ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇବେ ଭୁବନେଶ୍ବର-କଟକ ପୁଲିସ କମିସନର୍ ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ

ନୂଆଦିଲ୍ଲୀ/ ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ଚଳିତ ବର୍ଷ ଓଡ଼ିଶାରୁ ୧୫ଜଣ ପୁଲିସ କର୍ମଚାରୀଙ୍କୁ ସେବା ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୨ଜଣ ପୁଲିସ କର୍ମଚାରୀଙ୍କୁ 'ସାହସିକତା ପୁଲିସ ପଦକ', ୨ଜଣଙ୍କୁ 'ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ' ଏବଂ ୧୧ଜଣଙ୍କୁ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ରାଉରକେଲାରେ ଗଣଦୌଡ଼ ପ୍ରତିଯୋଗିତା ‘ରାଉରକେଲା ରନସ’ ଆୟୋଜିତ…

ଭାଗ ନେଲେ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ -ରାଜ୍ୟ ବାହାରର ପ୍ରତିଯୋଗୀ ମଧ୍ୟ ସାମିଲ ରାଉରକେଲା,: ସ୍ଵାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହି ଉପଲକ୍ଷେ ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟ ସିଟି ପକ୍ଷରୁ ଆଜି

ଆସୁଛି ମଧ୍ୟମ ଧରଣର ବନ୍ୟା, ମୁକାବିଲା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ SRC

ଲଗାଣ ବର୍ଷାରେ ବେହାଲ୍‌ ସ୍ଥିତି । ହୀରାକୁଦ ଡ୍ୟାମରେ ବଢୁଛି ଜଳସ୍ତର । ୩୪ଟି ଗେଟ୍‌ ଖୋଲିବା ପରେ ଭୀଷଣ ରୂପ ଧାରଣ କରିଛି ମହାନଦୀ । ମଧ୍ୟମ ଧରଣର ବନ୍ୟା ଆସୁଛି । ନଦୀର ତଳମୁଣ୍ଡରେ ବଢୁଛି ଜଳସ୍ତର । କାଲି ସନ୍ଧ୍ୟାରେ ମୁଣ୍ଡୁଳୀଠାରେ ସର୍ବାଧିକ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ ବନ୍ୟା ପାଣି

ଲଘୁଚାପ ଅବପାତରେ ପରିଣତ: ୧୧ ଜିଲ୍ଲାକୁ ‘ରେଡ୍‌’ ଓ୍ଵାର୍ଣ୍ଣିଂ ଓ ୧୯ ଜିଲ୍ଲାକୁ ‘ଅରେଞ୍ଜ’…

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଲଘୁଚାପ କ୍ଷେତ୍ରଟି ସାମାନ୍ୟ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗର ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଉତ୍ତର ଓଡ଼ିଶା ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ

ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ପାଣି, ଖଟରୁ ତଳେ ପଡି ଚାଲିଗଲା ଶିଶୁ ପୁତ୍ରର ଜୀବନ

ଟାଙ୍ଗୀ: ଲଗାଣ ବର୍ଷା ଯୋଗୁଁ ଘର ଭିତରେ ବର୍ଷା ପାଣି ପଶିଛି । ସେହି ପାଣିରେ ବୁଡି ଜଣେ ୨ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୂର୍ଯ୍ୟନଗର ଅଞ୍ଚଳରେ ।ଲଘୁଚାପଜନିତ ବର୍ଷା ପାଇଁ ବାଲୁଗାଁ ଅଞ୍ଚଳର

ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସହ ଆଲୋଚନା କରୁନି ଛତିଶଗଡ଼: ବିଜୟ ମିଶ୍ର

ଭୁବନେଶ୍ବର: ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେବି ଅଲୋଚନାକୁ ଆସୁ ନାହାନ୍ତି ଛତ୍ତିଶଗଡ଼ ସରକାର। ବିଗତ ୨/୩ ବର୍ଷ ହେଲା କୋଭିଡ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ଵୟ ମିଟିଂ ହୋଇପାରିନଥିଲା ବୋଲି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ

ବନ୍ୟା ପାଣିରେ ବୁଲୁଛି କୁମ୍ଭୀର, ଲୋକେ ଆତଙ୍କିତ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଲୋକେ ବନ୍ଯା ପରିସ୍ଥିତି ମୁକାବିଲା କରୁଥିବା ବେଳେ କୁମ୍ଭୀର ଆତଙ୍କ ଲୋକଙ୍କୁ ଅଧିକ ଭୟଭୀତ କରିଛି । ଆଜି ମହାନଦୀ ବନ୍ଯାରେ ରାମଗଡ଼ ମହାନଦୀ କୂଳରେ ଏକ କୁମ୍ଭୀର ଯାଉଥିବାର ସ୍ଥାନୀୟ ବାସିନ୍ଦା ଦେଖିବା ପରେ

ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବଙ୍କ ହିଞ୍ଜିଳିକାଟୁ ଗସ୍ତ

ହିଞ୍ଜିଳିକାଟୁ (୧୪।୮) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଉପ ସଚିବ ଶୁଭ୍ରାଂଶୁ ମିଶ୍ର ରବିବାର ହିଞ୍ଜିଳିକାଟୁ ଗସ୍ତ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ,

ବଡ଼ମ୍ବାର ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ

କଟକ: ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମହାନଦୀରେ ବଢ଼ିବାରେ ଲାଗିଛି ବନ୍ୟାଜଳ । ମହାହନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଗମ୍ଭୀରା

ବର୍ଷାରେ ବେହାଲ କଟକ, ଭୁଶୁଡିଲା ପୁରାତନ କୋଠା

କଟକ:ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କଟକ । ଏହି ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୁରାତନ କୋଠା । କଟକର ମଣିସାହୁ ଛକରେ ଥିବା ଏକ ବହୁ ପୁରାତନ କୋଠା ଭୁଶୁଡି ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ କଟକ ମଣିସାହୁ ଛକରେ ଥିବା ଏକ ପୁରାତନ କୋଠା ଗତକାଲି ବିଳମ୍ବତ ରାତିରେ ହଠାତ୍