Sign in
Sign in
Recover your password.
A password will be e-mailed to you.
ଥାଲାସେମିଆ ସଚେତନତା ଓ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ…
ବ୍ରହ୍ମପୁର : ଥାଲାସେମିଆ କେୟାର ସୋସାଇଟି ଏବଂ ବାଙ୍ଗୋଲୋର ନାରାୟଣ ହୃଦ୍ରାଳୟ ମିଳିତ ଆନୁକୂଲ୍ୟରେ ଥାଲାସେମିଆ ସଚେତନତା ଓ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ସ୍ଥାନୀୟ ଅଯୋଧ୍ୟା ନଗର ସ୍ଥିତ ପ୍ରାପ୍ତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର!-->…
ବନ୍ୟପ୍ରାଣୀ ସପ୍ତାହ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା
କାଲିମେଳା : ଆଜି କାଲିମେଳା ବନବିଭାଗ ପକ୍ଷରୁ ୬୮ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଏକ ଚିତ୍ରଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜନ କରାଯାଇଛି । ଆଜିର ଏହି ପ୍ରତିଯୋଗିତାକୁ ରେଞ୍ଜ ଅଫିସର!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଆୟୋଜିତ…
ବ୍ରହ୍ମପୁର : ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଜିଲ୍ଲା ଜର୍ଜ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତରେ ଦେବାନୀ,!-->…
ଲଗାଣ ବର୍ଷାରେ ସ୍କୁଲ ଛାତ୍ର, ଛାତ୍ରୀଙ୍କ ପ୍ରଭାତ ଫେରି…
ଉମରକୋଟ : ଲଗନା ବର୍ଷା କୁ ଖାତିର ନକରି ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପତକା ଉତ୍ତଳନ କରି ଜାତୀୟ ସଂଗୀତ ରଘୁପତି ରାଘବ ଗୀତ ଗାଇ କଳିଆପଦର ଗାଁ ପରିକ୍ରମା କରି କରିଥିଲେ l ହର ଘର ତୀରଙ୍ଗା ଏହି ସ୍ୱାଧୀନତା ର 75 ବର୍ଷର ଅମୃତ ମହୋତ୍ସବ ପାଳନ କରିବା ପାଇ ଲଘୁଚାପ ବର୍ଷାକୁ ଖାତିର ନ!-->…
୧୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି
ଓଡିଶା ପାଇଁ ରେଡ ୱାର୍ଣ୍ଣିଂ ଜାରି । ଆଜି ଓ ଆସନ୍ତାକାଲି ପାଇଁ ଏହି ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ଛତିଶଗଡକୁ ଆଜି ପାଇଁ ଅରେଞ୍ଜ ଓ ଆସନ୍ତାକାଲି ପାଇଁ ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ!-->…
ପତ୍ନୀଙ୍କ ସହ ଘରେ ତ୍ରିରଙ୍ଗା ଲଗାଇଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ 'ହର ଘର ତିରଙ୍ଗା' ଅଭିଯାନ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନରେ ଦେଶର ଅନେକ ଲୋକ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇଥିବାର ଦେଖିବାକୁ ମିଳିଛି। ଏହିକ୍ରମରେ ଶନିବାର ସକାଳେ!-->…
‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ଅଭିନେତା ଅମୀର ଖାନ୍
ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା'କୁ ନେଇ ବିବାଦ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଏହି ଚଳଚିତ୍ରକୁ ବୟ କଟ କରିବାକୁ ମଧ୍ୟ ଦାବି ହେଉଛି । ତେବେ ଏହାରି ମଧ୍ୟରେ ଅଭିନେତା ଅମୀର ଖାନ 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନରେ ସାମିଲ ହୋଇ ,ମୁମ୍ବାଇ ସ୍ଥିତ ନିଜ!-->…
କମନ ୱେଲଥ ଗେମ୍ ମେଡ଼ାଲ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରେ ଭାରତରେ ସୁବର୍ଣ୍ଣ ଯୁଗ ଚାଲିଛି ବୋଲି ଆଜି ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତୀୟ ଖେଳାଳିମାନଙ୍କୁ ନିଜ ବାସଭବନରେ ଆପ୍ୟାୟନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ!-->!-->!-->…
ଏନ୍ ଆଇ ଟି ର ୧୯ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ରାଉରକେଲା: ଆମ ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ଵ ବଢ଼ିଯାଇଛି। ନିଜେ ପ୍ରତିଷ୍ଠିତ ହୋଇ ସମାଜର ବିକାଶ ପାଇଁ ନିଜର ଦାୟିତ୍ୱବୋଧକୁ ନିର୍ବାହ କରିବା। ସମସ୍ତେ ଆଗାମୀ ୨୫ ବର୍ଷ ଯାଏଁ ଦାୟିତ୍ଵ ନେବାକୁ ଆହ୍ବାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଉରକେଲାସ୍ଥିତ ଜାତୀୟ!-->…
ଭାରତ ପାଇଁ ପୃଥିବୀ ବାହାରୁ ଆସିଲା ଶୁଭେଚ୍ଛା ବାର୍ତ୍ତା
ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ଭାରତର ସ୍ୱାଧୀନତାକୁ ୭୫ ବର୍ଷ ପୂରିଯିବ। ଏଥିସହ ଦେଶ ସ୍ୱାଧୀନତାର ୭୬ ବର୍ଷରେ ପାଦ ଦେବ। ଏହି ୭୫ ବର୍ଷର ସ୍ୱାଧୀନତାକୁ ଦେଶବାସୀ ବେଶ ଗର୍ବର ସହ ପାଳନ କରୁଛନ୍ତି। ଚାରିଆଡ଼ୁ ଏଥିପାଇଁ ଭାରତକୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଛି। ହେଲେ ଏବେ ପୃଥିବୀ!-->…