ରାଜ୍ୟରେ ଆଉ ୪୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ମଧ୍ୟ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ୫ଶହ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୬ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୦୨ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି

ଲଗାଣ ବର୍ଷାରେ ମହାବିଦ୍ୟାଳୟର ଶ୍ରେଣୀଗୃହରେ ପଶିଲା ବର୍ଷାଜଳ

ତିଗିରିଆ: ଲଗାଣ ବର୍ଷାରେ ତିଗିରିଆ ନିଜିଗଡ଼଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମଦେବ ମହାବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ଗୃହରେ ବର୍ଷାଜଳ ପ୍ରବେଶ କରିଛି। ଶ୍ରେଣୀଗୃହରେ ପାଣି ଲହଡ଼ି ମାରୁଥିବା ବେଳେ ତାହାରି ଭିତରେ ଶିକ୍ଷାର୍ଥୀ ପାଠପଢ଼଼ିବାକୁ ବାଧ୍ୟ ହେଉଛନ୍ତି। ମହାବିଦ୍ୟାଳୟ ପରିସରରେ ବର୍ଷାଜଳ

ମମତାଙ୍କୁ ବଦନାମ କଲେ ଆମେ ମାଡ ମାରିବୁ: ଟିଏମସି ବିଧାୟକ

କୋଲକାତା: ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ | ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ ଆକ୍ରମଣ କରୁଛି। ଅନ୍ୟପକ୍ଷରେ ଟିଏମସି ନେତାମାନେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଏବଂ ତାଙ୍କ ଉତ୍ତରାଧିକାରୀ

ଆଜିଠୁ ଭାଲୁକୁଣି ଓଷା ଆରମ୍ଭ

ବାର ମାସରେ ତେର ପର୍ବ । ସନାତନ ଧର୍ମ ବା ଜଗନ୍ନାଥ ସଂସ୍କୃତି ଅନୁଯାୟୀ ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମାନଙ୍କର ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହି ଓଷାକୁ କୁଆଁରୀ ମାନେ ଓ ନବ ବିବାହିତା ମାନେ ପାଳନ କରିଥାନ୍ତି। ଆଜି ଭାଦ୍ରବ

୨୦୧୬ରେ ଲାଲକିଲ୍ଲାରୁ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ଦୀର୍ଘ ୯୬ ମିନିଟର ଭାଷଣ ଦେଇଛନ୍ତି

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ୭୬ତମ ସ୍ବାଧିନତା ଦିବସ ପାଳନ କରିବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀର ଲାଲକିଲ୍ଲାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ପତାକା ଉତ୍ତୋଳନ କରିବା ସହିତ ଦେଶକୁ ସମ୍ବୋଧନ କରିବେ। ଅଭିଭାଷଣରେ

ମୁଣ୍ଡଳିରେ ପ୍ରବାହିତ ହେଉଛି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟର ଜଳ

କଟକ : ମହାନଦୀରେ ବଢୁଛି ଜଳସ୍ତର । ପୂର୍ଵାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ସେକେଣ୍ଡ ପ୍ରତି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟ ଜଳ ପ୍ରଵାହିତ ହେଉଛି। ୧୦ଟା ଵେଳେ ମୁଣ୍ଡଳୀ ଦେଇ ୫ଲକ୍ଷ ୬୮ହଜାର ୭୮୦ ଘନଫୁଟ ଜଳ ପ୍ରଵାହିତ ହେଉଥିଲା। ସେହିପରି ପ୍ରତି ଘଣ୍ଟାରେ ମୁଣ୍ଡଳୀ ନିକଟରେ

‘ପରବର୍ତ୍ତୀ ଟାର୍ଗେଟ୍‌ ତୁମେ’, ରୁଶ୍‌ଦିଙ୍କ ପରେ ପ୍ରଖ୍ୟାତ ଲେଖିକା ରୋଲିଂଙ୍କୁ ହତ୍ୟା ଧମକ

ନ୍ୟୁୟର୍କ: ଫେମସ୍‌ ଲେଖକ ସଲମାନ ରୁଶଦିଙ୍କ ପରେ ଏବେ ଟାର୍ଗେଟ୍‌ରେ ଆଉ ଜଣେ ଲେଖିକା। ଲୋକପ୍ରିୟ ବହି ହ୍ୟାରି ପୋଟର୍‌ର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଖୋଦ୍‌ ଟ୍ୱିଟ୍‌ କରି ସେ ସୂଚନା ଦେଇଛନ୍ତି।ଲେଖିକା ରୋଲିଂ ରୁଶଦିଙ୍କ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ

ହୀରାକୁଦରୁ ୩୪ଟି ଗେଟ୍‌ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର : ଅବିରତ ବର୍ଷା । ଉପରମୁଣ୍ଡରେ ବର୍ଷା ଛାଡୁନି କି ତଳ ମୁଣ୍ଡରେ ଥମୁନି । ଫଳରେ ଫୁଲି ଚାଲିଛି ମହାନଦୀ । ତଳିଆ ଅଞ୍ଚଳକୁ ଡରାଇଲାଣି ବନ୍ୟା ଆଶଙ୍କା । ମହାନଦୀ ତଳ ମୁଣ୍ଡର ୭ ଜିଲ୍ଲାରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼,

ବିମାନ ବନ୍ଦରରେ ଆଖିବୁଜା ଗୁଳିମାଡ଼, ବିମାନ ଉଡାଣ ବାତିଲ

ଅଷ୍ଟ୍ରେଲିଆ: ବିମାନ ବନ୍ଦରରେ ଆଖିବିଜା ଗୁଳିମାଡ଼। ବନ୍ଦ ହେଲା ଟର୍ମିନାଲ, ବାତିଲ ହେଲା ସମସ୍ତ ବିମାନ ଉଡାଣ। ଅଷ୍ଟ୍ରେଲିଆର କ୍ୟାନବରା ବିମାନ ବନ୍ଦରରେ ଏଭଳି କିଛି ଗୁଳିମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁଳିମାଡ଼ କରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି।ପୁଲିସ ସୂଚନା ମୁତାବକ,

ବୌଦ୍ଧ ଜିଲାର ଜଗନ୍ନାଥ ସଡ଼କ ଓ ମନମୁଣ୍ଡା ଶଗଡ଼ା ରାସ୍ତାରେ ଯୋଗାଯୋଗ ବିଛିନ୍ନ

ବୌଦ୍ଧ : ଲଗାତାର ଭାବରେ ଏକ ସପ୍ତାହ ଧରି ଲଘୁଚାପ ଜନିତ ବର୍ଷାରେ ବୌଦ୍ଧ ଜିଲାରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ନଦୀ ପାଣି ଫୁଲିବାରେ ଲାଗିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରର ୩୪ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ତଳମୁଣ୍ଡରେ