ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ରକ୍ଷା ବନ୍ଧନ ଉତ୍ସବ

ମାଲକାନଗିରି (୧୧।୮) : ମାଲକାନଗିରି ଜିଲ୍ଲାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଞ୍ଚଳରେ ଥିବା ବିବେକାନନ୍ଦ ପ୍ରଭାତ ଶାଖାରେ ମଧ୍ୟ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି ।

ସ୍ୱାଧୀନତା ଦିବସରେ ରାଜ୍ୟ ସରକାର ମାଗଣାରେ ବଣ୍ଟନ କରିବେ ଜାତୀୟ ପତାକା

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି । ଏହି ଅବସରରେ 'ହର ଘର ତ୍ରିରଙ୍ଗା' ଅଭିଯାନ ପାଇଁ ଘୋଷଣା କରାଯାଇଛି । ସେଥିପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉଡ଼ାଇବାକୁ ଅପିଲ

ଧୂମକେତୁ ଓ ମହାକାଶ ଯାନ ମଧ୍ୟରେ ଧକ୍କା କରାଇବ ନାସା

ନ୍ୟୁୟର୍କ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ଅଭିନବ ଗବେଷଣା କରିବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର ୨୬ରେ ଏକ ମହାକାଶ ଯାନକୁ ଜାଣିଶୁଣି ମହାକାଶରେ ଥିବା ଏକ ଧୂମକେତୁ ସହ ଧକ୍କା କରାଯିବ । ଏହା ଦ୍ବାରା ଉକ୍ତ ଧୂମକେତୁର ଗତିପଥକୁ କେତେ ବଦଳାଯାଇପାରୁଛି ତାହା ଦେଖାଯିବ ।ଏହି

ପିଏମ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ଖୁବ ଶୀଘ୍ର ମିଳିବ ଘର : ଧର୍ମେନ୍ଦ୍ର ପ୍ରଧାନ

ପିଏମ ଆବାସ ଘରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଓଡ଼ିଶା ସରକାରଙ୍କୁ ପରାମର୍ଶରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା, ଆବାସ ପ୍ଲସ ପୋର୍ଟାଲରେ ସଠିକ୍ ତଥ୍ୟ ପ୍ରଦାନ କରିବା, ଯୋଜନାର ତଦାରଖ ଏବଂ ଅନିୟମିତତାରେ ସମ୍ପୃକ୍ତ ଥିବା

କୋଇଲା ଖାଇଗଲେ ବରିଷ୍ଠ ପୁଲିସ ଅଧିକାରୀ ! ପଶ୍ଚିମବଙ୍ଗର ୭ ଜଣ ଆଇପିଏସ୍ ଅଧିକାରୀଙ୍କୁ ଦିଲ୍ଲୀ ଡାକିଲା ଇଡି

କୋଲକାତା: କୋଇଲା ଚୋରାଚାଲାଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗର ୭ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦିଲ୍ଲୀ ଡାକିଛି। ଇଡି ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଜ୍ଞାନବନ୍ତ ସିଂ (ଏଡିଜି, ସିଆଇଡି), କୋଟେଶ୍ୱର ରାଓ, ଏସ

ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ; ଅଫିସରେ ପାନ, ବିଡ଼ି ଓ ଗୁଟଖା ନିଷିଦ୍ଧ

ଭୁବନେଶ୍ୱର: ସରକାରୀ ଅଫିସରେ ପାନ, ଗୁଟଖା, ବିଡ଼ି ଓ ସିଗାରେଟ୍ ସେବନ ନିଷେଦ୍ଧ । କୌଣସି ପ୍ରକାର ନିଶା ଦ୍ରବ୍ୟ ଅଫିସରେ ସବନ କରିପାରିବେ ନାହିଁ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଏନେକି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବୁଧବାର

କର୍କଟ ପୀଡ଼ିତାଙ୍କୁ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଲୋକମାନଙ୍କ ଉପକାର ପାଇଁ ଅନେକ ପଦକ୍ଷେପମାନ ଗ୍ରହଣ କରିଆସିଛନ୍ତି ଏବଂ ଏହି ପରିପ୍ରେକ୍ଷିରେ ଯେପରି କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟକୁ ନେଇ କିଛି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପ୍ରତି ଗୁରୁତ୍ୱ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଜଳ ସମ୍ପଦ ବିଭାଗ -ଏନ୍ ଆଇଓଟି ବୁଝାମଣା, ଉପକୂଳ ସୁରକ୍ଷା ପାଇଁ ମିଳିବ ବୈଷୟିକ ସହାୟତା

ଭୁବନେଶ୍ୱର: ଓଡ଼ିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ଏବଂ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଏନଆଇଓଟି) ମଧ୍ୟରେ ଏକ ବୁଝାମଣା ପତ୍ର ବୁଧବାର ଅପରାହ୍ଣରେ ସ୍ୱାକ୍ଷରିତ ହୋଇଛି। ନିଜସ୍ୱ ଉଦ୍ୟମରେ ରାଜ୍ୟ ସରକାର ରାଜ୍ୟର ୪୮୦ କିଲୋମିଟର ଦୈର୍ଘ୍ୟ

ମୋଦୀ ଯଦି ପ୍ରଧାନମନ୍ତ୍ରୀ ହୋଇପାରୁଛନ୍ତି ନୀତୀଶ କାହିଁକି ହୋଇପାରିବେ ନାହିଁ: ତେଜସ୍ୱୀ

ପାଟନା: ରେକର୍ଡ ଅଷ୍ଟମ ଥର ପାଇଁ ନୀତୀଶ କୁମାର ଗତକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥି ସହ ସେ ଆର୍‌ଜେଡି ଓ ଅନ୍ୟ ଦଳ ସହ ମିଶି ନୂଆ ‘ମହାମେଣ୍ଟ’ ଓ ନୂଆ ବିଜେପି-ବିହୀନ ସରକାର ଗଢ଼ିଛନ୍ତି। ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ

ବୁଦ୍ଧିଜୀବୀ ସମ୍ମିଳନୀ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ସ୍ୱାଧୀନତାର ଅମୃତ ମହୋତ୍ସବର ଶୁଭ ଉଦଘାଟନ ହୋଇ ଯାଇଛି l ସକlଳେ ଶିଶୁମାନଙ୍କ ଦ୍ୱାରା ଗୋପୁଜନ, ରକ୍ଷାବନ୍ଧନ, ପଞ୍ଚସ୍ତରୀଟି ଦୀପଯଜ୍ଞ, ବିଭିନ୍ନ ବସ୍ତି ଓ ସାହିରେ