Sign in
Sign in
Recover your password.
A password will be e-mailed to you.
କାର୍ ଭିତରୁ ମିଳିଲା ସୁନା ବିସ୍କୁଟ ସହ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା
ବ୍ରହ୍ମପୁର : ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସୁନା ଚାଲାଣ ରାକେଟ ଧରା ପଡିଛି । କାର୍ ଯାଞ୍ଚ କରିବା ସମୟରେ ଗୁଇନ୍ଦା ଅଧିକାରୀଙ୍କୁ ୨୩ଟି ସୁନା ବିସ୍କୁଟ ଓ!-->…
ରାଜ୍ୟ ବାହାରେ ହେବ ମେକ୍ ଇନ ଓଡ଼ିଶା ରୋଡ଼ ଶୋ
ରାଜ୍ୟ ବାହାରେ ହେବ ମେକ୍ ଇନ ଓଡ଼ିଶା ରୋଡ଼ ଶୋ । ଶିଳ୍ପ ବିଭାଗ ପକ୍ଷରୁ କରାଯିବ କାର୍ଯ୍ୟକ୍ରମ । ନଭେମ୍ବରରେ ହେବାକୁ ଥିବା ମେକ୍ ଇନ ଓଡ଼ିଶା ପୂର୍ବରୁ ଦିଲ୍ଲୀ, କୋଲକାତା, ଚେନ୍ନାଇରେ ହେବ ରୋଡ ଶୋ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟର ତଥା ବିଦେଶରୁ ଶିଳ୍ପପତିଙ୍କୁ!-->…
ଅଗଷ୍ଟ ୧୩ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା: ସିଇସି
ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ତେବେ ଅଗଷ୍ଟ ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ!-->…
ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ
ଭୁବନେଶ୍ବର: ପାରାଦୀପ ବନ୍ଦରରେ ଘରୋଇ ସଂସ୍ଥାକୁ ଅନୁକମ୍ପା ଓ ଲାଞ୍ଚ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ସିବିଆଇ କୋର୍ଟ ଚର୍ଚ୍ଚିତ ଓ ଦେବପ୍ରିୟ ମହାନ୍ତିଙ୍କ ଜାମିନ୍ ଖାରଜ କରିଛନ୍ତି। ଏହି ମାମଲାରେ କେବଳ ବିଲ୍ଡର ଶିଶିର!-->…
ପାରାଦୀପ ପୋର୍ଟ ଲାଞ୍ଚ ମାମଲା: ୭ ଅଭିଯୁକ୍ତଙ୍କୁ ୯ ଦିନ ରିମାଣ୍ଡ ପାଇଁ ଆବେଦନ
ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଓ ଅନ୍ୟ ୬ଜଣ। ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଗିରଫ ଚର୍ଚ୍ଚିତ ମିଶ୍ର ଓ ଅନ୍ୟ ୬ ଜଣଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି ସେମାନଙ୍କୁ CBI କୋର୍ଟରେ ହାଜର କରାଯାଇଥିଲା । ମୋଟ୍ ୭ ଅଭିଯୁକ୍ତଙ୍କୁ ପୁଣି!-->…
ପେଟ୍ରୋଲ ଢାଳି କାର ଜାଳିଦେଲେ ଦୁର୍ବୃତ୍ତ
ପୁରୀ: ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଘର ସାମ୍ନାରେ ଥୁଆ ହୋଇଥିବା ଏକ ଚାରିଚକିଆ ଯାନକୁ ଜାଳି ଦେଲେ ଦୁର୍ବୃତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ ଯାନକୁ!-->…
ଲାବ୍ରାଡର୍ର ମୂତ୍ରାଶୟରୁ ବାହାରିଲା ୫୦ ଗ୍ରାମରୁ ଅଧିକ ଓଜନର ଷ୍ଟୋନ୍
ଭୁବନେଶ୍ୱର: ଏକ ଧଳା ଲାବ୍ରାଡରର ମୂତ୍ରାଶୟ ଏବଂ ପରିସ୍ରାନଳୀରୁ ଅସ୍ତ୍ରୋପଚାର ଜରିଆରେ ବହୁ ପରିମାଣର ପଥର ବାହାର କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ନୂଆଗାଁ ସ୍ଥିତ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍ର ପଶୁ ଚିକିତ୍ସକମାନେ ଏଭଳି ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି। ସାଢ଼େ!-->…
ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧୁରୁଛି: ସ୍ବତନ୍ତ୍ର ରିଲିଫ କମିସନର
ଭୁବନେଶ୍ବର: ବିଗତ ୪ ଦିନ ହେବ ରାଜ୍ୟବ୍ୟାପୀ ବର୍ଷା ଜାରି ରହିଛି। କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବା ବେଳେ ଆଉ କିଛି ଜାଗାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି ଓ ନୂଆପଡ଼ାରେ ଅଧିକ ବର୍ଷା ହୋଇଛି। ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର!-->…
ରାଜଧାନୀରୁ ବ୍ରାଉନସୁଗର ଜବତ, ଜଣେ ଗିରଫ
ଭୁବନେଶ୍ବର: ଭୁବନେଶ୍ୱର ଚକେଇସିଆଣିରୁ ବ୍ରାଉନସୁଗର ଜବତ। ନିଶା ବେପାରୀ ବାବୁ ନାୟକକୁ ଗିରଫ କରିଥି ମଞ୍ଚେଶ୍ୱର ଥାନା ପୁଲିସ । ବାବୁ ନାୟକକ ଠାରୁ ୧୦ଗ୍ରାମ ବ୍ରାଉନସୁଗର ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ। ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ ୧୦ ହଜାର ଟଙ୍କା ହେବ ବୋଲି!-->…
ଲଗାଣ ବର୍ଷାରେ ଭୁଶୁଡ଼ିଲା ସେତୁ, ଯାତାୟତ ବାଧାପ୍ରାପ୍ତ
ବାଲେଶ୍ବର: ଲଘୁଚାପ ବର୍ଷାରେ ବେହାଲ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନ । କେଉଁଠି ରାସ୍ତାରେ ପାଣି ଚାଲିଲାଣି ତ କେଉଠି ପୋଲ ଭୁଶୁଡିଲାଣି । ଲଗାଣ ବର୍ଷାରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କଳା ମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ!-->…