Sign in
Sign in
Recover your password.
A password will be e-mailed to you.
ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ
ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦେଶର ବିଭିନ୍ନ ପ୍ରସଙ୍ଗ ଉଠିଛି। ଏହି ବୈଠକରେ ତୈଳବୀଜ, ଡାଲି,!-->…
ଭାରତକୁ ବକ୍ସିଂରେ ମିଳିଲା ସ୍ୱର୍ଣ୍ଣ, ହକିରେ ବ୍ରୋଞ୍ଜ
ବର୍ମିଂହମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ଦୁଇଟି ଭଲ ଖବର ମିଳିଛି। ବକ୍ସିଂରେ ଭାରତ ଜିତିଲା ସ୍ୱର୍ଣ୍ଣ। ୪୮ କେଜି ବର୍ଗ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନିତୁ ଘଂଘାସ। ସେ ଫାଇନାଲରେ ଇଂଲଣ୍ଡର ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଡେମି-ଜାଡେ ରେଜଟାନଙ୍କୁ ୫-୦ରେ!-->…
ଧୋଡ୍ରା SLN 5T ସ୍କୁଲ : ନିର୍ମାଣ ର ଦଶଦିନରେ ଭୁସୁଡ଼ିଲା ପାଚେରୀ ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ କଲେ ଗ୍ରାମବାସୀ..
ଯନ୍ତ୍ରୀ ଓ ଠିକାଦାର ର ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ ପଡିଲା...
ଝରିଗାଁ : ଜନକଲ୍ୟାଣ ପାଇଁ ହେଉ କିମ୍ବା 5Tସ୍କୁଲ ପାଇଁ ହେଉ ଏମିତି କୌଣସି ସ୍ଥାନ ନାହିଁ ଯେ ବାଟମାରଣା ହେଉ ନାହିଁ କିନ୍ତୁ ବାଟମାରଣା ସୀମା ଏତେ ଟପି ଗଲାଣି ତାହା କହିଲେ ବି ନସରେ । ନବରଙ୍ଗପୁର ଜିଲ୍ଲା ଝରୀଗାଁ!-->!-->!-->…
ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା ମାମଲା : ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗଙ୍କ…
ଭୁବନେଶ୍ୱର (୬ା୮) : ଝାରପଡା ସ୍ବତନ୍ତ୍ର କାରାଗାର ମଧ୍ୟରେ ଜଣେ ବିଚାରାଧୀନ ବନ୍ଦୀ ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆୟୋଗ ମୃତକଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି!-->…
ଗୋପାଳପୁର ବନ୍ଦର ପକ୍ଷରୁ କାଳୀପଲ୍ଲୀ ପଞ୍ଚାୟତରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାକେନ୍ଦ୍ର ଆୟୋଜିତ
ଗୋପାଳପୁର /ଛତ୍ରପୁର : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ ନିକଟସ୍ଥ କାଳୀପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଭି ଜେ ରାଓ ଏହି!-->…
ସ୍ଵାଧୀନତାର ଅମୃତ ମହୋତ୍ସବ ପାଇଁ ବତ୍କୃତା ଓ ସଙ୍ଗୀତ ପ୍ରତିଯୋଗିତା
ଛତ୍ରପୁର : ଭାରତ ସ୍ଵାଧୀନତାର ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷିରେ ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡି ତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବତ୍କୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ରାଜ୍ଯ!-->…
ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ ନିମନ୍ତେ ଦାବୀ
ଛତ୍ରପୁର : ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଛତ୍ରପୁରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ତଥା ସଭାପତି ଯୁବ କାଉନସିଲର ଦେବାଶିଷ ମିଶ୍ର ଓ ଟ୍ରଷ୍ଟର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ ଶନିବାର ପୂର୍ବାହ୍ନ ରେ ସୌଜନ୍ୟ ମୂଳକ!-->…
ସୀମାନ୍ତରେ ୬୪ ଫୁଟର ସହିଦ ସ୍ତମ୍ଭ କରି ସହିଦ ସପ୍ତାହ ପାଳିଲେ ମାଓବାଦୀ
ମାଲକାନଗିରି, (୬।୮) : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଓ ବିଜାପୁର ଜଙ୍ଗଲରେ ମାଓବାଦୀ ସହିଦ ସପ୍ତାହ ପାଳିବା ସହ ମୃତ ମାଓ ନେତା ଅକି ରାଜୁଙ୍କ ନାମରେ ୬୪ ଫୁଟ ଉଚତା ବିଶିଷ୍ଟ ଏକ ସହିଦ ସ୍ତମ୍ବ କରି ସହିଦ ସପ୍ତାହ ପାଳିଲେ ମାଓବାଦୀ । ଗତ ୨୮ ଜୁଲାଇ ଠାରୁ ୩ ଅଗଷ୍ଟ ପ୍ରଯ୍ୟନ୍ତ ଏହି!-->…
ଚଳଚ୍ଚିତ୍ର କରି ଅଭିନବ ଉପାୟରେ ସଡକ ସୁରକ୍ଷାର ବାର୍ତ୍ତା ଦେଲେ ଯୁବ ନିର୍ଦ୍ଦେଶକ
ମାଲକାନଗିରି (୬।୮) : ବେପରୁଆ ଭାବେ ଗାଡି ଚାଳନା ଯୋଗୁଁ ନିତିଦିନ ଶହଶହ ଲୋକେ ସଡକ ଦୁର୍ଘଟଣାର ଶିକାର ହେଉଛନ୍ତି । ସଡକ ଦୁର୍ଘଟଣାରେ ପ୍ରାଣ ହାରୁଥିବା ଅଥବା ବିକଳାଙ୍ଗ ହୋଇଯାଉଥିବା ବ୍ୟକ୍ତିଙ୍କ ପରିବାର ଲୋକେ ଏହାପରେ ନାନା ସମସ୍ୟାର ସାମ୍ନା କରୁଥିବା ସହ ଅନେକ ପରିବାର ଅସହାୟ ହୋଇ!-->…
ଅଜଣା ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଘର ଛପର ନିମନ୍ତେ ପଲିଥିନ ସହିତ ସହାୟତାର ହାତ ବଢ଼ାଇଲା ପ୍ରଶାସନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ଦୁତିମେଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈକୁମ୍ପା ନିକଟସ୍ତ ବଦଲା ସାହି ଗ୍ରାମର ଗରିବ ନିରୀହ ଅସହାୟ ବ୍ୟକ୍ତି ରାଜ କୁମାର ଦେହୁରୀ ଦୀର୍ଘଦିନ ହେଲା ଅଜଣା ରୋଗରେ ପୀଡ଼ିତ ଥିବାସାଙ୍ଗକୁ ଚିକିତ୍ସା ନିମନ୍ତେ ଅର୍ଥ ଅଭାବ ଥିବାରୁ ସେ ଘରେ ପଡ଼ି!-->…