Sign in
Sign in
Recover your password.
A password will be e-mailed to you.
ଅଗଷ୍ଟ ୧୩ ତାରିଖରେ ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ବର୍ଷିବ
ଉତ୍ତର ବଙ୍ଗୋପସାଗରେ ଅଗଷ୍ଟ ୧୩ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ଆସନ୍ତା ୧୩ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି କୁହାଯାଇଛି।
ମୟୁରଭଞ୍ଜ, ବାଲେଶ୍ଵର, କେନ୍ଦୁଝର ଏବଂ ରାୟଗଡ଼ା!-->!-->!-->…
ନାଇଜେରିଆ ଯୁବକକୁ ଗିରଫ କଲା ବାଲେଶ୍ବର ସାଇବର ପୋଲିସ
ବାଲେଶ୍ବର : ବିଦେଶୀ ମହିଳାଙ୍କ ନାଁରେ ଅନଲାଇନରେ ୩୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ବର ସାଇବର ପୋଲିସ ଦିଲ୍ଲୀରୁ ଜଣେ ନାଇଜେରିଆର ଯୁବକଙ୍କୁ ଗିରଫ କରିଛି । ଏହି ଯୁବକ ଦିଲ୍ଲୀର କିଶନଗଡରେ ରହି ଏହି ଭଳି ସାଇବର କ୍ରାଇମ୍ କରୁଥିଲେ ।
ସୂଚନା ଅନୁସାରେ, ଅନଲାଇନରେ ବିଦେଶୀ ମହିଳାଙ୍କ!-->!-->!-->…
ମାଟିତଳୁ ମିଳିଲା କୁଢ଼ କୁଢ଼ ଆଧାର କାର୍ଡ
ମୋହନା: ସ୍ଥାନୀୟ ଲୋକଙ୍କ ନାମରେ ଆସିଥିବା ଆଧାରକାର୍ଡ ଲୋକଙ୍କୁ ନ ଦେଇ ମାଟି ତଳେ ପୋତି ନଷ୍ଟ କରିଦେଲେ ପୋଷ୍ଟ ମାଷ୍ଟର। ଏଭଳି ଘଟଣା ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ଡରାବ ଗାଁରେ। ଗାଁରେ ଥିବା ପୋଷ୍ଟ ଅଫିସ ଉପରେ ଡରାଵ ଗାଁ ସମେତ ଆଖପାଖ!-->…
ଗଛକୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ପାଳିଲେ ଯୁବ ପରିବେଶବିତ୍
ଭୁବନେଶ୍ବର: ସବୁଜ ପୃଥିବୀର ଗଠନରେ ଆଉ ଏକ ପାଦ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ତେବେ ଏଭଳି ସମୟରେ ସବୁଜ ବିକଳ୍ପ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ!-->…
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପରେଡ ରିହର୍ସାଲ ଆରମ୍ଭ
ଭୁବନେଶ୍ୱର: 75ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ପରେଡ ରିହର୍ସାଲ । ୩ଦିନ ଧରି ଚାଲିବ ଏହି ରିହର୍ସାଲ । ପରେଡ ପାଇଁ ଫୁଲଡ୍ରେସ୍ ରିହର୍ସାଲ ୧୩ତାରିଖରେ ଅନୁଷ୍ଠିତ ହେବ । ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ୪ଟି ଟ୍ରୁପ ଏହି ପରେଡରେ ଅଂଶଗ୍ରହଣ କରିବେ!-->…
କୋର୍ଟରେ ଜେରା ପାଇଁ ଆସିଲେନି ଅଭିନେତ୍ରୀ ବର୍ଷା
କଟକ: ଷ୍ଟାର ଦମ୍ପତ୍ତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । କୋର୍ଟରେ ହାଜର ହେଲେ ନାହିଁ ବର୍ଷା । ଆଜି ବର୍ଷାଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଥିଲା । ମାତ୍ର ଜେରା ସମୟରେ କୋର୍ଟରେ ହାଜର ହୋଇନଥିଲେ ଅଭିନେତ୍ରୀ ବର୍ଷା ।
ବର୍ଷାଙ୍କ ପକ୍ଷରୁ!-->!-->!-->…
ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଲେ ଅଭିନେତ୍ରୀ ରାଣୀ ପଣ୍ଡା
ଭୁବନେଶ୍ବର: ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ରାଣୀଙ୍କୁ ପରାମର୍ଶ ଦେଇଛନ୍ତି ସୁର ରାଉତରାୟ । ବିଚଳିତ ହୁଅ ନାହିଁ ସ୍ଥିର ଚିତ୍ତରେ ସବୁ କାମ କର ବୋଲି ଭାଇ ହିସାବରେ ରାଣୀଙ୍କୁ ଶୁଭ କାମନା କରିଛନ୍ତି ।
!-->!-->…
କାଶୀପୁରରେ ଆଦାନି ଗ୍ରୁପ ବସାଇବ ଆଲୁମିନା ରିଫାଇନାରି, ଖର୍ଚ୍ଚ ହେବ ୪୧ ହଜାର କୋଟି
ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୭୪ ହଜାର ୬୨୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ପରେ ଏନେଇ ସୂଚନା ମିଳିଛି । ଏହି ୧୦ଟି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇବେ ୨୪ ହଜାର ୦୪୭ ଜଣ । ରାୟଗଡ଼ା କାଶୀପୁରରେ!-->…
ଆଜି ରାଜ୍ୟରେ ୫୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଦୈନିକ ସଂକ୍ରମଣ ସଂଖ୍ୟା କମୁଛି । ଆଜି ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୧ ଜଣ କ୍ୱାରେଣ୍ଟାଇନ୍ ରୁ!-->…
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ: ୨ଟି ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ । ୨ଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ । କରଞ୍ଜିଆ ହାତୀବାରିରେ ଦେଓ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଦେଓ ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ, ଏସପି । ଦେଓ ପ୍ରକଳ୍ପର ଭିତ୍ତିପ୍ରସ୍ତର!-->…