ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ୭୬ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଦେଶବାସୀଙ୍କୁ ପ୍ରଥମ ଥର ପାଇଁ ସେ ସମ୍ବୋଧନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ

କାମାକ୍ଷାନଗରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ କାମାକ୍ଷାନଗର ବ୍ଲକ ଗୁନେଇବିଲ୍ଲି ଗ୍ରାମର ଶାନ୍ତିଲତା ଭୋଇ (୬୫ବର୍ଷ)। ଶାନ୍ତିଲତା ଭଉଣୀ ଘର ସୋଗର ଗ୍ରାମକୁ ଆସିଥିବା ବେଳେ ଲଗାଣ ବର୍ଷାରେ ଘରେ ବସିଥିବା ବେଳେ ତାଙ୍କ ଉପରେ କାନ୍ଥ

ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଲକ୍ଷ୍ନୌ: ‘ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବୁ। ୧୫ ଦିନ ଭିତରେ ରେଜଲ୍ଟ ଦେଖିବ। ତୁମମାନେ ଆମକୁ ଯେତିକି କନ୍ଦେଇଛ ତା’ର ପ୍ରତି ଲୁହର ହିସାବ ଦେବାକୁ ପଡିବ।’ ଏଭଳି କିଛି ଧମକପୂର୍ଣ୍ଣ ଚିଠି ମିଳିଛି। ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଉତ୍ତର

ହସପିଟାଲରେ ଭର୍ତ୍ତି ହେଲେ ଗିରଫ ଟିଏମସି ନେତା

କୋଲକାତା: ବେଆଇନ ଗୋରୁ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଟିଏମସିର ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋଲକାତା ଆଲିପୋରର ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନୁବ୍ରତ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

୨ ବଂଲାଦେଶୀ ନାଗରିକ ଗିରଫ, ୧୧ ଟି ନକଲି ପାସପୋର୍ଟ ଜବତ

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ପୁଲିସକୁ ବଡ଼ ସଫଳତା ମିଳିଛି। ରବିବାର ୨ ବଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୧ ଟି ନକଟଲି ପାସପୋର୍ଟ ଏବଂ ୧୦ ଟି ଷ୍ଟାମ୍ପ ଜବତ କରିଛି ପୁଲିସ। ସୂଚନାନୁସାରେ, ସହରରେ କଡ଼ାକଡ଼ି ଯାଞ୍ଚ ଚାଲିଛି।

ଫଡ଼ନାଭିସିଙ୍କୁ ମିଳିଲା ଗୃହମନ୍ତ୍ରଣାଳୟ, ଏକନାଥ ରଖିଲେ ନଗର ଉନ୍ନୟନ

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ସରକାରରେ ହୋଇଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଡେବେନ୍ଦ୍ର ଫଡ଼ନାଭିସଙ୍କୁ ମିଳିଛି ଗୃହ ମନ୍ତ୍ରଣାଳୟ। ସେହିପରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ତାଙ୍କ ପାଖରେ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛନ୍ତି। ସେହପରି ଫଡ଼ନାଭିସଙ୍କୁ ଆଇନ,

ଆଜାଦିର ଅମୃତ ମହୋତ୍ସବ ନାଁ ରେ ଭାରତୀୟ ଝଣ୍ଡା ସଂହିତା – ୨୦୦୨ର ଖୋଲା ଖୋଲି ଉଲ୍ଲଂଘନ: ପ୍ରଶାସନ ଏଠାରେ…

ବାଲିମେଳା : ଭାରତୀୟ ଝଣ୍ଡା ସଂହିତା - ୨୦୦୨ ର ପ୍ରଥମ ଭାଗ ସାଧାରଣ କଥନ ର ୧.୧ ସୂଚାଏ ଯେ ତ୍ରିରଙ୍ଗାର ଠିକ୍ ମଧ୍ୟ ଭାଗରେ ଆକାଶୀ ନୀଳ ରଙ୍ଗର ୨୪ଅଖ ବିଶିଷ୍ଟ ଅଶୋକ ଚକ୍ର ରହିବ । ୧.୩ କହେ ଯେ ତ୍ରିରଙ୍ଗା ଆୟତ୍ତାକାର ରହିବା ସହ ଓସାର:ଉଚ୍ଚତା::୩:୨ ରହିବା ବିଧେୟ । ଏହା ଛଡ଼ା ୧.୪

ଚିତ୍ରକୋଣ୍ଡାର ଏକାଧିକ ବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡ଼ିଏଭି ଗୁରକୁଲ ତରଫରୁ ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଡ଼ିଏଭି ଗୁରୁକୁଳର ଅଧ୍ୟକ୍ଷା ରାଜଲଷ୍ମୀ ଦାସ ତଥା ମିସ

ଚିତ୍ରକୋଣ୍ଡାରେ ପ୍ରଦେଶ କଂଗ୍ରସର ସ୍ୱାଧୀନତାର ଗୌରବ ଯାତ୍ରା…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ପ୍ରଦେଶ କଂଗ୍ରେସ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଠାରେ ମାଲକାନଗିରି ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଚିତ୍ରକୋଣ୍ଡା ବ୍ଲକ ସଭାପତି ବିଦେଶୀ ଗଉଡ଼, ରାଜ୍ୟ ଯୁବ କଂଗ୍ରେସ କୋଷାଧ୍ୟକ୍ଷ ତଥା ଜିଲ୍ଲା ଯୁବ

ଚିତ୍ରକୋଣ୍ଡା ପୋଲିସ ଦ୍ଵାରା ଗଞ୍ଜେଇ ସହ ପଲସର ବାଇକ ଜବତ ଜଣେ ଗିରଫ…

ଚିତ୍ରକୋଣ୍ଡା :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ଥିତ ଏସ୍.ଆର୍. ଛକ ଠାରୁ ବଡ଼ପଦର ମଧ୍ୟରେ ପୋଲିସ ଏକ ବେନାମୀ ପଲସର ଗାଡ଼ି ସହ ୩୭ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ସକାଳ ୯.୩୯