ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତର ଶ୍ରେଷ୍ଠ ପ୍ରଦର୍ଶନ!

ନୂଆଦିଲ୍ଲୀ: ସୋମବାର ରାତିରେ ଶେଷ ହୋଇଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୨ ସ୍ବର୍ଣ୍ଣ ସହ ମୋଟ ୬୧ ପଦକ ଜିତି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ନୁହେଁ। କିନ୍ତୁ କିଛି ଏମିତି କାରଣ ରହିଛି

ପରମାଣୁ ଶକ୍ତି କେନ୍ଦ୍ରକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରୁଛି ରୁଷ୍ : ୟୁକ୍ରେନ୍

କିବ୍ : ୟୁକ୍ରେନରେ ଥିବା ୟୁରୋପର ବୃହତ୍ତମ ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଝଜିଆ କୁ ନେଇ ବିପଦ ବଢିବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ରୁଷ ପକ୍ଷରୁ ବାରମ୍ବାର କ୍ଷେପଣାସ୍ତ୍ର ମାଡ କରାଯାଉଥିବାରୁ ଏକ ବଡ଼ ଧରଣର ଆଣବିକ ବିଭୀଷିକା ଘଟିବାର ଭୟ ଦେଖାଦେଇଛି ।ୟୁକ୍ରେନ ପକ୍ଷରୁ ବୁଧବାରଦିନ

ସୁନୀଲ ବଂଶଲ ଓଡ଼ିଶା ସମେତ ୩ ରାଜ୍ୟର ବିଜେପି ପ୍ରଭାରୀ

ନୂଆଦିଲ୍ଳୀ: ବିଜେପି ନେତା ତଥା ଉତ୍ତରପ୍ରଦେଶର ସଂଗଠନ ସମ୍ପାଦକ ସୁନୀଲ ବଂଶଲଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ଏଥିସହ ତାଙ୍କୁ ୩ ରାଜ୍ୟ ବିଜେପି ପ୍ରଭାରୀ ନିଯୁକ୍ତ କରାଯାଇଛି। ସୁନୀଲଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ, ତେଲେଙ୍ଗାନା ଦାୟିତ୍ୱ ମିଳିଛି। ଦଳ ତାଙ୍କ ଉପରେ

ଲାଲକିଲାରେ ଦିଆଯିବ ଦେଶୀ ବନ୍ଧୁକ ସାଲ୍ୟୁଟ୍

ନୂଆଦିଲ୍ଲୀ: ଚଳିତବର୍ଷ ଲାଲକିଲାରେ ନିଆରା ଢଙ୍ଗରେ ପାଳନ ହେବ ଅଗଷ୍ଟ ୧୫। ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଏଠାରେ ପ୍ରଥମ ଥର ପାଇଁ ଦେଶୀ ବନ୍ଧୁକରେ ଦିଆଯିବ ଗନ୍ ସାଲ୍ୟୁଟ୍। ଡିଆରଡିଓ ଏହି ବନ୍ଧୁକ ତିଆରି କରିବା ସହ ବିକଶିତ କରିଛି। ଏହା ଜରିଆରେ ଭାରତ ପୂରା ବିଶ୍ୱକୁ ସନ୍ଦେଶ ଦେଇଛି ଯେ,

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ଦିଲ୍ଲୀ ସ୍ଥାନାନ୍ତର ହେବ ସବୁ ମାମଲା

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି। ନୂପୁର ଶର୍ମାଙ୍କ ବିରୋଧରେ ଦେଶବ୍ୟାପି ବିଭିନ୍ନ ସ୍ଥାନରେ ହୋଇଥିବା ଏକାଧିକ ମାମଲା ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତର ହେବ। ଆଜି ଏନେଇ ଶୁଣାଣି

ଗୁଜରାଟରେ ଆମ ସରକାର ଆସିଲେ ମହିଳାଙ୍କୁ ମାସିକ ମିଳିବ ୧୦୦୦ ଟଙ୍କା: କେଜ୍ରିୱାଲ

ଅହମ୍ମାଦାବାଦ: ଯଦି ଗୁଜରାଟରେ ଆମ ଆଦମୀ ପାର୍ଟି(ଆପ) ସରକାର ଆସେ ତେବେ ମହିଳାମାନଙ୍କୁ ମାସିକ ଭତ୍ତା ମିଳିବ। ରାଜ୍ୟର ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା ମିଳିବ। ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ

କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାର ପ୍ରତିଶୋଧ ନେଲା ଭାରତୀୟ ସେନା, ୩ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ-କଶ୍ମୀରର ବଡଗାମ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା। କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାର ପ୍ରତିଶୋଧ ନେଲା ଭାରତୀୟ ସେନା। କଶ୍ମୀରର ଏଡିଜିପି କହିଛନ୍ତି ଯେ ବଡଗାମ ଏନକାଉଣ୍ଟରରେ ଲୁଚି ରହିଥିବା ତିନିଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ନିପାତ

ତାଇଓ୍ବାନକୁ ନିଶ୍ଚିତ ଅଧିକାର କରାଯିବ, ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ କରାଯିବ : ଚୀନ ସରକାରଙ୍କ ଶ୍ବେତପତ୍ର

ବେଜିଂ : ତାଇଓ୍ବାନ ଉପକୂଳରେ ବୃହତ ସମରାଭ୍ୟାସ କରିବା ପରେ ଚୀନ ସରକାର ଏକ ଶ୍ବେତପତ୍ର ପ୍ରକାଶ କରିଛନ୍ତି । ଏହାର ଶୀର୍ଷକ ରହିଛି “ତାଇଓ୍ବାନ ପ୍ରଶ୍ନ ଓ ନୂଆ ଯୁଗରେ ଚୀନର ଏକୀକରଣ “ ।ଏହି ଶ୍ବେତପତ୍ରରେ ଚୀନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ତାଇଓ୍ବାନ ପ୍ରଶ୍ନର ସମାଧାନ ଓ ଚୀନର

ଜଷ୍ଟିସ ଉଦୟ ଉମେଶ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଳିତ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଆଜି ତାଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଥିବା ଏନଭି ରମନ୍ନାଙ୍କ ଉତ୍ତରାଧିକାରୀ ହେବେ ଉଦୟ ଉମେଶ। ଆସନ୍ତା ଅଗଷ୍ଟ

୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

ପାଟନା: ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।ମଙ୍ଗଳବାର ନୀତୀଶ