ଦୀଘା ସମୁଦ୍ରରେ ଭାସିଗଲେ ଅମାନିଆ ପର୍ଯ୍ୟଟକ

ବାଲେଶ୍ୱର : ଲଘୁଚାପ ଯୋଗୁଁ ଅସାନ୍ତ ହୋଇପଡ଼ିଥିଲା ସମୁଦ୍ର, ଭୟଙ୍କର ଗର୍ଜନ, ଆଉ ସେହି ଶବ୍ଦ ମଧ୍ୟରୁ ଭାସିଆସୁଥିଲା ବଞ୍ଚାଅ ବଞ୍ଚାଅ । ମୁଁ ବୁଡି ଯାଉଛି, କିଏ ହେଲେ ମତେ ଟିକେ ବଂଚାଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଦୀଘା ବେଳାଭୂମିରେ । ଯେଉଁଠାରେ ଜଣେ ବ୍ୟକ୍ତି ମରଣ

୨୦୧୯ ପର୍ଯ୍ୟନ୍ତ ଅନାଦେୟ ଇ-ଚାଲାଣ ପ୍ରତ୍ୟାହାର

କଟକ : ରାଜ୍ୟର ବିଭିନ୍ନ ଯାନ ଉପରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନାଦେୟ ହୋଇ ପଡ଼ିରହିଥିବା ଇ-ଚାଲାଣଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଛି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କ ପତ୍ର

ନକ୍ସଲଙ୍କ ସହିଦ ସ୍ତମ୍ଭରେ ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ସହିଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା। ନକ୍ସଲଙ୍କ କଳା ପତାକା ଉଡାଇବା ସ୍ଥାନରେ ଲୋକେ ଉଡାଇଛନ୍ତି ଜାତୀୟ ପତାକା। ଦେଶ ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ବଦଳିଯାଇଛି ସ୍ୱାଭିମାନ ଅଞ୍ଚଳର ଚିତ୍ର। ଓରାପଦର, ଘନବେଡା, ଗୋରାସେତୁ ଓ

ରାଜଧାନୀ ଉପକଣ୍ଠରେ ବନ୍ୟା ଆଶଙ୍କା, ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

ନିଆଳି: ରାଜଧାନୀ ଉପକଣ୍ଠରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ଉପକଣ୍ଠ ଦେଇ ପ୍ରବାହିତ ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବାଲିପାଟଣା ବ୍ଲକ ଅଚ୍ୟୁତପୁର ଠାରେ କାଜ ସ୍ଥଳରେ ବନ୍ୟା ଜଳ ନିଷ୍କାସିତ ହେଲେ ଧନୁଆରେ ବନ୍ୟା ଆସି ବାଲିପାଟଣା ବ୍ଲକର ୫ ପଞ୍ଚାୟତ ସହ

ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ମ୍ବାଦିକ ସମ୍ମିଳନୀ

ରାଉରକେଲା : ରାଉରକେଲା ସ୍ଥିତ ସେକ୍ଟର ୫ ପାନ୍ଥନିବାସ ପରିସରରେ ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲା ବିଜେଡ଼ି ତରଫରୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ପରିଷଦ

ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡ଼ା : ଜାତୀୟ ରାଜପଥ ଉପରେ ୨ଫୁଟ ପାଣି…

ଫୁଲବାଣୀ/ବାଲିଗୁଡ଼ା: ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପୋଖରୀରେ ବର୍ଷା

ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକକଂ ସାମ୍ବାଦିକ ସମ୍ମିଳନୀ…

ରାଉରକେଲା : ରାଉରକେଲା ସ୍ଥିତ ସେକ୍ଟର ୫ ପାନ୍ଥନିବାସ ପରିସରରେ ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲା ବିଜେଡ଼ି ତରଫରୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ପରିଷଦ

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମା’ ମାନେ

ସ୍ୱାଧୀନତାର ୭୫ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ର ବିଭିନ୍ନ ଅଂଚଳର ମିଶନ ଶକ୍ତିର ମା’ ମାନେ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ପତାକା ଗ୍ରହଣ କରି

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଏସସି, ଏସଟି,ଓବିସି ସଂଖ୍ୟା ଲଘୁ ସେଲ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ,

ସ୍ୱାଧିନତା ଦିବସ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କାଲି ୭୫ତମ ସ୍ୱାଧିନତା ଦିବସ ପାଳିତ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜ୍ୟସ୍ତରୀୟ ପରେଡରେ ପରେଡ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିସନରେଟ ପୋଲିସ ପକ୍ଷରୁ ପୁରା ରାଜଧାନୀକୁ ଏବେ ସ୍କାନରରେ ରଖାଯାଇଛି। ସିସିଟିଭି ମାଧ୍ୟମରେ