Sign in
Sign in
Recover your password.
A password will be e-mailed to you.
ଆଜିଠାରୁ ଆରମ୍ଭ ହେଉଛି ‘ହର ଘର ତ୍ରିରଙ୍ଗା’ ଅଭିଯାନ
ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ 'ହର ଘର ତ୍ରିରଙ୍ଗା' ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଭିଯାନ 13 ରୁ 15 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏଭଳି ପରିସ୍ଥିତିରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ବ୍ୟବହାର ଏବଂ ଉତ୍ତୋଳନ ସହ ଜଡିତ ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ ଅନୁଯାୟୀ ନିୟମ!-->…
ବୈତରଣୀ ନଦୀକୁ ଧସିଲା ୨୦ନଂ ଏନଏଚ୍ ରାସ୍ତାର ନିର୍ମାଣାଧୀନ ସୁରକ୍ଷା ପ୍ରାଚେରୀ
ଭଦ୍ରକ: ଲଘୁଚାପ ଜନିତ ୪ଦିନ ହେବ ଲଗାଣ ବର୍ଷାରେ ଆରଡି ନିକଟସ୍ଥ ବୋଡକ ନିକଟରେ ବୈତରଣୀକୁ ପୁଣି ଧସିଲା ୨୦ନଂ ଜାତୀୟ ରାଜପଥର ନିର୍ମାଣଧୀନ ସୁରକ୍ଷା ପ୍ରାଚେରୀ। ଆଖଣ୍ଡଳମଣି କୁଆଖିଆକୁ ସଂଯୋଗ କରୁଥିବା ୨୦ ନଂ ଜାତୀୟ ରାଜପଥ ବୋଡକ ନିକଟରେ ବୈତରଣୀ ନଦୀବନ୍ଧ ସହ ସଂଯୋଗ କରି ଯାଇଥିବାରୁ ଗତ ୨!-->…
ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ ଗେଟ୍, ମୋଟ ୨୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ । ଡ୍ୟାମ୍ରୁ ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମପାର୍ଶ୍ୱରୁ ୧୬ଟି ଗେଟ୍ ଖୋଲାଯାଇଥିବାବେଳେ ଡାହାଣ ପାର୍ଶ୍ୱରୁ ୮ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ଜଳସ୍ତର ରହିଛି ୬୧୬.୯୧ ଫୁଟ । ପ୍ରବେଶ କରୁଛି!-->…
ବନ୍ୟା ଜଳରେ ବୁଡିଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ପାହାଚ
କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ଏ ପର୍ଯ୍ୟନ୍ତ ଚଳିତ ବର୍ଷର ବନ୍ୟା ଜଳ ମନ୍ଦିର ମଧ୍ୟକୁ ପ୍ରବେଶ କରିନାହିଁ । ହୀରାକୁଦ ଡ଼୍ୟାମରୁ ଛଡା ଯାଇଥିବା ପ୍ରଥମ ପାଞ୍ଚୋଟି ଗେଟର ପାଣି ଆଜି ସକାଳେ ଅତିକ୍ରମ କରି ଯାଇଛି । ଯାହାଫଳରେ ଏହି ପାଣି ମା'ଙ୍କ!-->…
ସ୍ବାଧୀନତା ଦିବସ ପୂର୍ବରୁ ସାରା ଦେଶରେ ହାଇଆଲର୍ଟ
ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଆଜାଦି କା ଅମୃତ ମହୋତ୍ସବ ପାଳନ ନେଇ ନାନା କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଅବସରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ଏବଂ ଦେଶ ବିରୋଧୀ ଶକ୍ତି। ବିଭିନ୍ନ ସ୍ଥାନରେ ଆତଙ୍କବାଦ!-->…
ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର ! ନିଷ୍ପତ୍ତି ନେବ ପରିଚାଳନା କମିଟି
ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି କି ନାହିଁ ତାହା ପରିଚାଳନା କମିଟି ନିଷ୍ପତି ନେବ । ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଓ ଆଇନ ବିଭାଗର ଅନୁମୋଦନ ପରେ ଭିତର ରତ୍ନଭଣ୍ଡାର ଖୋଲିପାରିବ ।
ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର!-->!-->!-->…
ଘରଭଡା ଉପରେ ଦେବାକୁ ପଡିବ ୧୮ପ୍ରତିଶତ ଜିଏସଟି
ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।
ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ ପକ୍ଷରୁ!-->!-->!-->…
ଆରଏସ୍ଏସ ନିଜ ଡିପିରେ ଲଗାଇଲା ତ୍ରିରଙ୍ଗା, ମୁଖ୍ୟାଳୟରେ ଉଡ଼ାଇଲା ଜାତୀୟ ପତାକା
ନାଗପୁର: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ୍) ନିଜର ସୋଶାଲ ମିଡିଆ ଆକାଉଣ୍ଟର ଫୋଟ ପରିବର୍ତ୍ତନ କରିଛି। ପୂର୍ବରୁ ଆରଏସ୍ଏସ୍ ନିଜ ଡିପିରେ ଗେରୁଆ ପତାକା ଲଗାଇଥିଲା। ହେଲେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ!-->…
ବଦଳିବ ନିଟ୍, ଜେଇଇ ଓ ସିୟୁଇଟି ପରୀକ୍ଷା ପଦ୍ଧତି; ଏନଟିଏ ନେବ ପରିଚାଳନା ଦାୟିତ୍ୱ
ଭୁବନେଶ୍ୱର: ମେଡିକାଲ୍, ଇଞ୍ଜିନିୟରିଂ ୟୁଜି(ସ୍ନାତକ) ନାମଲେଖା ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ଏନଟିଏ ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷାଗୁଡ଼ିକୁ ଏକ ସମୟରେ କରାଯିବ। ଏହି ପରୀକ୍ଷାର ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀ ମେଡିକାଲ୍, ଇଞ୍ଜିନିୟରିଂ କିମ୍ବା ସ୍ନାତକ ନାମଲେଖା!-->…
ଦୀପିକାଙ୍କ ଧାରଣାସ୍ଥଳରେ ପାଟିତୁଣ୍ଡ ଘଟଣା : ଉଭୟ ପକ୍ଷରୁ ଥାନାରେ ୩ ମାମଲା ରୁଜୁ…
ବ୍ରହ୍ମପୁର: ଗାନ୍ଧୀନଗରର କେ ଦୀପିକା ସ୍ତ୍ରୀର ମାନ୍ୟତା ସହ ପୁଅର ପରିଚୟ ଦାବି ନେଇ ଦେଶୀ ବେହେରା ସାହିରେ ଧାରଣାରେ ବସିରହିଛନ୍ତି । ତାଙ୍କୁ ସହଯୋଗ କରିବା ନିମନ୍ତେ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାସ୍ଥଳରେ ରହି ତାଙ୍କୁ ସହଯୋଗ କରୁଛନ୍ତି । ଗତକାଲି ଏହି ଘଟଣାକୁ କେନ୍ଦ୍ରକରି ଦୀନେଶଙ୍କ!-->…