Sign in
Sign in
Recover your password.
A password will be e-mailed to you.
ଦେଶର ଚତୁର୍ଦ୍ଦଶ ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ ଧନଖଡ଼
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜି ଦେଶର ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି। ଏଥିସହ ଧନଖଡ଼ ଦେଶର ଚତୁର୍ଦ୍ଦଶ ଉପ ରାଷ୍ଟ୍ରପତି ହୋଇଛନ୍ତି।ଉପ!-->…
ଆସାମୀଙ୍କ ଭାବନାକୁ ଆଘାତ ପହଞ୍ଚାଇ ଗିରଫ ହେଲେ ବେଙ୍ଗଲ ଲେଖକ
କୋଲକାତା: ଆସାମୀଙ୍କ ଭାବନାକୁ ଆଘାତ ପହଞ୍ଚାଇ ଗିରଫ ହେଲେ ବେଙ୍ଗଲ ଲେଖକ । ‘ବଂଲା ପୋଖୋ’ ନାମକ ଏକ ଛାପା ଗଣମାଧ୍ୟମରେ ବେଙ୍ଗଲର ରାଜନୈତିକ ସମୀକ୍ଷକ ଗର୍ଗ ଚାଟାର୍ଜୀ ଆସାମୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରକାଶ କରି ଗିରଫ ହୋଇଛନ୍ତି। ଗର୍ଗ ଚାଟାର୍ଜୀଙ୍କ ନାମରେ ଗୋଟିଏ ନିର୍ଦ୍ଦିଷ୍ଟ!-->…
ନଦୀରେ ଡଙ୍ଗା ବୁଡ଼ି ୨୦ ଯାତ୍ରୀଙ୍କ ଜୀବନ ଗଲା
ନୂଆଦିଲ୍ଲୀ: ଯମୁନା ନଦୀରେ ବୋଟ୍ ଟ୍ରାଜେଡି। ଉତ୍ତର ପ୍ରଦେଶର ବାନ୍ଦା ନିକଟରେ ଯମୁନାନଦୀରେ ଏକ ଡଙ୍ଗା ବୁଡ଼ି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଏହି ଦୁଃଖଦ ଘଟଣା ଘଟିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।ଡଙ୍ଗାଟିରେ ୩୬ ଜଣ ଲୋକ ଥିଲେ। ସେମାନେ ଫତେପୁର!-->…
ମୁଁ ଯାହାଙ୍କୁ ବିବାହ କରିଛି ସେ ଜଣେ ଖ୍ରୀଷ୍ଟିଆନ୍ : ତେଜସ୍ୱୀ
ପାଟନା: ବିହାରରେ ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହୋଇଥିବା ତେଜସ୍ୱୀ ଯାଦବଙ୍କୁ ନେଇ ଚର୍ଚ୍ଚା। ବାପା ଲାଲୁ ପ୍ରସାଦ ଯାଦବଙ୍କ ପରେ ଆରଜେଡିର ମଙ୍ଗ ସମ୍ଭାଳୁଥିବା ତେଜସ୍ୱୀ ଯୁବ ବୟସରୁ ଜଣେ ପୋଖତ ରାଜନେତା ଭାବେ ଉଭା ହୋଇଛନ୍ତି। ବିଜେପିଠାରୁ ଜେଡିୟୁ ସମ୍ପର୍କ ତୁଟାଇ ଆରଜେଡି ହାତ ଧରି!-->…
ସରକାର କର୍ପୋରେଟଙ୍କ ଫାଇଦାରେ ଅଛନ୍ତି : କେଜ୍ରିୱାଲ
ନୂଆଦିଲ୍ଲୀ: ମାଗଣା ବଣ୍ଟନକୁ କେନ୍ଦ୍ର ବିରୋଧ କରିଆସୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏହାର ପାଲଟା ଜବାବ ଦେଇଛନ୍ତି। କେନ୍ଦ୍ରକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି ଯେ, ସରକାର କର୍ପୋରେଟଙ୍କ ଫାଇଦାରେ ଅଛନ୍ତି। ଦେଶର ସୁପର ଧନୀମାନଙ୍କର ୧୦ ଲକ୍ଷ!-->…
ମେସ ଖାଦ୍ୟର ଗୁମର ଖୋଲିଲେ କନଷ୍ଟେବଲ, କହିଲେ-ଏମିତି ଖାଇବା କୁକୁର ବି ଖାଇବେନି
ଫିରୋଜାବାଦ: ପୁଲିସ୍ କର୍ମଚାରୀଙ୍କୁ ଉତ୍ତର ପ୍ରଦେଶରେ କେମିତି ଖାଇବାକୁ ଦିଆଯାଉଛି, ତା’ର ଗୁମର ଖୋଲିଛନ୍ତି ଜଣେ କନଷ୍ଟେବଲ। ଫିରୋଜାବାଦରେ କାମ କରୁଥିବା ଜଣେ କନଷ୍ଟେବଲ ବୁଧବାର ରାସ୍ତାରେ ଛିଡ଼ା ହୋଇ ମେସରେ ନିମ୍ନମାନର ଖାଇବା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ସେ କାନ୍ଦିବା ସହ ଥାଳି!-->…
ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ ନୀତିଶ କୁମାର
ପାଟନା: ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ ନୀତିଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟରେ ନିଜର ବହୁମତ ସାବ୍ୟସ୍ତ କରିବେ। ଆସନ୍ତା ଅଗଷ୍ଟ ୨୪ରେ ଏହି ଫ୍ଲୋର ଟେଷ୍ଟ ହେବ। ଗତକାଲି ଅଷ୍ଟମଥର ଭାବେ ମୁଖ୍ରମନ୍ତୀ ରୂପେ ଶପଥ ନେଛନ୍ତି ନୀତିଶ କୁମାର।!-->…
ଜିଲ୍ଲା କୋର୍ଟରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ ଉତ୍ସବ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନବରଙ୍ଗପୁର ସେବା କେନ୍ଦ୍ର ତରଫରୁ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେବା କେନ୍ଦ୍ର ନବରଙ୍ଗପୁର ସବ୍ ଜୋନ୍ ମୁଖ୍ୟ ବ୍ରହ୍ମା କୁମାରୀ ନୀଲମ ଦିଦି ଓ ଅନ୍ୟ ଭାଇ ଭଉଣୀ ମାନେ!-->…
ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତର ରାଜୀବ ଗାନ୍ଧୀ ସଭାଗୃହଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବ ଦାମରେଜୁର ମିଳିତ ଆନୁକୂଲ୍ୟରେ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଅନୁଷ୍ଠିତ!-->…
ରକ୍ଷାବନ୍ଧନରେ ଜଗା ବାନ୍ଧିଲା ରାକ୍ଷୀ
ଫୁଲବାଣୀ -ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ l ଘରେ ଘରେ ପାଳିତ ହେଉଛି ଏହି ପର୍ବ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ l ସେହିପରି ଫୁଲବାଣୀ ରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ସୁନା ଭଉଣୀ ସୁଭଦ୍ରା l ଜଗା ନିଜ ଭଉଣୀ!-->…