Sign in
Sign in
Recover your password.
A password will be e-mailed to you.
ମାତୃମୃତ୍ୟୁ ରୋକିବା ରେ ଗାଁ କଲ୍ୟାଣ ସମିତି ର ଅଭିନଵ ପ୍ରୟାସ
ଧରାକୋଟ : ଧରାକୋଟ ବ୍ଲକ ଅନ୍ତର୍ଗତ ଗୋଲା ଦାମୋଦର ପଲ୍ଲୀ ପଂଚାୟତ କମାଶାସନ ଗ୍ରାମର ଗାଁ କଲ୍ୟାଣ ସମିତି ର ଅଭିନଵ ପ୍ରୟାସ ଦ୍ୱାରା ଜଣେ ଗର୍ଭବତୀ ମା ଙ୍କ ଜୀବନ ରକ୍ଷା ପାଇଲା l ପ୍ରକାଶ ଥାଉକି କମାଶାସନ ଗ୍ରାମ ହରିଜନ ସାହି ର ସୁକାନ୍ତି ନାହକ ଜଣେ ଚାରି ମାସର ଗର୍ଭବତୀ ଥିଲେ l ପ୍ରଥମେ!-->…
ଟୁରି ନଦୀ ପୋଲ ଉପରେ ପାଣି, ନବରଙ୍ଗପୁର ଠାରୁ ରାୟପୁରକୁ ଯୋଗାଯୋଗ ବିଛିନ୍ନ
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି, ଆଜି ସକାଳୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ର ଟୁରି ନଦୀ ଫୁଲି ଉଠିଛି , ଟୁରି ନଦୀ ଉପରେ ପ୍ରବାହିତ ହେଉଛି ଦୁଇ ଫୁଟ ଉଚ୍ଚତା ର ପାଣି , ଯାହାଫଳରେ!-->…
ଚୀନ୍ ଯୁଦ୍ଧ ପାଇଁ ଉସୁକାଉଛି: ତାଇୱାନ
ତାଇପେଇ: ତାଇୱାନ ସେନା ପକ୍ଷରୁ କୁହାଯାଇଛି ଯେ ଚୀନ୍ ତାଇୱାନ ପ୍ରଣାଳୀରେ ନିଜର ଯୁଦ୍ଧଜାହାଜ ଓ ଯୁଦ୍ଧବିମାନ ତୁହାକୁ ତୁହା ଉଡ଼ାଇ ଆତଙ୍କ ସୃଷ୍ଟି କରୁଛି। ଏହା ଯୁଦ୍ଧ ପାଇଁ ଉତ୍ତେଜିତ କରିବାର ସ୍ପଷ୍ଟ ସୂଚନା ବୋଲି ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ!-->…
ଭାରତର ଶ୍ରେଷ୍ଠ ବିଜ୍ଞାନ ପ୍ରତିଷ୍ଠାନର ପ୍ରଥମ ମହିଳା ମୁଖ୍ୟ ହେଲେ ନଲ୍ଲାତମ୍ବୀ କଲୈସେଲ୍ୱି
ନୂଆଦିଲ୍ଲୀ: ଶନିବାର ଦିନ ବରିଷ୍ଠ ବୈଜ୍ଞାନିକା ନଲ୍ଲାତମ୍ବୀ କଲୈସେଲ୍ୱିଙ୍କୁ ‘କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ’ର (ସିଏସ୍ଆଇଆର୍) ମହାନିର୍ଦେଶିକା ଭାବେ ନିଯୁକ୍ତି ମିଳିଛି। ‘ସିଏସ୍ଆଇଆର୍’ ଅଧୀନରେ ସମଗ୍ର ଦେଶରେ ୩୮ଟି ଗବେଷଣା ପ୍ରତିଷ୍ଠାନ!-->…
ମଣିପୁରରେ ୧୪୪ ଧାରା ଲାଗୁ, ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ
ଇମ୍ଫାଲ: ମଣିପୁରରେ ତୀବ୍ର ହେଉଛି ବିରୋଧ। ସଙ୍ଗଠନ ନେତାଙ୍କ ମୁକ୍ତିକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ମଣିପୁରରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।ମଣିପୁରର ବିଷ୍ଣୁପୁରରେ ଏକ ସମ୍ପ୍ରଦାୟର ୩ରୁ ୪ ଜଣ!-->…
ଆମେରିକାରେ ପୁଣି ଫୁଟିଲା ଗୁଳି, ୪ ମୃତ
