Sign in
Sign in
Recover your password.
A password will be e-mailed to you.
ଦୁଇ ଦିନିଆ କ୍ଳଷ୍ଟର କର୍ମଶାଳା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ , ପିଣ୍ଡାଙ୍ଗି 'କ' ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁକାନ୍ତ ଦିଗାଲଙ୍କ ପରିଚାଳନାରେ ଚଳିତ ମାସ 12 ରୁ 13 ତାରିଖ ପର୍ଯ୍ୟନ୍ତ ଦୁଇ ଦିନିଆ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ!-->…
ଛାତ୍ରଛାତ୍ରୀମାନଙ୍କୁ ନେଇ ଡେଙ୍ଗୁ ସଚେତନତା ପଦଯାତ୍ରା
ବାଲିମେଳା(୧୩/୦୮): ବାଲିମେଳା ସହରରେ ଓ ଆଖପାଖ ଅଞ୍ଚଳରେ ୧୦୦ରୁ ଅଧିକ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ବିଷୟରେ ଜାଣିବା ପରେ ସେମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ସହଯୋଗ ଟିମ୍ (ଦି ହେଲପିଂ ହାଣ୍ଡ) ର ସଦସ୍ୟ ମାନେ ଅନେକଙ୍କୁ ରକ୍ତ ଦେବା ବ୍ୟବସ୍ଥା କରିଥଲେ l ବାଲିମେଳା ଠାରୁ ଅନେକ ରୋଗୀ!-->…
ଦାରିଙ୍ଗବାଡ଼ିରେ ତ୍ରିରଙ୍ଗା ଶୋଭାଯାତ୍ରା
ଦାରିଙ୍ଗବାଡ଼ି(୧୩/୮) : ଦାରିଙ୍ଗବାଡି ବଣିକସଙ୍ଘ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । ଏଥିରେ ବଣିକ ସଂଘର ସମସ୍ତ ସଦସ୍ୟ ମଟର ସାଇକେଲରେ ତ୍ରିରଙ୍ଗା ପତାକା ବାନ୍ଧି ଶିଵ ମନ୍ଦିର ପରିସରରେ!-->…
ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାପାଳଙ୍କ ଖବରଦାତା ସମ୍ମିଳନୀ
ନବରଙ୍ଗପୁର(୧୩/୦୮) : ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧିନତା ଦିବସ, ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ରେ ନବରଙ୍ଗପୁର ରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ରେ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ଏବଂ ପ୍ରତ୍ୟେକ ସରକାରୀ ବେସରକାରୀ ଅନୁଷ୍ଠାନ,ପ୍ରତିଷ୍ଠାନ, ଘରେ!-->…
ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ହିଞ୍ଜିଳିକାଟୁ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶୋଭାଯାତ୍ରା
ହିଞ୍ଜିଳିକାଟୁ : ଭାରତ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ହିଞ୍ଜିଳିକାଟୁ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହିଂଜିଲିକାଟୁ ଆନୁକୁଲ୍ୟରେ ଆଜାଦି କି ଅମୃତ!-->…
ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଉଦଘାଟିତ
ମାଲକାନଗିରି(୧୩/୦୮) : ମାଲକାନଗିରି ମହାବିଦ୍ୟାଳୟ ତରଫରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଛାତ୍ରଛାତ୍ରୀମାନେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ଓ ଏନ.ସି.ସି ର ସହଯୋଗରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି!-->…
ସ୍ୱାଭିମାନ ଅଞ୍ଚଳରେ ବିପଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ନଗ୍ନ ଉଦାହରଣ ଧୂଳିପୁଟ ସ୍କୁଲ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଧୂଳିପୁଟ ସ୍କୁଲ ସ୍ଥାପନ ପରଠାରୁ ଆଜି ପର୍ଯ୍ୟନ୍ତ ଶ୍ରେଣୀ ଗୃହ ଅଭାବରେ ହିଁ ରହିଛି। ତେଣୁ ବାଧ୍ୟ ହୋଇ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମ ରୁ ଅଷ୍ଟମ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବସୁଛନ୍ତି। ଅନ୍ୟ ଦୁଇଟି ଶ୍ରେଣୀ ଗୃହ ଅଛି!-->…
ଲାଞ୍ଜିଆ ପଞ୍ଚାୟତରେ ଖାଦ୍ୟ ପ୍ରକ୍ରିୟାକରଣ ସଚେତନତା ଶିବିର ଅନୁଷ୍ଠିତ
କୁକୁଡାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ୍ ଲାଞ୍ଜିଆ ପଞ୍ଚାୟତ ର ବାଳକୃଷ୍ଣପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟା କରଣ ଉଦ୍ୟୋଗ ସଙ୍ଗଠିକରଣ ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ!-->!-->!-->…
ବାଇକ ଦୁର୍ଘଟଣା ଜଣେ ଗୁରୁତର,ଡାକ୍ତରଖାନାରେ ଭର୍ତ୍ତିକଲେ ତହସିଲଦାର
ଦାରିଙ୍ଗବାଡ଼ି,(୧୩/୮) : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ୫୯ ନଂଜାତୀୟ ରାଜପଥ ସାରୁମାହା ନିକଟରେ ସନ୍ଧ୍ୟା ପ୍ରାୟ ୭.୩୦ ଘଣ୍ଟା ସମୟରେ ବାଇକ ଦୁର୍ଘଟଣାରେ ଗତକାଲି ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଗୁରୁତର ଜଣକ ହେଲେ ବାଡ଼ାବାଙ୍ଗା!-->…
ବଜାର ସ୍ବଚ୍ଛତା ପାଇଁ ଗ୍ରାମ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଗଲା ଡ଼ଷ୍ଟବିନ
ଦାରିଙ୍ଗବାଡ଼ି, (୧୩/୮) : ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦ୍ଵିତୀୟ ବୃହତ୍ତମ ବଜାର ଭାବେ ବ୍ରାହ୍ମଣୀଗାଁ ବଜାର ପରିଚିତ। ବ୍ରାହ୍ମଣୀଗାଁ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମାଲିକ ଙ୍କ ନେତୃତ୍ୱରେ ସ୍ବେଛାସେବୀଙ୍କ ସହଯୋଗରେ ଗତକାଲି ବଜାରର ଜନ ଗହଳି ହେଉଥିବା ଛକ ସହିତ ବଜାରର ବିଭିନ୍ନ ଦୋକାନ!-->…