ଇନଷ୍ଟାଗ୍ରାମରେ ଆତ୍ମ ପ୍ରଚାର IAS ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା, ଗୁଜରାଟ ନିର୍ବାଚନ ଦାୟିତ୍ୱରୁ ହଟାଇଲେ ଆୟୋଗ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋର ଲଗାଇଛନ୍ତି । ଅନ୍ୟପଟେ ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ଭିତରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଆଇଏଏସ ଅଧିକାରୀଙ୍କୁ ସୋସିଆଲ ମିଡିଆରେ ଆତ୍ମ-ପ୍ରଚାର କରିବା ଭାରି ପଡିଛି ।…

‘ଭାରତ ଯୋଡ଼’ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେଲେ ମହାତ୍ମା ଗାନ୍ଧିଙ୍କ ଅଣନାତି ତୁଷାର ଗାନ୍ଧି

ଅକୋଲା ୧୮।୧୧: ମହାରାଷ୍ଟ୍ରରେ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ମହାରାଷ୍ଟ୍ରରେ ଯାତ୍ରାର ଦ୍ୱାଦଶ ଦିନ ଶୁକ୍ରବାର ସକାଳେ ଅକୋଲା ଜିଲ୍ଲା ବାଲାପୁରରୁ ଆରମ୍ଭ ହୋଇଛି। ବୁଲଢଣା ଜିଲ୍ଲାର ଶେଗାଁବକୁ ବାହାରିଥିବା ଯାତ୍ରାରେ ରାହୁଲ ଗାନ୍ଧି…

ବହୁ ସଂଖ୍ୟାରେ twitter କର୍ମଚାରୀଙ୍କ ଇସ୍ତଫା, ଟ୍ରେଣ୍ଡିଂ କରୁଛି #RIP ଟ୍ୱିଟର

ସାନଫ୍ରାନସିସ୍କୋ ୧୮।୧୧: ଟ୍ୱିଟରରେ ଏବେ ଟ୍ୱିଟ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏଲନ ମସ୍କଙ୍କ ଟ୍ୱିଟରରେ କାମ କରିବା ଲାଗି ତାଙ୍କ କଠୋର ନୀତିରେ ସହମତ ହେବା ଅଥବା କମ୍ପାନୀ ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଶହଶହ କର୍ମଚାରୀ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଇସ୍ତଫା ଦେଇଛନ୍ତି।…

ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧିଙ୍କୁ ହତ୍ୟା ଧମକ, ଇନ୍ଦୋରରୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇନ୍ଦୋର: ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଧମକ୍ । ବ୍ଲାଷ୍ଟ୍ କରି ରାହୁଲ ଗାନ୍ଧିଙ୍କୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠି । ମଧ୍ୟ ପ୍ରଦେଶର ଇନ୍ଦୋରରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପୂର୍ବରୁ ଏହି ଚିଠି ଆସିଛି । ଜୂନି ଇନ୍ଦୋର ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ଚିଠି ମିଳିଛି । ଏଥିରେ…

‘ନୋ ମନି ଫର୍ ଟେରର୍’; ଆତଙ୍କବାଦକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ନୋ ମନି ଫର୍ ଟେରର୍’ ସମ୍ମିଳନୀରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଁ ନେଇ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଦେଶମାନଙ୍କୁ ଟାର୍ଗେଟ୍ କରିଛନ୍ତି । ଆତଙ୍କୀଙ୍କୁ କିଛି ଦେଶ ଫଣ୍ଡିଂ କରୁଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କୀ ପାଖରେ ସହାୟତା…

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ: ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍ ବାତିଲ୍

ୱେଲିଂଟନ: ବର୍ଷା ଯୋଗୁ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍। ଶୁକ୍ରବାର(ନଭେମ୍ବର- ୮) ନ୍ୟୁଜିଲାଣ୍ଡର ସ୍କାଏ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯାଇଥାନ୍ତା। ହେଲେ ବର୍ଷା ଯୋଗୁ ଟସ୍ ପଡ଼ିବା ବିଳମ୍ବ ହୋଇଥିଲା। ଆଉ ଏବେ ଖରାପ ପାଗ…

୫୦୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଲାଇନ ମ୍ୟାନ କାଳୁ ଚରଣ ପଲାଇ…

ଫୁଲବାଣୀ -୧୮/୧୧ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିପିଏସଓ ଡିଏଲର ଲାଇନ ମ୍ୟାନ କାଳୁ ଚରଣ ପଲାଇ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ଶୁକ୍ରବାର ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ ।…

ପୋଲିସ କବ୍‌ଜାରେ ୩ ଅଭିଯୁକ୍ତ ଚୋର ଗିରଫ, ଚୋରି ସାମଗ୍ରୀ ଜବତ…

ହିଞ୍ଜିଳିକାଟୁ : ୧୮।୧୧: ହିଞ୍ଜିଳି ଥାନା ଅଞ୍ଚଳରେ ବହୁ ଚୋରି ଘଟଣାରେ ପୋଲିସ ଏକ ପେଷାଦାର ଚୋର କୁ ଧରିବା ସହ ଵହୁ ଚୋରି ସାମଗ୍ରୀ ଜବତ କରିଛି ଗତ ଦୁଇ ମାସ ତଳେ ହିଞ୍ଜିଳି ଥାନା ଅଞ୍ଚଳର ସମରଝୋଳ ଛକ କାଳୀ ମନ୍ଦିର ରେ ୧୮।୭ ।୨୨ ଓ ପୋଚିଲିମା ପଚାଂୟତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ନେଇ…

୪ର୍ଥ ଦିନରେ ପହଞ୍ଚିଲା ଆଉଟ ସୋସିଂ କର୍ମଚାରୀ କଳା ବ୍ୟାଜ ପରିଧାନ…

ଫୁଲବାଣୀ :-କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋରସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ…

ବଙ୍ଗାଳି ଭାଷାରେ ଶିକ୍ଷକ ନିଯୁକ୍ତି କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବଙ୍ଗାଳି ସମାଜ…

ମାଲକାନଗିରି : ଜିଲ୍ଲା ବଙ୍ଗାଳି ସମାଜ ପକ୍ଷରୁ ମାଲକାନଗିରି ବଙ୍ଗାଳି ସାମଜ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ବର୍ଦ୍ଧନା କୁ ନେଇ ଧନ୍ୟବାଦ ଦେଲେ ଜିଲ୍ଲା ବଙ୍ଗାଳି ସମାଜର ପୁରୋଧା । ଦୀର୍ଘ ଦିନଧରି ମାଲକାନଗିରି ରେ ବସବାସ କରୁଥିବା ବହୁ ବଙ୍ଗୀୟଙ୍କ ସ୍ବପ୍ନ ସାକାର…