ମାଲକାନଗିରି ଜିଲ୍ଲାରେ ୭୬ ତମ ସ୍ଵାଧୀନତା ଦିବସ ପାଳନ

ମାଲକାନଗିରି: ସମଗ୍ର ଦେଶ ସ୍ଵାଧୀନତାର ଅମୃତକା ମହୋତ୍ସବ ପାଳୁଥିବା ବେଳେ ସେଥିରୁ ବାଦପଡ଼ିନାହିଁ ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା। କଡ଼ା ପୋଲିସ ସୁରକ୍ଷା ଓ କୋଭିଡ୍ କଟକଣା ବ୍ୟବସ୍ଥା ମଧ୍ୟରେ ମାଲକାନଗିରି ଜିଲ୍ଲା ଦଣ୍ଡକାରଣ୍ୟ ପ୍ୟାରେଡ ପଡିଆ ଠାରେ ୭୬ତମ ସ୍ଵାଧୀନତା

ନିୟମଗିରି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

ଭବାନୀପାଟଣା: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଆଜାଦୀ କା ଅମୃତ ମହୋତ୍ସବ। ଜାତୀୟ ପତାକାକୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍‌ ଘର୍‌ ତ୍ରିରଙ୍ଗା ଆହ୍ବାନ ଦେଇଛନ୍ତି

ଯାଜପୁରର ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଯାଜପୁର: ଯାଜପୁରର ବୈତରଣୀ ନଦୀରେ ଦେଖା ଦେଇଛି ବନ୍ୟା ପରିସ୍ଥିତି। ଉପର ମୁଣ୍ଡରେ ବର୍ଷା ଯୋଗ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳସ୍ତର ୧୮.୬୬ ମିଟରରେ ପ୍ରଭାବିତ ହେଇଥିବା ବେଳେ ବିପଦ ସଂକେତ ୧୭.୮୩ ମିଟର ରହିଛି। ତେବେ ବନ୍ୟା ଯୋଗୁ ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ, କଳା ପତାକା ଦେଖାଇଲା ବିଜେଡି

ବ୍ରହ୍ମପୁର:ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ରଙ୍ଗେଇଲୁଣ୍ଡା ବ୍ଲକ କମଳାପୁର ଗ୍ରାମରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ କଳା ପତାକା ପ୍ରଦର୍ଶନ। ଗୋଳାବନ୍ଧ ଗ୍ରାମରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକ୍ତି ପାଇଲେ ୪ କଏଦୀ

କେନ୍ଦୁଝର: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଅଳ୍ପ ସଜାରେ ଦଣ୍ଡିତ ପରେ ଆଚରଣରେ ପରିବର୍ତ୍ତନ ହୋଇଥିବା ୪ ଜଣ ପରିବର୍ତ୍ତିତ କଏଦୀଙ୍କୁ ମୁକ୍ତ କଲେ ସରକାର। ଏହି ୪ ଜଣ କଏଦୀ ବଳରାମ ମୁଣ୍ଡା, ବିଷ୍ଣୁଚରଣ ମହାନ୍ତ, ଶ୍ରୀଧର ନାଏକ ଏବଂ ରାମ ମୁଣ୍ଡା ୧୦ ବର୍ଷରୁ କମ ସଜାରେ ଦଣ୍ଡିତ

ସେବାରେ ଉତ୍କୃଷ୍ଠତା ପାଇଁ ୨୨ ଜଣ ପୋଲିସଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସେବାରେ ଉତ୍କୃଷ୍ଟତା ଏବଂ ସାହସିକତା ପାଇଁ ଆଜି ପୋଲିସ କର୍ମଚାରୀମାନଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା ଏହି ପଦକ ପ୍ରଦାନ ଉତ୍ସବ । ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ପୋଲିସ ଅଧିକାରୀଙ୍କ ସମେତ ବିଶିଷ୍ଟ

ଖଡ଼ିଆଳରେ ମା ଓ ପୁଅଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ଆମ୍ବ ଗଛରେ ମା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ପରିବାର ଖଡ଼ିଆଳ ନିଵାସୀ ହୋଇଥିବା ବେ‌ଳେ ଦୀର୍ଘ ବର୍ଷ ଧରି ବାଦୀ ଗ୍ରାମରେ ଘର ତିଆରି କରି ରହୁଥିଲେ। ପ୍ରାଥମିକ ସୁତରୁ ଜଣା ଯାଉଛି ଯେ ମୃତ ମା ଓ ପୁଅ

୭୬ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଆଜି 76ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଏହି ଅବସରରେ ଲାଲକିଲ୍ଲାକୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ଏହି ଐତିହାସିକ ଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହି

ଭାରତ ସହ ତାଳ ଦେଇ ଚାଲିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପୁରଠୁ ପଲ୍ଲୀ ସବୁଠୁ ତ୍ରିରଙ୍ଗା ଉଡ଼ୁଛି । ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଥିେ । ନିଜ

ବନ୍ୟା ପାଣିରେ ଫସିଥିବା ୩ ଇଞ୍ଜିନିୟର ଉଦ୍ଧାର

ବୌଦ୍ଧ : ବନ୍ୟା ପାଣିରେ ଫସିଥିବା ୩ ଇଞ୍ଜିନିୟର ଉଦ୍ଧାର। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତର ତୀରଡ ମେଗା ପ୍ରକଳ୍ପରେ କାମ କରୁଥିବା ୩ ଜଣ ଇଞ୍ଜିନିୟର ବନ୍ୟା ପାଣିରେ ଫସିଯାଇଥିଲେ। ଅଗ୍ନିଶମ ବାହିନି ସେମାନଙ୍କୁ ଉଦ୍ଧାର କରିଛି। ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲାରେ ଲଘୁଚାପ