Sign in
Sign in
Recover your password.
A password will be e-mailed to you.
ବଳପୂର୍ବକ ଋଣ ଆଦାୟ ଉପରେ ନିୟମ କଡ଼ାକଡ଼ି କଲା ରିଜର୍ଭ ବ୍ୟାଙ୍କ
କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ କରିବା ଓ ନିର୍ଯ୍ୟାତନା ନଦେବା ଲାଗି ନିୟମ କଡାକଡି । ଗ୍ରାହକଙ୍କଠାରୁ ଋଣ ଅର୍ଥ ଆଦାୟ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି। ଏନେଇ ସବୁ ବ୍ୟାଙ୍କ ଓ!-->…
୧୯୮ ନୂଆ ଓଆର୍ଏସ୍ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର
ଭୁବନେଶ୍ବର: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ରାଜସ୍ବ ସେବା (ଓଆର୍ଏସ୍) ଗ୍ରୁପ୍-ବି କ୍ୟାଡର୍ ରେ ନୂତନ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ବର୍ତମାନ ଓଆର୍ଏସ୍ ପଦବୀ ସଂଖ୍ୟା ୧୦୯୨ ରହିଛି। ସେଥି ମଧ୍ୟରୁ ୭୯ଟି ପଦବୀ ଛୁଟି, ଡେପୁଟେଶନ ଓ ଟ୍ରେନିଂ ରିଜର୍ଭ!-->…
ଲଗାଣ ବର୍ଷାରେ ଭାଙ୍ଗିଲା ଘର: କାନ୍ଥ ପଡି ୨ ଗୁରୁତର
ସୋନପୁର: ସୋନପୁର ସହର ୨ ନମ୍ବର ଓ୍ବାର୍ଡର କଳିଙ୍ଗନଗରଠାରେ ଗୁରୁବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲଗାଣ ବର୍ଷାରେ ମାଟି କାନ୍ଥ ଓଦା ହୋଇ ପଡି ଯିବାରୁ ବାବୁଲି ଟୁଡୁ(୪୦)ଙ୍କ ଘର ଭାଙ୍ଗିଛି। ଏହି ସମୟରେ ଘରେ ଶୋଇଥିବା ବାବୁଲିଙ୍କ ସ୍ତ୍ରୀ ଶାନ୍ତି(୩୫) ଓ ବଡ ଝିଅ ମୌସୁମୀ(୧୩)ଙ୍କ ଉପରେ!-->…
ରାଜସ୍ଥାନରେ ୧ କୋଟି ସ୍କୁଲ ପିଲା ଏକାସଙ୍ଗରେ ଦେଶାତ୍ମକବୋଧ ଗୀତ ଗାଇ ବିଶ୍ୱ ରେକର୍ଡ
ଜୟପୁର: ବିଶ୍ୱ ରେକର୍ଡ କରିଛି ରାଜସ୍ଥାନ। ଦେଶରେ ଅମୃତ ମହୋତ୍ସବ ଚାଲିଥିବା ବେଳେ ରାଜସ୍ଥାନରେ ୧ କୋଟି ସ୍କୁଲ ପିଲା ଏକାସଙ୍ଗରେ ଦେଶାତ୍ମକବୋଧ ଗୀତ ଗାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପିଲା ସାମିଲ ହୋଇଥିଲେ। ପୂରା ରାଜ୍ୟରେ ୧ କୋଟି ପିଲା ସକାଳ ୧୦.୧୫ରୁ!-->…
ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା
ଭୁବନେଶ୍ବର: ରାଜଧାନୀରେ ଆଜି ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ହୋଇଥିବାର ସୂଚନା ମିଳିଛି। ବ୍ରିଜ ଉପରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛପଟୁ ଏକ ବାଲି ବୋଝେଇ ହାଇୱା ପିଟିଛି। ଉଭୟ ଗାଡ଼ି ନଷ୍ଟ ହୋଇଛି।
ତେବେ ହାଇୱା ଚାଳକ ମୃତ୍ୟୁମୁଖରୁ ଅଳ୍ପକେ!-->!-->!-->…
ଛୁରାମାଡ଼ର ଶିକାର ହେବା ପରେ ଭେଣ୍ଟିଲେଟରରେ ସଲମାନ ରୁଶଦି, ଆଖି ପ୍ରତି ବିପଦ!
ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଅନ୍ତର୍ଜାତୀୟ ଇଂରାଜୀ ସାହିତ୍ୟର ଜଣାଶୁଣା ଲେଖକ ସଲମାନ ରୁଶଦିଙ୍କୁ ଏକ କାର୍ଯ୍ୟକ୍ରମ ସମୟରେ ଶୁକ୍ରବାର ଛୁରାମାଡ଼ ହୋଇଛି । ସଲମାନ ରୁଶଦିଙ୍କୁ ନ୍ୟୁୟର୍କର ଏକ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇଛି । ସର୍ଜରୀ ପରେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇପାରେ!-->…
୨୦ ଲକ୍ଷ ଟଙ୍କା ସହ ଏଟିଏମ ଲୁଟିନେଲେ ଲୁଟେରା
ସମ୍ବଲପୁର : ଏବେ ଏଟିଏମ ଲୁଟର ନୂଆ ତରିକା ଆପଣାଇଛନ୍ତି ଲୁଟେରାମାନେ । ପ୍ରଥମେ କେବଳ ଏଟିଏମରୁ ଟଙ୍କା ଲୁଟ କରୁଥିବା ବେଳେ ଏବେ ଟଙ୍କା ସହ ଏଟିଏମ ଲୁଟି ନେଉଛନ୍ତି ଲୁଟେରା । ପ୍ରଥମେ ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ତ ଏବେ ପୁଣି ସମାନ ଘଟଣା ସମ୍ବଲପୁରରେ!-->…
ଆାଜି ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବରେ ଶପଥ ନେବେ ଦୁଇ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ
କଟକ: ଆାଜି ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବରେ ଶପଥ ନେବେ ଦୁଇ ଜଣ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଉଭୟଙ୍କୁ ଶପଥପାଠ କରାଇବେ । ଓଡ଼ିଶା ହାଇକୋର୍ଟର ଏହି ଦୁଇ ବିଚାରପତିଙ୍କୁ ରାଷ୍ଟ୍ରପତି!-->…
କଟକ ନଗର କଂଗ୍ରେସର ସଭାପତି ହେଲେ ସୁରେଶ ମହାପାତ୍ର
ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ଙ୍କ ପକ୍ଷଛେଦନ କରିଛି କଂଗ୍ରେସ। ମୋକିମଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ତଥା ତାଙ୍କର ଏକାନ୍ତ ଅନୁଗତ ଗିରିବାଳା ବେହେରାଙ୍କୁ ଅନ୍ତର କରି ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କୁ ନଗର କଂଗ୍ରେସ ସଭାପତି ଭାବେ ନିଯୁକ୍ତ!-->…
ବାଘ ଶିକାରୀଙ୍କୁ ଧରାଇଦେଲା ଫଟୋ
ନୟାଗଡ଼: ୪ ବର୍ଷ ତଳେ ୪ଜଣ ବ୍ୟକ୍ତି କଲରାପତରିଆ ବାଘ ଶିକାର କରିଥିଲେ। ଜଣେ ଶିକାରୀ ମୃତ ବାଘ ସହ ଫଟୋ ଉଠାଇଥିଲେ। ଏବେ ସେହି ଫଟୋ ସେମାନଙ୍କୁ ଧରାଇଦେଇଛି। ଏହି ଘଟଣାରେ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜ ବନ କର୍ମଚାରୀମାନେ ଗୁରୁବାର ସମ୍ପକ୍ତ ଶିକାରୀ ସଞ୍ଜୟ ସ୍ବାଇଁଙ୍କୁ ଗିରଫ!-->…