ୱାଶିଂଟନ୍: ଆମେରିକାରେ ଥମୁନି ଗୁଳିକାଣ୍ଡ। ଆମେରିକାର ଓହିଓର ବଟଲର୍ ଟାଉନ୍ସିପ୍ରେ ଶୁକ୍ରବାର ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବର୍ତ୍ତମାନ ଏହି ଘଟଣାର କୁଖ୍ୟାତ ଅପରାଧୀଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ।ଡେଟନ୍ର ଉତ୍ତରରେ!-->…
ମହାକାଶକୁ ଗଲା ‘ଆଜାଦୀସ୍ୟାଟ୍’ ସାଟେଲାଇଟ୍
ଅମରାବତୀ: ସ୍ୱାଧୀନତାର ଅମୃତ ମହୋତ୍ସବରେ ଇତିହାସ ରଚିଲା ଇସ୍ରୋ। ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଲଞ୍ଚ ପ୍ୟାଡ୍ରୁ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ (SSLV) ରେ EOS02 ଏବଂ AzaadiSAT ଉପଗ୍ରହ ପଠାଯାଇଛି। ସକାଳ ୯ଟା ୧୮ରେ ଏହି ଉତକ୍ଷେପଣ!-->…
ଦୋଷୀ ସାବ୍ୟସ୍ତ ପରେ କୋର୍ଟରୁ ଡକ୍ୟୁମେଣ୍ଟ ଧରି ମନ୍ତ୍ରୀ ଫେରାର!
ଲକ୍ଷ୍ନୌ: କୋର୍ଟ ରୁମ୍ରୁ କ୍ୟାବିନେଟ୍ ମନ୍ତ୍ରୀ ଫେରାର। ଦୋଷୀ ସାବ୍ୟସ୍ତ ହେବା ପରେ ମୂଳ ଡକ୍ୟୁମେଣ୍ଟ ନେଇ ଓକିଲଙ୍କ ସହ କୋର୍ଟ ଭିତରୁ ବାହାରି ପଳାଇଲେ ମନ୍ତ୍ରୀ। ଏଭଳି କିଛି ଅଭିଯୋଗ ଆସିଛି ଯୋଗୀ ଆଦିତ୍ୟ ନାଥଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାକେଶ ସଚାନଙ୍କ ନାଁରେ।ଶନିବାର ‘୧୯୯୧!-->…
ଗେହଲଟ୍ଙ୍କ ମନ୍ତବ୍ୟକୁ ନେଇ ଝଡ଼, ନିର୍ଭୟା କାଣ୍ଡ ପରେ ବଢ଼ୁଛି ଦୁଷ୍କର୍ମ ସହ ହତ୍ୟା ମାମଲା
ଜୟପୁର: ‘ନିର୍ଭୟା କାଣ୍ଡ ପରେ ଦୋଷୀମାନଙ୍କୁ ଫାଶୀ ଦେବା ନିୟମ ପ୍ରଚଳନ ହୋଇଛି। ଏଥିଲାଗି ଦୁଷ୍କର୍ମ ପରେ ପୀଡିତାଙ୍କୁ ହତ୍ୟା କରିବା ଘଟଣା ବଢ଼ି ଚାଲିଛି।’ ଦୁଷ୍କର୍ମ ଓ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଏଭଳି ବୟାନ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଏବେ ତାଙ୍କର ଏହି!-->…
ଶ୍ରୀଲଙ୍କା ପରେ ଏବେ ପଡିଛି ବାଂଲାଦେଶ ପାଳି,ପେଟ୍ରୋଲ ଦାମ ୫୧.୭ ପ୍ରତିଶତ ବୃଦ୍ଧି
ଢ଼ାକା: ଶ୍ରୀଲଙ୍କା ପରେ ଏବେ ପଡିଛି ବାଂଲାଦେଶ ପାଳି। ଏଠାରେ ଘନେଇବାରେ ଲାଗିଛି ଆର୍ଥିକ ସଙ୍କଟ ପରିସ୍ଥିତି। ଏଠାରେ ସରକାରୀ ରାଜକୋଷ ଦିନକୁ ଦିନ ସରି ଆସୁଥିବା ବେଳେ ବୈଦେଶିକ ଋଣଭାର ବଢିବାରେ ଲାଗିଛି। ଏହାକୁ ନଜରରେ ରଖି ବାଙ୍ଗଲାଦେଶ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ଗତକାଲି!-->…