ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୋଲିସଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ

ଭୁବନେଶ୍ବର :ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ। ଏହି ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ପୁଲିସ କର୍ମଚାରୀ ରହିଛନ୍ତି। ସ୍ୱାଧିନତା ଦିବସ ଉପଲକ୍ଷେ ଦିଲ୍ଲୀରେ ଓଡ଼ିଶାର ୪ ପୋଲିସ ଅଧିକାରୀ

ଝାରସୁଗୁଡ଼ାରେ ଝାଡ଼ାବିନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୬୬ରେ ପହଞ୍ଚିଲା

ଝାରସୁଗୁଡା: ଲଖନପୁର ବ୍ଲକରେ ଝାଡ଼ାବିନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୬୬ରେ ପହଞ୍ଚିଛି l ଲଖନପୁର ବ୍ଲକର ବାଦିମାଲ ଓ ପିଥିଣ୍ଡାରୁ ଅନ୍ଯ ଗ୍ରାମକୁ ବ୍ୟାପିଛି ଝାଡ଼ାବାନ୍ତି । ପିଥିଣ୍ଡା ଗାଁରେ ୧୯ ଜଣ ନୂତନ ଭାବେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୪୫ରେ ପହଞ୍ଚିଛି ।

ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ

ପିପିଲି: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍। ଚାଲିଗଲା ଜଣଙ୍କ ଜୀବନ। ଆହତ ହୋଇଛନ୍ତି ୧୫ ଜଣ । ଆଜି ଅପରାହ୍ନ ୫ଟାରେ ପିପିଲି ଟୋଲ ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଜଣକ ବସ୍‌ର ହେଲପର ବୋଲି ଜଣାପଡ଼ିଛି। ତେବେ ତାଙ୍କ ପୂରା ପରିଚୟ

ପୁରୀ ମୁଖ୍ୟ କାରାଗାରରେ କଏଦୀ ଙ୍କ ଆତ୍ମହତ୍ୟା

ପୁରୀ: ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ସୂଚନା । ମୃତ ଯୁବକ ଜଣକ ହେଉଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ବନାଥ ବାରିକ । ବାଥରୁମ୍ ରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା । ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି

ନନ୍ଦନକାନନରେ ବିଶ୍ବ ହାତୀ ଦିବସ ପାଳିତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର 'ନନ୍ଦନକାନନ ପ୍ରାଣୀ ଉଦ୍ୟାନ'ରେ ଆଜି ବିଶ୍ବ ହାତୀ ଦିବସ ପାଳିତ ହୋଇଯାଇଛି। ହାତୀ ଓ ମଣିଷ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି ହାତୀ ବଂଶକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଥିବା ନେଇ ନନ୍ଦନକାନନ

ହୀରାକୁଦରେ ଖୋଲିଲା ୨୦ଟି ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ମହାନଦୀ ଶଯ୍ୟା ହୀରାକୁଦ ତଳ ଅଞ୍ଚଳକୁ ସତର୍କ ସୂଚନା ଜାରି କଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ଯାଇଛି । ତେଣୁ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି ତେଣୁ ସତର୍କ ରହିବା

ପ୍ରଥମ ରାଜ୍ୟ ଭାବେ ନବ ଦମ୍ପତିଙ୍କୁ ବିବାହ ଉପହାର ଦେବେ ଓଡ଼ିଶା ସରକାର

ଭୁବନେଶ୍ବର : ରାଜ୍ୟରେ ବିବାହ କରୁଥିବା ନବ ଦମ୍ପତିଙ୍କୁ ମିଳିବ ସରକାରୀ ଉପହାର। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ବ୍ୟବସ୍ଥା କରୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ 'ନବଦମ୍ପତି ଗିଫ୍ଟ'। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ

ଚୋରକୁ ଚାର୍ଜର ବିକିବା ପରେ ମୋବାଇଲ ଦୋକାନୀଙ୍କ ଆକାଉଣ୍ଟ ଅଚଳ

ଚାର୍ଜର ବିକି ଫସିଗଲେ ମୋବାଇଲ ଦୋକାନୀ । ଚୋରି ମୋବାଇଲ ଫୋନରୁ ଡିଜିଟାଲ ପେମେଣ୍ଟ କରି ଖସିଗଲା ଅଭିଯୁକ୍ତ । ଏବେ ସାଇବର ଥାନା ପୋଲିସ ଦୋକାନୀଙ୍କ ଆକାଉଣ୍ଟକୁ ଅଚଳ କରି ତଦନ୍ତ ଚଳାଇଛି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରୁ ସପିଂ କରିଥିଲା ଚୋର । ଭୁବନେଶ୍ୱର ବାପୁଜୀନଗରର ଏକ ଦୋକାନରୁ

ବଢୁଛି କାଠଯୋଡ଼ି ଓ ମହାନଦୀର ଜଳସ୍ତର

କଟକ: କଟକରେ ଲଗାଣ ବର୍ଷା। ଗତକାଲି ରାତିରୁ ସହରରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ। ବଢୁଛି କାଠଯୋଡ଼ି ଓ ମହାନଦୀର ଜଳସ୍ତର। ମୁଣ୍ଡଲୀ ବ୍ୟାରେଜ ଦେଇ ୩ଲକ୍ଷ ୭୮ହଜାର ୫୨୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜ ବ୍ୟାରେଜ ଦେଇ ୧ଲକ୍ଷ ୪୮ହଜାର ୫୫ କ୍ୟୁସେକ୍‌ ଜଳ

ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଛାଡିଲେ ୫୦ରୁ ଅଧିକ ନେତା

ଭୁବନେଶ୍ବର: କଂଗ୍ରେସ ଦଳ ମଧ୍ୟରେ କନ୍ଦଳ । କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ରାଜ୍ୟ ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରି ୫୦ରୁ ଅଧିକ ନେତା ଦଳ ଛାଡିଥିବା ସୂଚନା ମିଳିଛି । ଯେଉଁମାନଙ୍କ ମଧ୍ୟରେ ୧୦ ଜଣ