Sign in
Sign in
Recover your password.
A password will be e-mailed to you.
ରକ୍ଷାବନ୍ଧନ ଉତ୍ସବ ଅବସରରେ ନିବନ୍ଧ ପ୍ରତିଯୋଗିତା
ଛତ୍ରପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଗୁରୁଜୀ, ଗୁରୁମାଙ୍କୁ ନେଇ ଏକ ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଅଂଶ କରିବା ସହ!-->…
ଯକ୍ଷ୍ମାରୋଗର ଆରୋଗ୍ୟ ଓ ନିୟନ୍ତ୍ରଣ ଉପରେ ସଚେତନତା କାର୍ଯ୍ୟକ୍ରମ !
ଛତ୍ରପୁର : ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗଞ୍ଜାମଜିଲ୍ଲା ପକ୍ଷରୁ, ଛତ୍ରପୁର ବିଜ୍ଞାନ ମହା ବିଦ୍ୟାଳୟ ପରିସରରେ ଯକ୍ଷ୍ମାରୋଗର ନିରାକରଣ ଓ ଆଶୁଆରୋଗ୍ୟ ଉପରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଜ୍ଞାନ!-->!-->!-->…
ଘରୋଇକରଣ କୁ ବିରୋଧ କରି ଭାରତୀୟ ଡାକ କର୍ମଚାରୀ ସଂଘ ର ଧର୍ମଘଟ !
ବ୍ରହ୍ମପୁର : ଜାତୀୟ ଡାକ କର୍ମଚାରୀ ସଂଘ ଏବଂ ଫେଡରେସନ ଅଫ- ପୋଷ୍ଟାଲ ଅର୍ଗାନାଇଜେସନ ର ମିଳିତ ଉଦ୍ୟମରେ ଆଗାମୀଦିନରେ ବୃହତ୍ତର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବା ସ୍ୱରୂପ ବୁଧବାର ଗଞ୍ଜାମଜିଲ୍ଲା ବ୍ୟାପୀ ବିଭିନ୍ନ ମୁଖ୍ୟଡାକଘର ଓ ବ୍ରହ୍ମପୁର ମଣ୍ଡଳ ମୁଖ୍ୟଡାକଘର କାର୍ଯ୍ୟାଳୟ ଆଗରେ ଧର୍ମଘଟ!-->…
ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାକଂଗ୍ରେସ କମିଟୀର ପଦଯାତ୍ରା !
ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଓଡିଶାରେ ପ୍ରଥମ ଲବଣ ସତ୍ୟାଗ୍ରହ ହୁମ୍ମା ଠାରୁ ଆରମ୍ଭ କରିଥିଲେ । ଏହି ସ୍ମରଣୀୟ ଦିବସକୁ ଲୋକ ଜାଗରଣ ସୃଷ୍ଟ କରିବା ନିମନ୍ତେ ଜିଲ୍ଲା କଂଗ୍ରେସ!-->…
ଜିଲ୍ଲାର ସମସ୍ତ ଅଞ୍ଚଳରେ ଅଗଷ୍ଟ ୧୩ ତାରିଖ ଠାରୁ ୧୫ ପର୍ଯ୍ୟନ୍ତ ଉଡିବ ଜାତୀୟ ପତାକା
ଛତ୍ରପୁର(୧୦.୦୮) : ରାଜ୍ୟର ସମସ୍ତ ଜିଲ୍ଲାରେ ଚଳିତ ଅଗଷ୍ଟ ମାସ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ଏବଂ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ଦିନରାତି ଉଡିବ ତ୍ରିରଙ୍ଗା ପତାକା । ଏଥି ସହିତ ଅଗଷ୍ଟ ୧୫ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ…
ମାଥିଲି ମେଡିକାଲ ରେ ଡାକ୍ତରଙ୍କ ବଦଳିକୁ ନେଇ ଉତ୍ତେଜନା
ମାଲକାନଗିରି,୧୦।୮: ମାଲକାନଗିରି ଜିଲ୍ଲା ମାଥିଲି ବିଏଲକେ ସ୍ଥିତ ସବଡିଭିଜନ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଜି.ଭୀମେଶ୍ବର ନାୟକଙ୍କ ଚିତ୍ରକୋଣ୍ତାକୁ ମେଡିକାଲକୁ ବଦଳି କରାଯାଇଛି । ତେବେ ମାଥିଲି ମେଡିକାଲରେ ଡାକ୍ତର ଶ୍ରୀ ନାୟକ ଥିବାବେଳ ତାଙ୍କର ଉତ୍ତମ ଚିକିତ୍ସା ଯୋଗୁଁ…
ଭୀମାକୋରେଗାଁ ମାମଲାରେ ବହୁଚର୍ଚ୍ଚିତ ବରବରା ରାଓଙ୍କ ଜାମିନ୍
ନୂଆଦିଲ୍ଲୀ(୧୦/୦୮) : ଭୀମା କୋରେଗାଓଁ ମାମଲାରେ ମେଡିକାଲରେ ତେଲୁଗୁ କବି-କାର୍ଯ୍ୟକର୍ତ୍ତା ବରବରା ରାଓଙ୍କୁ ବୁଧବାର ସୁପ୍ରିମକୋର୍ଟ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ ୟୁ.ୟୁ.ଲଳିତଙ୍କ ନେତୃତ୍ୱରେ ଏକ ବେଞ୍ଚ ତାଙ୍କୁ ଜାମିନ ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରିଥିବା ବେଞ୍ଚ!-->…
ରାଜ୍ୟରେ ୧୦ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ୭୫ ହଜାର କୋଟିର ହେବ ନିବେଶ
ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୭୪ ହଜାର ୬୨୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମଂଜୁରୀ ପରେ ଏନେଇ ସୂଚନା ମିଳିଛି । ଏହି ୧୦ଟି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇବେ ୨୪ ହଜାର ୦୪୭ ଜଣ । ରାୟଗଡ଼ା କାଶୀପୁରରେ!-->…
ସୁନ୍ଦରଗଡ଼ରେ ୨୮୭ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଯୋଡ଼ିପାରୁଛି ‘ଭର୍ଚୁଆଲ କ୍ଲାସ’
ସୁନ୍ଦରଗଡ଼: ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ ସେହି ଶିକ୍ଷକଙ୍କୁ ଶତାଧିକ ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ଦିଆଯାଏ ସେ ଏକ ସମୟରେ ୫ରୁ ୧୦ ହଜାର!-->…
ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ : ୯ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର,୧୦।୮ ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ଜାରି । ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍ସନ୍!-->…