ପ୍ରବଳ ବର୍ଷାରେ ବୁଡିଲା ମୋ ବସ, ପହଁରି ପହଁରି ବର୍ତ୍ତିଲେ ବସଯାତ୍ରୀ

ଜଟଣୀ: ପ୍ରବଳ ବର୍ଷାରେ ବେହାଲ ରାଜ୍ୟ । ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଯାହା ଫଳରେ ପାଣିରେ ବୁଡ଼ିଯାଇଛି ମୋ ବସ୍ । ବସ୍‌ଟି ଜଟଣୀରୁ ଭୁବନେଶ୍ବର ଆସୁଥିଲା । ବସ୍ କର୍ମଚାରୀ ଓ

କାଲି ଓଡ଼ିଶା ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ

କଟକ: ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହାଙ୍କ ପାଇଁ ସୁରକ୍ଷାର ଛାଉଁଣି । ତେବେ ଶାହାଙ୍କ ଏହି ଗସ୍ତ ରେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ତାଙ୍କ ସହିତ ରହିବେ ବୋଲି ଆଶା କରାଯାଉଛି ।ସୂଚନାମୁତାବକ ଓଡିଆର ଦୈନିକ ଖବର

ଚୀନ୍-ତାଇଓ୍ୱାନ ବିବାଦ ଭିତରେ ତାଇଓ୍ୱାନ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମୃତ ଦେହ ଉଦ୍ଧାର

ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ ଏବଂ ତାଇଓ୍ୱାନ ମଧ୍ୟରେ ବିବାଦ ତେଜିଛି । ଚୀନ ସୀମାରେ ଯୁଦ୍ଧାସ୍ତ୍ର ଜରିଆରେ ନିଜର ପତିଆରା ଜାହିର କରୁଥିବା ବେଳେ ତାଇୱାନ ମଧ୍ୟ ପ୍ରସ୍ତୁତ ରହିଛି । ଏହାରି ଭିତରେ ତାଇୱାନର ଜଣେ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ

ଦେଶରେ କାରୋନା ସଂକ୍ରମଣ ବୃଦ୍ଧି: ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କାରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ୭ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ସେହି ରାଜ୍ୟ ଗୁଡିକ ହେଲା ଓଡ଼ିଶା, ଦିଲ୍ଲୀ, କେରଳ, ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ, ତେଲେଙ୍ଗାନା। ଏହି ରାଜ୍ୟର

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ବେଳେ ବିମଖାଲ, ନୟାପଲ୍ଲୀରେ ପାଣି ଜମିରହିଛି । ରାସ୍ତାରେ ପାଣି ଚାଲିବା ଯୋଗୁ ଲୋକେ ଅସୁବିଧାର ସାମ୍ନା କରୁଛନ୍ତି । ତେବେ କାଲି ଲଘୁଚାପ ଥିବା ବେଳେ ୧୦ତାରିଖ ଯାଏଁ ପ୍ରବଳରୁ

ଆତଙ୍କବାଦୀ ଆକ୍ରମଣରେ ଥରିଲା କାବୁଲ, ୮ ମୃତ, ୧୮ଜଣ ଗୁରୁତର ଆହତ

ଆଫଗାନିସ୍ତାନ :ଆଫଗାନିସ୍ତାନ ପଶ୍ଚିମ କାବୁଲ ଅନ୍ତର୍ଗତ ଆବିସିକା ଏକ ଗାଁଗହଳି ସ୍ଥାନରେ ଏକ ବିସ୍ପୋରକ ଘଟିଯାଇଛି | ଏହି ବିସ୍ପୋରକରେ ୮ଜଣ ବ୍ୟକ୍ତିଙ୍କର ମୃତୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି | ଏହି ବିସ୍ପୋରକ ଆଦିମ ହାଜରା ସମ୍ପ୍ରଦାୟ ଜନତାଙ୍କୁ ଟାର୍ଗେଟ୍‌ କରି

ମଦ ବେପାର ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ନିସ୍ତୁକ ମାଡ଼

ବ୍ରହ୍ମପୁର: ମଦ ଧରପଗଡ଼ ବେଳେ ତହସିଲଦାରଙ୍କୁ ମାଡ଼ । ବ୍ରହ୍ମପୁର ପାତ୍ରପୁର ତହସିଲଦାର ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ବେଆଇନ୍ ମଦ କାରବାର ଅଭିଯୋଗରେ ତହସିଲଦାର ଚଢ଼ାଉ କରିଥିଲେ । ଏହି ସମୟରେ ମଦ କାରବାର କରୁଥିବା ଲୋକ ତାଙ୍କୁ ଆକ୍ରମଣ କରିଥିଲେ ।

ପିସି ମାଗି ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି

ଖୋର୍ଦ୍ଧା: ପିସି(PC) ମାଗିବା ଅଭିଯୋଗରେ ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି । ୩ ଲକ୍ଷର କାମ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାଙ୍ଗୀ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ ୩୦ ହଜାର ଟଙ୍କା ପିସି ଦାବି କରିଥିଲେ । ଏହି ଘଟଣା ଜଣାପଡିବା ପରେ ସାଂସଦଙ୍କ

ଯାଜପୁରରୁ ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

ଯାଜପୁର: ଜିଲ୍ଲାର ଛତିଆ ବିଟ୍‌କୁ ବଡ ସଫଳତା । ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଏକ କାର ଜବତ କରିଛି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଛତିଆ ବିଟ୍ ପୋଲିସ ୧୬ ନମ୍ବର ଜାତୀୟ ରାଜପଥର ଛତିଆ ନିକଟରେ ପାଟ୍ରୋଲିଂ କରୁଥିଲା । ଏ ସମୟରେ ଏକ

ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନାଆଁରେ ଯୌନ ନିର୍ଯାତନା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଯୋଗାଣ ବିଭାଗର ଦାୟିତ୍ୱ ନେବା ଦିନଠାରୁ ବଡ଼ ବାବୁଙ୍କ ହାକିମାତି। ସବୁ ସୌଜନ୍ୟତା ଭୁଲି, ଯାହାକୁ ଯା ଇଚ୍ଛା କହିଯାଉଥିଲେ। ବ୍ୟବହାର ବଦଳରେ ଦୁର୍ବ୍ୟହାର ଦେଉଥିଲେ। ଏଥିରୁ ବାଦ ପଡୁନଥିଲେ ମହିଳା କର୍ମଚାରୀ। ସହିବାର ସୀମା ଟପିଗଲା। ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