ପାହାଡ଼ ତଳ ଖାଦାନ ନିକଟରୁ ମୃତଦେହ ଜବତ

ନିରାକାରପୁର: ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ପଞ୍ଚାୟତ ରାଉଲହଜ ଚିତ୍ରକୂଟ ପାହାଡ଼ ପାଦଦେଶରେ ଥିବା ଏକ ପଥର ଖଣିରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ଏକ ଘଛ ଡାଳରୁ ମୃତଦେହ ପୋଲିସ ଜବତ କରି ତଦନ୍ତ ଚଳାଇଛି। ତେବେ ଯୁବକ ଜଣଙ୍କର ପରିଚୟ ମିଳି

ରାଜ୍ୟର ବିକାଶରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୁମିକା ଗୁରୁତ୍ୱପୂର୍ଣ : ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି (୧୪/୦୮) : ରାଜ୍ୟର ବିକାଶରେ ଗଣମାଧ୍ୟମର ଭୂମିକା ଗରୁତ୍ୱପୂର୍ଣ । ଗଣମାଧ୍ୟମ ପ୍ରତିନିଧି ମାନେ କୋଣ ଅନୁକୋଣର ବିଭିନ୍ନ ସମସ୍ୟା, ସରକାର ଓ ଲୋକ ଲୋକଚନକୁ ଆଣି ଏହାର ସମାଧାନ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି | ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ

ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ

ନୂଆଦିଲ୍ଲୀ: ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ଅଗଷ୍ଟ ୧୪ ତାରିଖ ୨୦୨୨ରେ ଦେଶ ବିଭାଜନ ସମୟର ବିଭୀଷିକାକୁ ସ୍ମରଣ ଦିବସ ଭାବେ ପାଳନ କରୁଛି। ପ୍ରଧାନମନ୍ତ୍ରୀ ତାଙ୍କର ଗତ ସ୍ୱାଧୀନତା ଦିବସ ଭାଷଣରେ "ବିଭାଜନ ବିଭୀଷିକା ସ୍ମରଣ

ମାଓଗଡ଼ ଶହୀଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି : ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଦାରଲାବେଡା , ଖଜୁରୀଗୁଡା , ବିହନଗୁଡି , ଧୂଳିପୁଟ ଗାଁ ରେ ଥିବା ମାଓ ସହିଦ ସ୍ତମ୍ଭ ଉପରେ ତ୍ରିରଙ୍ଗା ପତାକା ଉଡ଼ାଇ ହର ଘର ତ୍ରିରଙ୍ଗା

ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ଗଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଦାରିଙ୍ଗବାଡି, ୧୪/୮, ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକଅଞ୍ଚଳ ବେହାଲ ହୋଇଛି। ଏହି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ଗ୍ରାମର ଜ୍ୟୋତି ମଳିକଙ୍କ ଘରର ମାଟି କାନ୍ଥ ଭୁଶୁଡ଼ି ପଡିଥିବା ସରପଞ୍ଚ ଶ୍ରୀମତୀ ନବନିତା କପାଟପାତ୍ର ସୂଚନା ପ୍ରଦାନ କରିଛନ୍ତି। ତିନି ଦିନ ଧରି

ଗୋଷାଣୀନୂଆଗାଁରେ “ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ” କାର୍ଯ୍ୟକ୍ରମ

ବ୍ରହ୍ମପୁର : ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଦେଶବ୍ୟାପି ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତର ପ୍ରତ୍ୟକ ଘରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ଉଡ଼ାଯିବ । ଏହି ପରିପ୍ରେକ୍ଷୀରେ

ଗଞ୍ଜାମ ଜିଲ୍ଲା ନିବନ୍ଧକଙ୍କ ଦିନିକିଆ ତାଲିମ ଶିବିର

ଛତ୍ରପୁର (୧୪.୦୮) : ଶନିବାର ଦିନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ନିବନ୍ଧକଙ୍କ ଦିନିକିଆ ତାଲିମ୍ ଶିବିର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ ଶିବିରରେ ଜମିଜମା ରେଜିଷ୍ଟ୍ରେସନ୍

ସ୍ଵାଧୀନତାର ଅମୃତ ମହୋତ୍ସବ ସମ୍ବନ୍ଧରେ ଆଲୋଚନାଚକ୍ର

ବ୍ରହ୍ମପୁର (୧୪/୮) : ବ୍ରହ୍ମପୁରସ୍ଥ ରାମହରିନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବନବାସୀ କଲ୍ୟାଣ ଆଶ୍ରମ ଗଂଜାମ ଶାଖା ଓ କମାପଲ୍ଲୀ ସପ୍ତାହିକ ମିଳନର ମିଳିତ ଆନୁକୂଲ୍ୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚାସୀନଥିଲେ

ବିଜେଡ଼ି ପକ୍ଷରୁ ରାଜସୁନାଖଳା ରେଳଷ୍ଟେସନ ଠାରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ରଣପୁର : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ରାଜସୁନାଖଳା ଜୋନର ରାଜସୁନାଖଳା ଗ୍ରା:ପ ସ୍ଥିତ ରାଜସୁନାଖଳା ରେଲୱେ ଷ୍ଟେସନ ନିକଟରେ ଓ ନରେନ୍ଦ୍ରପୁର ଗ୍ରା:ପର ମା' କଂକଳି ମନ୍ଦିର ପାଶ୍ୱବର୍ତ୍ତୀ

ଭାରତୀୟ କ୍ରିକେଟ୍‌ ଦଳର ଜିମ୍ବାୱେ ଗସ୍ତ

ମୁମ୍ବାଇ: ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ‌ଖେଳିବାକୁ ଭାରତୀୟ କ୍ରିକେଟ୍‌ ଦଳ ଶନିବାର ଜିମ୍ବାୱେ ଗସ୍ତ କରିଛି। ‌କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଦଳ ହରାରେ ସ୍ପୋର୍ଟସ କ୍ଲବ୍‌ରେ ଅଗଷ୍ଟ ୧୮, ୨୦ ଓ ୨୨ ତାରିଖରେ ଏହି ୩ ମ୍ୟାଚ୍‌ ଖେଳିବ। ବିସିସିଆଇ ଶନିବାର ଏହାର ଟ୍ବିଟର୍