ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବା ରାଜୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଏବେ ସେ ଆଇସିୟୁରେ

ପୁଣିଥରେ କରୋନା ପଜିଟିଭ୍ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସରକାରୀ ପ୍ରୋଟୋକଲ ଅନୁଯାୟୀ ତାଙ୍କୁ କ୍ଵାରେଣ୍ଟିନ୍ ରେ ରଖାଯିବ। କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ଜୟରାମ ରମେଶ ଟ୍ୱିଟରେ ଲେଖିଛନ୍ତି ଯେ, ଆଜି କଂଗ୍ରେସ ସଭାପତି

ବିପଦ ସଂକେତ ଉପରେ ବୈତରଣୀ, ଜଳକା

ଭଦ୍ରକ : ଆଖୁଆପଦାରେ ବିପଦ ସଂକେତ ଟପିଲା ବୈତରଣୀ ନଦୀ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା । ଦିନ ୧୨ଟା ସୁଦ୍ଧା ଆଖୁଆ ପଦାରେ ଜଳସ୍ତର ୧୭.୮୮ ମିଟର । ଆଖୁଆପଦାରେ ବୈତରଣୀ ର ବିପଦ ସଂକେତ ୧୭.୮୩ ମିଟର ।ବସ୍ତାର ମଥାନୀରେ ବିପଦ ସଂକେତ ଟପିଲା ଜଳକା ନଦୀ । ଦିନ ଗୋଟାଏ

୨୮ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟା ଆଶଙ୍କା ନେଇ ଖୋଦ୍ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି। ଯଦିଓ ସେ ଗତକାଲି କହିଥିଲେ ଯେ ରାଜ୍ୟରେ ବିଭିନ୍ନ ନଦୀର

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ

ଲଘୁଚାପ ସକ୍ରିୟ : ୧୪ ଜିଲ୍ଲାକୁ ଅରେଞ୍ଜ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଶନିବାର ୧୪ ଜିଲ୍ଲାକୁ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରିକରାଯାଇଥିବା ବେଳେ ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,

ସ୍ୱାଧୀନତା ଦିବସ ପରେଡ୍ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତି ଶେଷ

ଭୁବନେଶ୍ବର: ଦିନକ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଆଜି ରାଜ୍ୟସ୍ତରୀୟ ପରେଡ୍ ପାଇଁ ଫୁଲ୍ ଡ୍ରେସ୍ ରିହରର୍ସାଲ କରାଯାଇଛି । ପୋଲିସ ଡିଜିଙ୍କ ଉପସ୍ଥିତିରେ ଫୁଲ୍ ଡ୍ରେସ୍ ରିହରର୍ସାଲ

ଟୁଇନ୍‌ ସିଟିରେ ପ୍ରବଳ ବର୍ଷା, ଯାତାୟାତରେ ସମସ୍ୟା

ଭୁବନେଶ୍ୱର: ଉତ୍ତର-ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଟୁଇନ୍‌ ସିଟିରେ ଦିନସାରା ବର୍ଷା ଲାଗି ରହିବ। ଏହା ଯୋଗୁ ସହରର ଜଳବନ୍ଦୀ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ସେ

ଫୁଲୁଛି ମହାନଦୀ

କଟକ : ଗତ ୭ତାରିଖ ଅପରାହ୍ଣରୁ କ୍ରମାଗତ ଭାବେ ତିଗିରିଆ ଅଞ୍ଚଳରେ ବର୍ଷା ଲାଗି ରହିଛି । ବର୍ଷାରେ ସମଗ୍ର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଗୋଟିଏ ପଟେ ଧାନଚାଷକୁ ନେଇ କୃଷି କ୍ଷେତ୍ରରେ କୃଷକ ଓ କୃଷି ଶ୍ରମିକ ତତ୍ପର ହୋଇଉଠିଥିବା ବେଳେ ଅଞ୍ଚଳରେ ବିଭିନ୍ନ ପନିପରିବା ଫସଲ ନଷ୍ଟ

୧୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି । ଓଡିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ପବନ ସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏ ରହିବ । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ୧୫ ତାରିଖ ଯାଏ ସମୁଦ୍ର