Sign in
Sign in
Recover your password.
A password will be e-mailed to you.
ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ – ଜିଲ୍ଲାପାଳ
ନବରଙ୍ଗପୁର (୦୬/୦୮) : ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବା ନିମନ୍ତେ ଆଉ ପାଦେ ଆଗକୁ ଗଲା ଜିଲ୍ଲା ପ୍ରଶାସନ । ,ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀମାନଙ୍କୁ ବିଦ୍ୟାଳୟ କୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବାର ଅଭିଯାନ ଆରମ୍ଭ!-->…
ଅମୃତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଫୁଲବାଣୀ : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଅମୃତ ମହୋତ୍ସବ ପାଳନ ପାଇଁ ବିଦ୍ୟାଭାରତୀ ତଥା ଭାରତ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ତରଫରୁ ଏହି ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ!-->…
କଡ଼କନାଥ କୁକୁଡ଼ା ଚାଷ ତାଲିମ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା ଫୁଲବାଣୀ ପକ୍ଷରୂ ମିଶନ ଜୀବିକା ମାଧ୍ୟମରେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ କଡ଼କ ନାଥ କୁକୁଡ଼ା ପାଳନ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ!-->…
ଜନ-ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ଏମସି ଏସ ମହାବିଦ୍ୟାଳୟ କନ୍ଧମାଳର ଜିଲ୍ଲା ପ୍ରଶାସନ ଓ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟଗିକା ମନ୍ତ୍ରାଳୟ ତରଫରୁ ଜନ ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ!-->…
ହିଞ୍ଜିଳି ନିର୍ଵାଚନ ମଣ୍ଡଳି ବିଜେଡି ତରଫରୁ ବୃକ୍ଷରୋପଣ ଅନୁଷ୍ଠିତ
ହିଞ୍ଜିଳିକାଟୁ (୬/୮) : ବିଜୁଜନତା ଦଳର ୨୫ ବର୍ଷ ପୂର୍ତି ଉପଲକ୍ଷେ ଦଳ ତରଫରୁ ସାରା ଓଡିଶାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ହିଞ୍ଜିଳି ନିର୍ଵାଚନ ମଣ୍ଡଳି ବିଜୁ ଓ ଯୁବ ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।!-->…
ଓଡ଼ିଶା ଆଦିବାସୀ ଉପଦେଷ୍ଟା ପରିଷଦର ସଦସ୍ୟା ହୋଇ ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣିଲେ ଜୟନ୍ତୀ
ମାଲକାନଗିରି (୦୬/୦୮) : ଭାରତ ସମ୍ବିଧାନର ପଞ୍ଚମ ଅନୁସୂଚୀର ଧାରା ୨୪୪ (୧),୪ର୍ଥ ଅନୁଚ୍ଛେଦର ନିୟମାବଳୀ ଅନୁଯାୟୀ, ଅନୁସୂଚିତ ଅଞ୍ଚଳ ଥିବା ପ୍ରତ୍ୟେକ ରାଜ୍ୟରେ ଆଦିବାସୀ ଉପଦେଷ୍ଟା ପରିଷଦ (TAC) ପ୍ରତିଷ୍ଠା ହେବ ଏବଂ ଯଦି ରାଷ୍ଟ୍ରପତି ନିର୍ଦ୍ଦେଶ ଦିଅନ୍ତି, ତେବେ ମଧ୍ୟ ଅନୁସୂଚିତ!-->…
ଇଡିରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ
ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ୍। ଆଜି ତାଙ୍କ ସହ ନିଜ ଝିଅ ଓ ସେନାର ଅନ୍ୟ ସଦସ୍ୟମାନେ ମଧ୍ୟ ଇଡି କାର୍ଯ୍ୟାଳୟକୁ ଯାଇଥିଲେ। ଏକ ହାଉସିଂ ପ୍ରୋଜେକ୍ଟରେ ଅର୍ଥ ହେରଫେର!-->…
ଜିଏସଟି ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର !
କାନପୁର: ସ୍ୱତନ୍ତ୍ର ସରକାରୀ ଓକିଲ ତଥା ଜିଏସଟି ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଅମ୍ରିଶ ଟଣ୍ଡନ୍ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖନୀ ହୋଇଥିଲେ। ତେବେ ଏହି ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ସେ ଅଭିଯୋଗ ଆଣିଛନ୍ତି। ଜିଏସଟି ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଅମ୍ରିଶ ଟଣ୍ଡନ୍ ପୀୟୂଷ ଜୈନ କେସ୍ରେ!-->…
ରାଜ୍ୟରେ ବର୍ଷା ଜାରି: ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ସକ୍ରିୟ ରହିଥିବା ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୧୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ!-->…
ପୁଣି ଥରେ କେନ୍ଦ୍ର କର୍ମଚାରୀମାନଙ୍କର ବଢିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ଖୁସି ଖବର। ପୁଣି ଥରେ କେନ୍ଦ୍ର କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା (ଡିଏ) ବଢ଼ିଛି । ଚଳିତ ଥର କର୍ମଚାରୀଙ୍କ ଡିଏରେ ୪ ପ୍ରତିଶତ ବୃଦ୍ଧି ହୋଇଛି, ଫଳରେ ମହଙ୍ଗା ଭତ୍ତା ଏବେ ୩୮ ପ୍ରତିଶତରେ ପହଞ୍ଚିଛି। ଗତ ଜୁନ ମାସରେ ଶିଳ୍ପ ଶ୍ରମିକଙ୍କ!-->…