ପାୱାର କରିଡର୍‌ରେ ଚର୍ଚ୍ଚା:ପ୍ରଦୀପ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ୟ୍ୟକାଳ ୩୧ ତାରିଖରେ ସରୁଛି । ତାଙ୍କ ସ୍ଥାନରେ ୧୯୮୯ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ପ୍ରଦୀପ କୁମାର ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି ।ସେନେଇ ଏବେ ପାୱାର କରିଡର୍‌ରେ ଚର୍ଚ୍ଚା ଚାଲିଛି । ୨୦୨୨ ଫେବୃଆରୀରେ ଶ୍ରୀ

ଭାରତର ପ୍ରଧାନ ବିଚାରପତିଙ୍କୁ କ’ଣ ମାଗଣା ଦିଆଯାଏ ? ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ : ରାଜନୈତିକ ଦଳମାନେ ପ୍ରଦାନ କରୁଥିବା ବିଭିନ୍ନ ମାଗଣା ବଣ୍ଟନ ସ୍କିମକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିବାବେଳେ ଖୋଦ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଟାର୍ଗେଟ୍ କରିଛନ୍ତି ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ସିଂ ଚୌଧୁରୀ । ଏକ ଟୁଇଟ କରି ସେ ପ୍ରଶ୍ନ କରିଛନ୍ତି

ଚେର୍ଣ୍ଣୋବିଲ୍ ପରି ପରମାଣୁ ବିଭୀଷିକାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛୁ : ୟୁକ୍ରେନ

ନ୍ୟୁୟର୍କ : ୟୁକ୍ରେନରେ ଥିବା .ୟୁରୋପର ବୃହତ୍ତମ ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଜଝିଆକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ବଢିବାରେ ଲାଗିଛି । ଏହି ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ଚାଲିଥିବା ବୋମାମାଡ଼କୁ ନେଇ ଉଭୟ ରୁଷ ଓ ୟୁକ୍ରେନ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି ।ତେବେ

ବିଜୁଳି ବିଲ୍ କମାଇବାକୁ ପ୍ରତିଶ୍ରୁତି ଦେଲେ ଋଷି ସୁନକ

ଲଣ୍ଡନ୍‌: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୂର୍ବତନ ବ୍ରିଟିଶ ଅର୍ଥମନ୍ତ୍ରୀ ଋଷି ସୁନକ ଗୁରୁବାର ଦିନ ଦେଶର ପରିବାର ପାଇଁ ବଢୁଥିବା ଖର୍ଚ୍ଚର ମୁକାବିଲା ପାଇଁ ବିଜୁଳି ବିଲ୍‌ ହ୍ରାସ ସମେତ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି।ସେ କହିଛନ୍ତି ଯେ

ମୁଁ ଦଳରୁ ଏକମାତ୍ର ଯାଦବ, ମତେ ମନ୍ତ୍ରୀପଦ ମିଳୁ : ଛତ୍ରପତି ଯାଦବ

ପାଟନା: ବିହାରରେ ମହାଗଠବନ୍ଧନ ସରକାରରେ ଭାଗିଦାରି ଥିବା କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିଛି। ନୀତୀଶ କୁମାରଙ୍କ ଜେଡିୟୁ ବିଜେପିଠାରୁ ସମ୍ପର୍କ ତୁଟାଇ ବିହାରରେ କଂଗ୍ରେସ ଓ ଆରଜେଡି ସମେତ ଅନ୍ୟ ବିରୋଧୀ ଦଳ ସହ ହାତମିଳାଇ ମହାମେଣ୍ଟ ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ

୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମମତା !

କୋଲକାତା: ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଦୌଡ଼ରେ ନୀତୀଶ କୁମାର ନଥିବା କହିବା ପରେ ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ। କେନ୍ଦ୍ରରେ ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେବେ ମମତା। ୨୦୨୪ ପାଇଁ ମମତାଙ୍କୁ ପ୍ରଧାନମନ୍ତ୍ରୀ

ଏଣିକି ଘରଭଡ଼ା ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ: ଏଣିକି ଘରଭଡ଼ା ଉପରେ ଲାଗିବ ଦ୍ରବ୍ୟ ଏବଂ ସେବା କର । ଅର୍ଥାତ ଜିଏସଟି। ଘର ଭଡ଼ାରେ ଲାଗିବ ୧୮ ପ୍ରତିଶତ ଜିଏସଟି। ଆସନ୍ତା ଜୁଲାଇ ୧୮ରୁ ନୂଆ ଜିଏସଟି ନିୟମ ଲାଗୁ ହେବ। କିନ୍ତୁ ଏହି ଜିଏସଟି ସବୁ ଘର ଭଡ଼ାଟିଆଙ୍କୁ ଦେବାକୁ ପଡ଼ିବନି। କେବଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ

ଆମିର ‌ଖାନ୍‌ଙ୍କୁ ଆସାମ ନ ଆସିବାକୁ ପରାମର୍ଶ ଦେଲେ ହିମନ୍ତ ବିଶ୍ୱଶର୍ମା

ଗୌହାଟି: ବିବାଦରେ ବଲିଉଡ୍‌ ଷ୍ଟାର ଆମିର ‌ଖାନ୍‌ଙ୍କ ଅଭିନୀତ ନୂଆ ଫିଲ୍ମ ଲାଲ ସିଂ ଚଡ୍ଡା। ଫିଲ୍ମଟିକୁ ନେଇ ଆପତ୍ତି ଉଠିବା ପରେ ଗଣମାଧ୍ୟମରେ ଶିରୋନାମାରେ ରହିଛନ୍ତି ଆମିର। ଫିଲ୍ମକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଆମିରଙ୍କୁ ଲାଗିଛି ଝଟକା। ତାଙ୍କୁ ଏବେ ଆସାମ ଗସ୍ତ ପାଇଁ ମନା ହୋଇଛି।

କୋଭିଡ୍ ସଂକ୍ରମଣ: ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରିକଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍‌ ଜାରିକଲା କେନ୍ଦ୍ର। ସାରା ଦେଶରେ କୋଭିଡ୍ ମହାମାରୀ ବୃଦ୍ଧି ପାଉଥିବାରୁ ସ୍ୱାଧୀନତା ଦିବସ ପାଳନ ସମୟରେ ବଡ଼ ସମାବେଶରୁ ଦୂରେଇ ରହିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କହିଛି। ଏ‌ଥିସହ ମାସ୍କ ପିନ୍ଧିବା,

ସ୍ୱାଧୀନତା ଦିବସ ପୂର୍ବରୁ ରାଜଧାନୀରୁ ମିଳିଲା ୨ ହଜାର ଜୀବନ୍ତ କ୍ୟାଟ୍ରିଜ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ଧରଣର ହମଲା ପାଇଁ ଚାଲିଥିଲା କି ଯୋଜନା? କାରଣ ସ୍ୱାଧୀନତା ଦିବସର ୨ ଦିନ ପୂର୍ବରୁ ଦିଲ୍ଲୀ ପୁଲିସ୍‌କୁ ମିଳିଛି ବିପୁଳ ପରିମାଣର ଜୀବନ୍ତ କ୍ୟାଟ୍ରିଜ୍‌। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ରେଡ୍‌ କରି ପୁଲିସ୍‌ ୨ ହଜାର ଜୀବନ୍ତ କ୍ୟାଟ୍ରିଜ୍‌ ଜବତ