Sign in
Sign in
Recover your password.
A password will be e-mailed to you.
ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଓଡିଶା ଜୀବିକା ମିଶନ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ ଓ!-->!-->!-->…
ସ୍ୱାଭିମାନ ଅଞ୍ଚଳରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ…
ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ ଅନ୍ତର୍ଭୁକ୍ତ ବଡ଼ପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତରଫରୁ ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା ଓ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ!-->!-->!-->…
ଜୁଆ ଆଡ୍ଡା ରେ ଚଢାଉ : 36,440 ଟଙ୍କା ଜବତ, ଦୁଇ ମହିଳା ଙ୍କ ସମେତ 7 ଅଟକ
ଚିକିଟି -- କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି କରବାଲୁଆ ଠାରେ ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ପୋଲିସ ସଦଳବଳେ ଚଢାଉ କରିଛି। କୌଣସି ବିଶେଷ ସୂତ୍ର ରୁ ଖବର ପାଇଁ ଏସ ଡି ପି ଓ କୃଷ୍ଣ ଚନ୍ଦ୍ର ବାତ୍ରା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କୁ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥଲେ।!-->…
ବନ ସୁରକ୍ଷା ସମିତି ଦ୍ଵାରା କଙ୍ଗାରୁ କୋର୍ଟ : ଆଦିବାସୀଙ୍କ ମକ୍କା ଫସଲ ନଷ୍ଟ ଓ ଜାଳି ଦିଆଗଲା ବାସ ଗୃହ…
ରାଇଘର ଅଞ୍ଚଳ ରେ ବିଗତ ଦିନରେ ଘଟିଯାଇଥିବା ଗୁଳି କାଣ୍ଡ ଘଟଣାର ପୁନରାବୃତ୍ତି ହେବନିତ...?
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟ କପସାଭଟା ଅଞ୍ଚଳ ରେ ପ୍ରାୟ ୨୫ ଗୋଟି କନ୍ଧ ଆଦିବାସୀ ପରିବାର ଦୀର୍ଘ ୩୫ ବର୍ଷ ହେଲା ଜଙ୍ଗଲ ଜମି ଦାଖଲ କରି ନିଜ ଗୁଜରାଣ ମେଣ୍ଟାଇ!-->!-->!-->!-->!-->…
ଜିଲ୍ଲା ପ୍ରେସକ୍ଳବ ପକ୍ଷରୁ ଜାତୀୟ ସଂହତି ଓ ଏକତା ଆଜିର ଆହ୍ୱାନ ଉପରେ ଆଲୋଚନା ଚକ୍ର
ଫୁଲବାଣୀ : ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ଆଜାଦୀକା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ!-->…
ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ସୁରଜ ପୁରସ୍କାର ପ୍ରଦାନ ପ୍ରତିଟି ଜୀବନ ଆମପାଇଁ ମୂଲ୍ୟବାନ
ଛତ୍ରପୁର (୧୩ /୦୮) : ଅଙ୍ଗ ଦାନ ଏକ ମହତ ଦାନ । ପ୍ରତିବର୍ଷ ଅଗଷ୍ଟ,୧୩ ତାରିଖ ଦିନଟିକୁ ବିଶ୍ୱ ଅଙ୍ଗ ଦାନ ଦିବସ ରୂପେ ପାଳନ କରାଯାଉଛି । ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ସୁସ୍ଥ ଏବଂ ମୂଲ୍ୟବାନ ଅଙ୍ଗ ଦାନ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ଓ ଉତ୍ସାହ ସୃଷ୍ଟି କରିବା ଏହି ଦିବସର!-->!-->!-->…
ସାମ୍ଭାବ୍ୟ ଲଘୁଚାପ ବର୍ଷାକୁ ନେଇ ବାଘଲଟି ଉପ ବିଭାଜନ ପକ୍ଷରୁ ସତର୍କ ସୂଚନା
ଚିକିଟି : ଭାରତୀୟ ପାଣିପାଗ ବିଭାଗ ତରଫରୁ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇ ପ୍ରବଳ ବର୍ଷା ହେବା ସମ୍ଭାବନା ନେଇ ସୁଚନା ମିଳିବା ପରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ନୁଆଗଡ ଅନ୍ତର୍ଗତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ବାହୁଦା ନଦୀ କୂଳରେ ଅବସ୍ଥିତ ଗ୍ରାମମାନଙ୍କ ଜନ ସାଧାରଣ ଙ୍କୁ!-->…
ଚିକିଟି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ
ଚିକିଟି : ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ‘ଆଜାଦିକା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି!-->…
ଶିଶୁମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ
ଚିକିଟି : ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରରେ ଏକବିଂଶତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଆଛି। ମେଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କ ବିଜ୍ଞାନୀ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜ୍ଞାନ!-->…
ବିଜେପି ମଣ୍ଡଳ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର : ଆସ୍କାରୋଡ ବିଜେପି ମଣ୍ଡଳ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରକୁ ଅମୃତ ମହୋତ୍ସବ ନାମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପି ହରଘର ତ୍ରିରଙ୍ଗା କାର୍ୟ୍ୟକ୍ରମ!-->…