ପାରିବାରିକ ବିବାଦରୁ ୧୧ଜଣଙ୍କୁ ଗୁଳି କରି ହତ୍ୟା

ବେଲଗ୍ରେଡ: ସର୍ବିଆର ମୋଣ୍ଟେଗ୍ରୋ ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଟିଞ୍ଜେ ସହରରେ ପାରିବାରିକ ବିବାଦରୁ ଜଣେ ବନ୍ଧୁକଧାରୀ ୧୧ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ସେଠାକାର ଷ୍ଟେଟ ପ୍ରୋସିକ୍ୟୁଟର ପହଞ୍ଚି ୯ଜଣଙ୍କ ମୃତଦେହ ସହିତ ୨ ଗୁରୁତରଙ୍କୁ

ଦୁର୍ଦ୍ଦାନ୍ତ ହାତୀ ଶିକାରୀ ଶେଖ୍‌ ରଜାକ ଗିରଫ

କଟକ : ରାଜ୍ୟର ଅଧା ଜଙ୍ଗଲ ଥିଲା ଶେଖ୍‌ ରଜାକର କବ୍‌ଜାରେ। ସେ ହାତୀଙ୍କ ଗତିବିଧି ନିୟନ୍ତ୍ରଣ ଓ ଶିକାର ପାଇଁ ସୁପାରି ଦେଉଥିଲା। ବଛାବଛା ଶିକାରୀ ଓ ମାଫିଆଙ୍କୁ ଟାର୍ଗେଟ୍‌ ବି ଦେଉଥିଲା। କେଉଁ ଅଞ୍ଚଳରେ କିଏ ଶିକାର କରିବ ଓ ଦାନ୍ତ ଆଣିଦେବ, ସେସବୁକୁ ବି ସେ ନିୟନ୍ତ୍ରଣ କରୁଥିଲା।

ଦବିଗଲା ବିଜୁ ସେତୁ ରାସ୍ତା, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି (୧୨/୮) : ଗାଁ କୁ ଗାଁ ସଂଯୋଗ କରିବା ରାସ୍ତା ମଧ୍ୟରେ ରହିଥିବା ନଦୀ ଉପରେ ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ କରୁଥିବା ବେଳେ କାମ ନିମ୍ନ ମାନର ଯୋଗୁଁ ସେତୁରେ ରହିଥିବା ଗାର୍ଡୱାଲ ଭାଙ୍ଗିଯାଇ ରାସ୍ତା ଦବିଗଲାଣି । ପାଡ଼ାନକେତା-ମାଣ୍ଡୁବାଡ଼ି ରାସ୍ତା ଉପରେ

ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଜଣେ ଗିରଫ

ଭଞ୍ଜନଗର(୧୨/୮) : ତାରସିଂ ଥାନା ଅନ୍ତର୍ଗତ ହରିଗଡ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ରେ ଜଣେ ବ୍ୟକ୍ତି ଗିରଫ ହୋଇଥିବା ଜଣାପଡିଛି। ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ଙ୍କ ସୂଚନା ପ୍ରକାରେ ହରିଗଡ ଗ୍ରାମର ବିଷିକେଶନ ନାୟକ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ଜନୈକ ଏକ

ଅନ୍ତର୍ଜାତୀୟ ହସ୍ତୀ ଦିବସ

ଭଞ୍ଜନଗର : ଏଠାରୁ ପ୍ରାୟ ତିନି କିଲୋମିଟର ଦୂର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ କୋଦଣ୍ଡା ଠାରେ ହାତୀ ଦିବସ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ମୁଖ୍ୟବକ୍ତା

ଶ୍ରୀ ଭରତପତି ମହାବିଦ୍ୟାଳୟରେ ୪୩ତମ ପ୍ରତିଷ୍ଠା ଦିବସ ଉତ୍ସବ

ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତ ପତି ମହାବିଦ୍ୟାଳୟ ରେ ଶୁକ୍ରବାର ୪୩ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି

ମନ୍ତ୍ରୀଙ୍କ ଦ୍ବାରା ପାତ୍ରପୁର ମେଡ଼ିକାଲରେ ଏକ୍ସ-ରେ ମେସିନ ଉଦଘାଟିତ

ପାତ୍ରପୁର - ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଏକ୍ସ-ରେ ମେସିନ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଙ୍କ ଦ୍ବାରା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ପାତ୍ରପୁର ମେଡ଼ିକାଲରେ ଏକ୍ସ-ରେ ମେସିନ ନଥିବାରୁ ରୋଗୀ ମାନେ ବାହାରେ ଏକ୍ସ-ରେ କରି ବହୁ

ନାଟ୍ୟକାର ରଣଜିତ୍ ପଟ୍ଟନାୟକ ଓଡ଼ିଆ ନାଟ୍ୟ ଜଗତର ଏକ ଅମ୍ଳାନ ପ୍ରତିଭା : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର, ତା. ୧୨/୦୮ : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ସୁବାରାଓ ଛକ ସ୍ଥିତ କାର୍ଯ୍ୟାଳୟ ପରିସରରେ ପ୍ରଜ୍ଞାଦୀପ୍ତ ନାଟ୍ୟକାର ରଣଜିତ୍ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟକାରୀ

ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କୃମି ନାଶକ ଦିବସ ର ଶୁଭାରମ୍ଭ

ଛତ୍ରପୁର : ମୁନିସପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ ଦିବସ ର ଶୁଭାରମ୍ଭ ହୋଇଯାଇଛି l ଡା ସୁଦର୍ଶନ ସାହୁ ଓ ଡା ସନ୍ତୋସିନୀ ସେଠି ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ଉକ୍ତ କାର୍ଯ୍ୟକ୍ରମ ସାରା ଛତ୍ରପୁର ବ୍ଲକ ରେ 1 ରୁ 19

ଛତ୍ରପୁରଠାରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଛତ୍ରପୁର : ଆଜାଦୀ କୀ ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଛତ୍ରପୁର ବିଜେପି ପକ୍ଷରୁ ଶୁକ୍ରବାର ଶୋଭାଯାତ୍ରା ମାଧ୍ୟମରେ ଏକ ସଚେତନତା କରାଯାଇଛି । ଆଜି ଅପରାହ୍ନରେ ଛତ୍ରପୁର ସ୍ଥିତ ପୁତିଗୋପାଳପୁର ଠାରୁ ଦଳୀୟ ନେତା ଓ କର୍ମୀ ମାନେ ହାତରେ