ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ / ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପରିବାର ସଦସ୍ୟ ଏବଂ ଦେଶର ଯବାନଙ୍କ

କୋଲକାତାରେ ସ୍ବାଧୀନତା ଦିବସ ପାଳନ ଅବସରରେ ଲୋକନୃତ୍ୟ ଶିଳ୍ପୀଙ୍କ ସହିତ ନାଚିଲେ ମୁଖ୍ୟମନ୍ତ୍ରୀ

କୋଲକାତା: ଆଜି ସ୍ବାଧୀନତା ଦିବସ ପାଳନ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକନୃତ୍ୟ ଶିଳ୍ପୀମାନଙ୍କ ହାତ ଧରି ନୃତ୍ୟ ପରିବେଶଣ କରିଛନ୍ତି। ଭାରତର ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ କୋଲକାତାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି

ନୀତୀଶଙ୍କ ଘୋଷଣା; ମିଳିବ ୧୦ଲକ୍ଷ ସରକାରୀ ଚାକିରି

ପାଟଣା: ସ୍ୱାଧୀନତା ଦିବସ ପାଳନ ଅବସରରେ ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ଘୋଷଣା '୧୦ ଲକ୍ଷ ଚାକିରି'କୁ ସମର୍ଥନ ଜଣାଇଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାର

ପୃଥିବୀଠାରୁ ୧ ଲକ୍ଷ ୬ ହଜାର ଫୁଟ୍ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା!

ନୂଆଦିଲ୍ଲୀ : ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ ସରକାର 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନ ଚଲାଇଛନ୍ତି। ଆଜାଦୀର ଅମୃତ ମହୋତ୍ସବ ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ରହିଛି। ଏହି କ୍ରମରେ ପୃଥିବୀଠାରୁ ୩୦ କିଲୋମିଟର ଦୂର ଉଚ୍ଚ ଆକାଶରେ ତ୍ରିରଙ୍ଗା ପତାକା

‘ହର ଘର ତ୍ରିରଙ୍ଗା’ ଅଭିଯାନରେ ୫୦୦ କୋଟି ଟଙ୍କାର ବେପାର, ୧୦ ଲକ୍ଷ ଲୋକଙ୍କୁ ମିଳିଲା ରୋଜଗାର

ସମଗ୍ର ଦେଶ ଆଜି ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୋଇଥିଲେ। ଏଥିପାଇଁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଏହି ଅଭିଯାନରେ ୩୦ କୋଟିରୁ ଅଧିକ ଜାତୀୟ ପତାକା

ଶ୍ରୀଲଙ୍କା ନୌସେନାକୁ ଡୋର୍ନିଅର ବିମାନ ଉପହାର ଦେଲା ଭାରତ

କଲମ୍ବୋ : ଶ୍ରୀଲଙ୍କା ନୌସେନା ନିମନ୍ତେ ଏକ ଡୋର୍ନିଅର ବିମାନ ପ୍ରଦାନ କରିଛି ଭାରତ । ଏହା ଦ୍ବାରା ଭାରତ ମହାସାଗରରେ ଶ୍ରୀଲଙ୍କା ନୌସେନାର ପର୍ଯ୍ୟବେକ୍ଷଣ କ୍ଷମତା ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଏହି ବିମାନ ପ୍ରଦାନ କରାଯାଇଛି ବୋଲି ଭାରତ

ଶ୍ରୀନଗର ଏନକାଉଣ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ନୌହଟ୍ଟା ଅଞ୍ଚଳର ରେଡପୋରା ପାର୍କ ନିକଟରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ଗୁରୁତର ଆହତ ହୋଇଥିବା ଯବାନ ସରଫରାଜ ସୋମବାର ଦିନ ସହିଦ ହୋଇଛନ୍ତି । କାଶ୍ମୀର ଜୋନ୍ ପୋଲିସ ସରଫରାଜଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ।

ଲାଲକିଲ୍ଲାରେ ମୋଦିଙ୍କ ଟାର୍ଗେଟ ପରେ କିଛି କହିବାକୁ ମନାକଲେ ରାହୁଲ

ନୂଆଦିଲ୍ଲୀ: ଆଜି ୭୬ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ୨ଟି ଚାଲେଞ୍ଜ ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ମୋଦି କହିଥିଲେ ଯେ, ଦୁର୍ନୀତି ଏବଂ ପ୍ରିୟାପ୍ରୀତି ତୋଷଣ ହେଉଛି ଦେଶ ପାଇଁ ୨ଟି ବଡ଼

ନେତାଜୀଙ୍କ ଅବଶେଷ ଭାରତ ମାଟିକୁ ଆଣିବାକୁ ଦାବି କଲେ ଝିଅ ଅନିତା ବୋଷ ଫାଫ୍‌

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ତଥା ପ୍ରଫେସର ଅନିତା ବୋଷ ଫାଫ୍‌ ବାପାଙ୍କ ଅବଶେଷକୁ ସ୍ୱଦେଶ ମାଟିକୁ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ବର୍ତ୍ତମାନ ୩ ଦେଶ ଭାରତ, ପାକିସ୍ତାନ ଓ ବାଂଲାଦେଶ ପାଳନ କରୁଛନ୍ତି। ଏହି ସ୍ୱାଧୀନତା ସଂଗ୍ରାମର

ମୁକେଶ ଅମ୍ବାନୀଙ୍କ ପରିବାରକୁ ହତ୍ୟା ଧମକ

ମୁମ୍ବାଇ :ବିଶିଷ୍ଟ ଉଦ୍ୟୋଗପତି ତଥା ରିଲିୟାନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଫୋନରେ ହତ୍ୟା ଧମକ ଦିଆଯାଇଛି । ଆଜି ଜଣେ ଅଜ୍ଞାତ ବ୍ୟକ୍ତି 'ରିଲାଏନ୍‌ସ୍‌ ଫାଉଣ୍ଡେସନ୍‌'ର 'ହର୍‌କିଷନଦାସ ହସ୍ପିଟାଲ୍‌' ନମ୍ବରକୁ ଫୋନ କରି ଏହି ହତ୍ୟା ଧମକ ଦେଇଥିଲେ।