏଥିପାଇଁ ଅଲିଭ ରିଡଲେ…

ଚୋରି କରୁଥିବା ବେଳେ ମାଡ଼ିବସି ନିର୍ଦ୍ଧୁମ ଛେଚିଲେ

ଚାନ୍ଦବାଲି: ଚୋରି କରିବା ସହିତ ମହିଳାଙ୍କୁ ଅସଦାଚରଣ କରୁଥିଲା ଚୋର। ଗ୍ରାମବାସୀଙ୍କ ହାତରେ ପଡ଼ି ନିର୍ଦ୍ଧୁମ ଛେଚା ଖାଇଲା। ପରେ ଥାନାକୁ ଗଲା। ଭଦ୍ରକ ଚାନ୍ଦବାଲୀ ବ୍ଲକ ବାଂଶଡ଼ା ଥାନା ଅଧିନ ଚରଦିଆ ପଂଚାୟତରେ ଏଭଳି ଘଟଣା ଘଟିଛି। ଜୟୀରାମ ମାଝୀ ନାମକ ଜଣେ ଯୁବକ ଅଲେଖ ମାଝୀଙ୍କ ଘରେ…

ନାଗ ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ। ବଲାଙ୍ଗୀର ପୁଇଁତଳା ବିଲେଇ ସର୍ଡା ଗାଁରେ ନାଗସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ବୀର ବିଶ୍ୱାଳଙ୍କୁ ଗିରଫ କରିଛି ବନ ବିଭାଗ। ନ୍ୟୁଜ-୭ରେ ଖବର ପ୍ରକାଶ ପରେ ବନ ବିଭାଗରେ କାର୍ଯ୍ୟନୁଷ୍ଠାନ ନେଇଛି। ଅଭିଯୁକ୍ତ ବୀର…

ଜନସେବା କେନ୍ଦ୍ରରେ ଠକେଇ ଅଭିଯୋଗ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ବଡ଼ପଡା ପଞ୍ଚାୟତ ଜାନବାଇ ଠାରେ ତରୁଣ ସାହା ନାମକ ଵ୍ୟକ୍ତି ଏକ ଘରୋଇ ଭାବରେ ଜନ ସେବା କେନ୍ଦ୍ର ମାଧ୍ୟମରେ କିଛି ଦିନ ହେଲା ସେଠାକାର ଜନସାଧାରଣଙ୍କ ଠାରୁ ଟଙ୍କା ଜମା ଉଠାଣ କରିଆସୁଥିବା ଅଭିଯୋଗ ହୋଇଛି…

ଯୌତୁକ ପାଇଁ ଶାଶୁ କାଟିଦେଲା ବୋହୁର ହାତ ଆଙ୍ଗୁଠି

ଫୁଲବାଣୀ : ଯୌତୁକ ପାଇଁ ଶାଶୁ ବୋହୁର ଆଙ୍ଗୁଠିକୁ ଧାରୁଆ ଅସ୍ତ୍ରରେ କାଟି ଶରୀରରୁ କରିଦେଲା ଅଲଗା । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ । ପିଡୀତା ଝୁଲଣା ବେହେରା ଆଜିକୁ ଦଶ ବର୍ଷ ପୂର୍ବେ…

ସମ୍ଭାବନା ତରଫରୁ ସାହିତ୍ୟିକ ସମ୍ବର୍ଦ୍ଧିତ

ଫୁଲବାଣୀ : ସମ୍ଭାବନା ସାହିତ୍ୟ ପରିଷଦ ତରଫରୁ କନ୍ଧମାଳର ସାହିତ୍ୟିକ ମାନଙ୍କୁ ଆଜି ଆସ୍କାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ଏକ ରାଜ୍ୟ ସ୍ତରୀୟ ସମାବେଶରେ ସମର୍ଦ୍ଧିତ କରାଯାଇଛି l ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳର ବରିଷ୍ଠ ସାହିତ୍ୟିକ ଆଇନଜୀବୀ ତଥା ଜିଲ୍ଲା…

ଲୋ ଭଲେଟେଜ୍ ଯୋଗୁଁ କ୍ଷତି ସହୁଛି  ଉପଭୋକ୍ତା ଅଭିଯୋଗ ଆଣିଲା   ଭାରତୀୟ ଜାଗରଣ ମଞ୍ଚ

ବ୍ରହ୍ମପୁର : ଲୋ ଭଲେଟେଜ୍ ମାଧ୍ୟମରେ ବିଦ୍ୟୁତ୍ ବିତରଣ କଂପାନୀ ମାନେ ଉପଭୋକ୍ତା ମାନେ ଲୁଟୁଥିବା ଅଭିଯୋଗ କରିଛି ଭାରତୀୟ ଜାଗରଣ ମଂଚ ।ଏନେଇ ଉତ୍କଳ ଆଶ୍ରମ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଦ୍ୟୁତ୍ ସେବା ନିତ୍ୟଆବଶ୍ୟକ ଭାବେ ସମାଜରେ ଆବଶ୍ୟକତା ରହିଛି ।…

ସକାଳ ଖବର କାଗଜ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ସକାଳ ଖବର କାଗଜର ଦ୍ଵିତ୍ତୀୟ ସ୍ଵର୍ଣକ୍ଷେତ୍ର ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଜିଲ୍ଲା ସଦର ମହକୁମା ସ୍ଥିତ ମାଲକାନଗିରି ମହା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା…

ଶିଶୁ ଶ୍ରମିକ ଦେଶର ଭବିଷ୍ୟତ ପାଇଁ ବିପଦ – ଚାଇଲଡ଼ ଲାଇନ

ବ୍ରହ୍ମପୁର : ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଆଜି ଏକ ମାନବ ଶୃଙ୍ଖଳ ଓ ସଚେତନତା ପଦଯାତ୍ରା ସ୍ୱେଚ୍ଛାସେବୀ ସଂଗଠନ ଚାଇଲ୍ଡ ଲାଇନ, ୱାନ୍ ଷ୍ଟପ୍ ସେଟଂର୍ ଏବଂ ଆଇଏସ୍ ଆଦି ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି ପଦଯାତ୍ରାକୁ ମୁଖ୍ୟ ଅତିଥି…