Sign in
Sign in
Recover your password.
A password will be e-mailed to you.
ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳିତ ହେବ ସ୍ୱାଧୀନତା ଦିବସ
ଭୁବନେଶ୍ୱର: ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳନ ହେବ ସ୍ୱାଧୀନତା ଦିବସ। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ପାଳନ ହେବ ସ୍ୱାଧୀନତା ଦିବସ। ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଆଧାରରେ ପାଳନ ହେବ ସ୍ୱାଧୀନତା ଦିବସ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ!-->…
ଖୋର୍ଦ୍ଧାରେ ୧ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ୨ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତ୍ୟକ ଦିନ ପୋଲିସ ରେଡ କରି ଜିଲ୍ଲାର କୋଉଠୁ ନା କୋଉଠୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଟାଉନ ଥାନା ଅଞ୍ଚଳରେ ବ୍ରାଉନ ସୁଗାର ଜବତ!-->…
ପିସିସି ପକ୍ଷରୁ କ୍ରାନ୍ତି ଦିବସ ପାଳିତ
ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର କ୍ରାନ୍ତି ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଏଆଇସିସି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁଙ୍କ ସମେତ କଂଗ୍ରେସ!-->…
ଇଡି ଅଧିକାରୀଙ୍କୁ ଜେରା କରିବ କୋଲକାତା ପୁଲିସ
ଭୁବନେଶ୍ବର: ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ କରିଥିବା ଅଭିଯୋଗରେ ଝାଡଖଣ୍ଡର ଓକିଲ ରାଜୀବ କୁମାରଙ୍କୁ ଗିରଫ କରିଛି କୋଲକାତା ପୁଲିସ । ବ୍ୟବସାୟୀଙ୍କ ନାଁରେ ଜନସ୍ୱାର୍ଥ ମାମଲା ରୁଜୁ କରି ଟଙ୍କା ହଡପ ଭଳି ସଙ୍ଗୀନ ଅଭିଯୋଗ ରହିଛି ରାଜୀବଙ୍କ ନାଁରେ ।
ବ୍ୟବସାୟୀଙ୍କୁ ମାମଲା ହଟାଇବା ପାଇଁ!-->!-->!-->…
ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ କୃଷି ଅଧିକାରୀ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ବରଗଡ଼ର କୃଷି ଅଧିକାରୀ । ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଣୟଙ୍କୁ ପାଇକମାଳ ବସଷ୍ଟାଣ୍ଟରୁ ଧରିଛି ଭିଜିଲାନ୍ସ ଟିିମ୍ । ସାର!-->…
ପୁରୀ ବେଳାଭୂମୀରେ ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ, ଜଣେ ଯୁବତୀଙ୍କ ମୃତ୍ୟୁ
ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ। ସେମାନଙ୍କୁ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ସେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ସକାଳୁ ଦିଗବାରେଣି ଖଣ୍ଟି ବେଳାଭୂମୀରେ ମିନାକ୍ଷୀଙ୍କ ସହ ତାଙ୍କ ପାଞ୍ଚ ଜଣ!-->…
ପୋଲ ଉପରେ ୪ ଫୁଟର ବନ୍ୟାଜଳ, ୫୦୦ ଲୋକ ଜଳବନ୍ଦୀ
ବନ୍ତଳା: ଅନୁଗୁଳ ବ୍ଲକ ସାହାରାଗୁଡା ଗ୍ରାମ ନିକଟରେ ଥିବା ଟାକୁଆ ନାଳ ଉପରେ ସକାଳୁ ଚାଲିଛି ୪ଫୁଟର ବର୍ଷା ଜଳ। ଫଳରେ ଗ୍ରାମର ଲୋକମାନେ ଗାଁ ରୁ ବାହାରି ପାରିନାହାନ୍ତି କି ଅନ୍ୟ ଗ୍ରାମର ଲୋକେ ଏହି ଗ୍ରାମକୁ ଆସିପାରୁନାହାନ୍ତି। ସାରାଦିନ ଆଜି ସାହାରାଗୁଡା ଗ୍ରାମର ଅଧିବାସୀମାନେ ଗାଁରେ!-->…
ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୁଣାକାର ସମ୍ମିଳନୀ ଓ ଆଲୋଚନାଚକ୍ର
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ଅଷ୍ଟମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ସହ ବିଭିନ୍ନ କାର୍ଯ୍ୟକ୍ରମ ଅଗଷ୍ଟ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି । ଅଗଷ୍ଟ ୭ ତାରିଖ ଦିନ ଏହି ସମାରୋହର ଶୁଭ ଉଦ୍ଘାଟନ ହୋଇଥିବାବେଳେ ଅଗଷ୍ଟ ୮ ତାରିଖ ଦିନ!-->…
ଅବପାତରେ ପରିଣତ ହେଲା ଲଘୁଚାପ : ରାଜ୍ୟରେ ଭୀଷଣ ବର୍ଷା
ଭୁବନେଶ୍ୱର : ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ହୋଇଥିବା ପ୍ରମୁଖ ବର୍ଷା: ସକ୍ରିୟ ମୌସୁମୀ ତଥା ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡା ଠାରେ ସର୍ବାଧିକ ବର୍ଷା ୧୬୧ମିମି ରେକର୍ଡ ହୋଇଥିବା!-->…
ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆଠାରେ ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ୧-୬-୨୦୦୮ରୁ ୩୦-୧୧-୨୦୧୩ ର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧-୬-୨୦୦୮ ମସିହା ଠାରୁ ଅଦ୍ୟାବଧି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ପରିଚାଳନା!-->…