Sign in
Sign in
Recover your password.
A password will be e-mailed to you.
ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଯୁବକଙ୍କୁ ଛେଚିଲେ
ବ୍ରହ୍ମପୁର: ଜଣେ ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଛତ୍ରପୁର ଅଞ୍ଚଳର ଜଣେ ଯୁବକଙ୍କୁ ଉକ୍ତ ମହିଳାଙ୍କ ଭାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ସହ ଯୁବକ ଜଣଙ୍କୁ ମାଡ଼ ମାରିବା ପରେ ତାଙ୍କୁ ଅପହରଣ କରି ନେଉଥିଲେ । ଏହି ସମୟରେ କୌଶଳ କ୍ରମେ ଯୁବକ ଜଣଙ୍କ ଖସି ପଳାଇ ଏକ!-->…
ଆମ୍ବୁଲାନ୍ସ ଓ ଟାଟା ଏସି ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଓ ରୋଗୀ ଆହତ
କାମାକ୍ଷାନଗର:ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ଆମ୍ବୁଲାନ୍ସ ଓ ଟାଟା ଏସି ମୁହାଁମୁହିଁ ଧକ୍କା ହେବାଫଳରେ ୩ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଆମ୍ବୁଲାନ୍ସ ଡ୍ରାଇଭର ମଙ୍ଗରାଜ!-->…
କ୍ରୀଡ଼ା ଶିକ୍ଷକଙ୍କ ୪.୬୭ କୋଟିର ସମ୍ପତ୍ତି ଠାବ: ଘରୁ ମିଳିଲା ୭୨୧ ଗ୍ରାମର ସୁନା, ୧୨୮୪ ଗ୍ରାର ରୂପା
ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭୋରୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଚଢ଼ଉ ହୋଇଛି । ଜନାର୍ଦ୍ଦନ ଜରଡା ଥାନା ଅନ୍ତର୍ଗତ ଜରୟନ୍ତୀପୁରସ୍ଥିତ ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ।!-->…
ମଦ ପିଇ ରାସ୍ତାରେ ଗଡ଼ିଲେ ପିଇଓ!
ବୁଗୁଡ଼ା : ଡ୍ୟୁଟି ସମୟରେ ଡ୍ୟୁଟି ନ କରି ମଦ ପିଇ ରାସ୍ତାରେ ଗଡୁଛନ୍ତି ସରକାରୀ କର୍ମଚାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ । ଅଫିସ୍ ସମୟରେ ଅଫିସ୍ରେ ନରହି ଜଣେ ସରକାରୀ କର୍ମଚାରୀ ରାସ୍ତାକଡ଼ରେ ମଦ ପିଇ ଅଚେତ ଅବସ୍ଥାରେ ପଡ଼ି ରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ!-->…
ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେଉଥିବା ସ୍ବାଧୀନତାର ଅମୃତ ମହୋତ୍ସବ ଜାତୀୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ରାଜ୍ୟ ମହିଳା କମିଶନ
ଭବାନୀପାଟଣା: ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ରାଜ୍ୟ ମହିଳା କମିଶନ ମିନତୀ ବେହେରା । ପ୍ରଥମ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦଭାବନା ଗୃହରେ ଓଡିଶା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତରେ ଯୋଗ ଦେଇଥିଲେ।
୫୦ଟି ପାରିବାରିକ କଳହ ଓ ବିଭିନ୍ନ ଅଭିଯୋଗ ପତ୍ର!-->!-->!-->…
ଭାଙ୍ଗିଗଲା କେନାଲବନ୍ଧ, ଚାଷଜମି ଜଳମଗ୍ନ
ଭଦ୍ରକ : ଭଦ୍ରକ ଜିଲା ରାଣୀତାଲ ମୁଖ୍ୟ କେନାଲ ବନ୍ଧ ବୁଧବାର ଭାଙ୍ଗିଯାଇଛି। ଫଳରେ ଚାଷଜମିଗୁଡ଼ିକ ଜଳମଗ୍ନ ହୋଇଛି। ଜମିରେ ପଡ଼ିଥିବା ତଳି ଓ ରୁଆ ସରିଥିବା ଜମି ପାଣିରେ ବୁଡ଼ି ରହିଥିବାରୁ ପଚି ଯାଇ ନଷ୍ଟ ହେବାର ଆଶଙ୍କା କରି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ବାଲେଶ୍ୱର ଜିଲା!-->…
ହ୍ୱାଇଟ ହାଉସ ବାହାରେ ବଜ୍ରପାତ: ୩ ମୃତ
ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ବାହାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ବି ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏକ ଦମ୍ପତି ପରିବାର ସହ ହ୍ୱାଇଟ!-->…
ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁଥିବା ଗ୍ୟାଙ୍ଗର ୩ ଗିରଫ
ଯାଜପୁର: ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁଥିବା ଏକ ଗ୍ୟାଙ୍ଗକୁ ଧରିଛି ଯାଜପୁର ପୋଲିସ୍। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନଙ୍କ ଠାରୁ କିଛି ନକଲି ଷ୍ଟାମ୍ପ, ପ୍ୟାଡ଼ ଆଦି ଜବତ କରାଯାଇଛି।
ବିଭିନ୍ନ ଲୋକଙ୍କୁ ଭିନ୍ନକ୍ଷମ!-->!-->!-->…
ଟିପିଏସ୍ଓଡିଏଲ୍ କଲ୍ ସେଣ୍ଟର ଗ୍ରାହକ ସେବାରେ ଉନ୍ନତି ଆଣିଛି
ଯେକୌଣସି ପ୍ରଶ୍ନ ଓ ଅଭିଯୋଗ ପାଇଁ ଗ୍ରାହକମାନେ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ରେ କଲ୍ କରିପାରିବେବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ!-->…