Sign in
Sign in
Recover your password.
A password will be e-mailed to you.
ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର
ଲଘୁଚାପ ଜନିତ ବର୍ଷାରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦା ଠାରେ ଥିବା ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏହା ୧୭.୯୬ ମିଟର ଉପରେ ପ୍ରବାହିତ ହେଉଛି। ବର୍ତ୍ତମାନ ସୁଦ୍ଧା!-->…
ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ୨ ଗୁରୁତର, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିର ଠାରେ ଲଗାଣ ବର୍ଷାରେ ଏକ ବିଶାଳ ଗଛ ଉପୁଡି ରାସ୍ତାରେ ଯାଉଥିବା ଏକ ଅଟୋ ଉପରେ ପଡ଼ିବା ଫଳରେ ୨ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ କାଲି ଠାରୁ କେନ୍ଦୁଝର ରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି!-->…
ହିଲଭିୟୁ ପାର୍କ ପାଖପାହାଡ଼ରେ ଅଜଣା ଗଳିତ ମୃତ ଶରୀର ଉଦ୍ଧାର
ଦାରିଙ୍ଗବାଡ଼ି (୧୪/୮) : ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ପାଖପାହାଡ଼ରେ ଅଜଣା ଗଳିତ ମୃତ ଶରୀରକୁ ଦାରିଙ୍ଗବାଡ଼ି ପୋଲିସ ଉଦ୍ଧାର କରି ଫୁଲବାଣୀ ପଠା ଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଉକ୍ତ ପାହାଡ଼ରେ ସାରିଙ୍ଗିଇର୍ପି ଗ୍ରାମର ଗାଇବଳଦ ଚରାଇବା!-->…
ଫୁଲବାଣୀରେ କଂଗ୍ରେସର ସ୍ୱାଧୀନତାର ଗୌରବ ଯାତ୍ରା
ଫୁଲବାଣୀ (୧୪/୦୮) : କନ୍ଧମାଳ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଆଜି ରବିବାର ତ୍ୟାଗ ଓ ବଳିଦାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଡ଼ିସିସି ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ!-->…
ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଖଣ୍ଡ ଭାରତ ଦିବସ ପାଳିତ
ଫୁଲବାଣୀ : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଖଣ୍ଡ ଭାରତଦିବସ ଉତ୍ସବ, ଭାରତ ମାତା ପୂଜନ କାର୍ଯ୍ୟକ୍ରମ, ସାମୂହିକ ରାଷ୍ଟ୍ର ବନ୍ଦନା, ମାତୃ ଭାରତୀ ଗଠନ, ମାତୃ ସମ୍ମିଳନୀ ଓ ରଙ୍ଗୋଲି ପ୍ରତିଯୋଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାଳିତ!-->…
ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରୁଥିବା ଯୁବକ ଅଟକ
ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ। ଯୁବକ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢ଼ିଲେ। ଚୁନରା ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଯୁବକ ଅଟକ ରହିଛନ୍ତି। ଯୁବକ ଜଣକ ହେଲେ!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଆଜାଦି କା ଅମ୍ରିତ ମହୋତ୍ସବ’
ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓ ରୂସା ୨.୦ ତରଫରୁ ସମସ୍ତ ବିଭାଗ ଏବଂ କିଛି ଅଭିଭୂକ୍ତ କଲେଜ ଗୁଡିକରେ ହର ଘର!-->…
ସ୍ୱାଭିମାନ ଅଞ୍ଚଳରେ ଆଜାଦିକା ଅମୃତ ମହୋତ୍ସବ ରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା
ଚିତ୍ରକୋଣ୍ଡା:(୧୪/୦୮) : ଯେଉଁଠିଦିନେ ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ମାଓବାଦୀ ଙ୍କ ଗଡ଼ ରୂପେ ପରିଚିତ ଥିଲା l ଲାଲବାହିନୀର ବିନା ଇସାରାରେ ପତ୍ରଟିଏ ବି ହଲୁନଥିଲା ଦଶନ୍ଧି ଦଶନ୍ଧି ଧରି ମାଓବାଦୀ ରାଜ!-->…
ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ପାଣି; SRC
ମହାନଦୀରେ ବନ୍ୟା ଆଶଙ୍କା। ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ପାଣି। କାଲି ସନ୍ଧ୍ୟାରେ ମୁଣ୍ଡଳୀଠାରେ ପିକ୍ ଫ୍ଲଡ୍ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ଖଇରମାଳ ଠାରେ ବର୍ତ୍ତମାନ ୯.୫୬ ଲକ୍ଷ କ୍ୟୁସେକ୍ ଜଳ!-->…
ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ଅବସରରେ ବିଭିନ୍ନ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା
ଚିତ୍ରକୋଣ୍ଡା (୧୪/୦୮) : ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ୬୮ ତମ ବିଶ୍ୱ ବନ୍ୟ ପ୍ରାଣୀ ସପ୍ତାହ ଉପଲକ୍ଷେ ୭୫ ତମ ସ୍ୱାଧୀନତାର ପୂର୍ତ୍ତି ଆଜାଦି କା ଅମୃତ ମହୋତ୍ସବ ଅବସରରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଙ୍କ ନେତୃତ୍ୱରେ ଏବଂ!-->…