ଉତ୍କଳ ସାମ୍ବାଦିକ ସଙ୍ଘର ନିଆରା ପ୍ରୟାସ : ଜାତୀୟ ପ୍ରେସ ଦିବସରେ ରକ୍ତଦାନ କଲେ ଖବରଦାତା ବୃନ୍ଦ

add-all

ମାଲକାନଗିରି : ପ୍ରତିବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ ମାଲକାନଗିରି ଜିଲ୍ଲାରେ ପାଳିତ ହେଇ ଆସୁଛିା ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଂଘ କା ର୍ଯ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ କରା ଯାଇଥିଲ।। ଏହି ଉପଲ କ୍ଷେ ସଂଘ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲ।। ଏହି ଶିବିରକୁ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଉପଜିଲ୍ଲାପାଳ ଅ କ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଡାକ୍ତର ସାଗର ବାଲା, ଅଂଶଗ୍ରହଣ କରିଥିଲୋ ସଂଘ ସଭାପତି ଦୁ ର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ରେ ୍‌ତିଥି ମାନେ ଗତ ଦୁଇବର୍ଷ ଧରି କୋବିଡ ସମୟରେ ସଂଘ ତରଫରୁ ଜନସାଧାରଣଙ୍କୁ ସଚେତନତା କରିବା, ଗରୀବଙ୍କୁ ସହାୟତା,
ବୃକ୍ଷ ରୋପଣ, ପରିବେଶ ସୁରକ୍ଷା, ପଲିଥିନ ବର୍ଜନ, ସଫେଇ
କାର୍ଯ୍ୟରେ ନିୟୋଜିତ କରିବା ସହ ଆଜି ଜାତୀୟ ପ୍ରେସ ଦିବସରେ ରକ୍ତଦାନ କରି ସମାଜକୁ ଦିଗଦର୍ଶନ ଦେଖାଇଛନ୍ତି । ସଂଘର ଏହି ମହତ କା ର୍ଯ୍ୟକୁ ପ୍ରଶଂସା କରିଥିଲୋ ଏହି
କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ମନୋଜ ମହାନ୍ତି, ଉପସଭାପତି ପ୍ରଭାକର ସୁନା, ସମ୍ପାଦକ ସତ୍ୟନାରାୟଣ ଦାସ, ପୂର୍ବତନ କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, ପରିଚାଳନା କରିଥିଲୋ ଜିଲ୍ଲାର ବିଭିନ୍ନ ଅଂଚଳରୁ ୫୦ରୁ ଉର୍ଧ ଖବରଦାତା ଅଂଶଗ୍ରହଣ କରିଥଇଲୋ ଏହି ଶିବିରରେ ମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିବା ବେଳେ ଡାକ୍ତର ଶ୍ରୀ ବାଲା ଏବଂ ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ ।

ad-week
Leave A Reply

Your email address will not be published.